Sign in
Sign in
Recover your password.
A password will be e-mailed to you.
ବିଶିଷ୍ଟ ସମାଜତତ୍ୱବିତଙ୍କ ସୋଆ ବିଶ୍ୱବିଦ୍ୟାଳୟରେ ଯୋଗଦାନ
ଭୁବନେଶ୍ୱର, ମାର୍ଚ୍ଚ ୧୮ : ବିଶିଷ୍ଟ ସମାଜତତ୍ୱବିତ୍ ତଥା ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ରବୀନ୍ଦ୍ର କୁମାର ମହାନ୍ତି ସୋଆ ଡିମ୍ଡ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ ସାଇନସ୍ ରିସର୍ଚ୍ଚ (ଆଇସିଏସ୍ଏସ୍ଆର୍) ସିନିୟର ଫେଲୋ ଭାବେ ଯୋଗ…
‘ଲୀଳାବତୀଙ୍କ ଶତେକ କନ୍ୟା’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ୧୮ ମାର୍ଚ୍ଚ : ଭାରତୀୟ ବିଜ୍ଞାନ ଏକାଡେମି, ବେଙ୍ଗାଲୁରୁ ଦ୍ୱାରା ପ୍ରକାଶିତ ‘ଲୀଳାବତୀଙ୍କ ଶତେକ କନ୍ୟା: ଭାରତର ମହିଳା ବୈଜ୍ଞାନିକ’ ପୁସ୍ତକ ବୁଧବାର ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ପ୍ରଖ୍ୟାତ…
ଉତ୍କଳ ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ : ନୂତନ କର୍ମକର୍ତ୍ତା ଚୟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆର୍ ଆର୍ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର…
ଗୋରଖପଲ୍ଲୀ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଶିମିଳିବାଞ୍ଛା ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଏମଭି ୭୯ ଥାନା ଅଧିକାରୀଣୀ ପୂର୍ଣିମା ଟେଟେଙ୍କ ନେତୃତ୍ବରେ ଏସଆଇ ଚନ୍ଦନ କୁମାର…
ପରୀକ୍ଷା ଖାତା ଦେଖାରେ ତୃଟି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଛାତ୍ରଛାତ୍ରୀ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତ ୩ ଦ୍ଵିତୀୟ ବର୍ଷର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ ମାନେ ତୃତୀୟ ସେମିଷ୍ଟାର ପରୀକ୍ଷାର ଖାତା ଦେଖାରେ ତୃଟି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ଅନେକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ…
ଦ୍ବିଦିବସୀୟ ଓଡିଶୀ ସଂଗୀତ ମହୋତ୍ସବ ୨୦୨୬ ସମ୍ପନ୍ନ
ରାଉରକେଲା,(ବସନ୍ତ କୁମାର ଜେନା): ଜଗଦା ସ୍ଥିତ ଜୟଦେବ କଳା ବିକାଶ କେନ୍ଦ୍ର ଆନୁକୁଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଦୁଇଦିନିଆ ଓଡ଼ିଶୀ ସଙ୍ଗୀତ ମହୋତ୍ସବ ଉଦଯାପିତ…
ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଦ୍ବିତୀୟ ସନ୍ଧ୍ୟା, ମଞ୍ଚସ୍ଥ ହେଲା ନାଟକ କାହ୍ନୁ ରେ .
ରାଉରକେଲା,(ବସନ୍ତ କୁମାର ଜେନା): ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଦ୍ବିତୀୟ ସନ୍ଧ୍ୟାରେ ରଙ୍ଗମଞ୍ଚ ଅନୁଷ୍ଠାନ ତରଫରୁ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ରଚିତ ଓ କୈଳାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଅନୁସୃଜନ ଓ ନିର୍ଦ୍ଦେଶନାରେ ନାଟକ କାହ୍ନୁ ରେ ମଞ୍ଚସ୍ଥ ହୋଇଯାଇଛି। ସିଭିକ ସେଣ୍ଟର୍ ଠାରେ ଆୟୋଜିତ…
ରାଉରକେଲା ଠାରେ ପଣ୍ଡିତ ରଘୁନାଥ ପାତ୍ର ସମ୍ମାନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁଇ ଦିନ ଧରି ଜୟଦେବ କଳା ବିକାଶ କେନ୍ଦ୍ର , ଜଗଦା , ରାଉରକେଲା ଦ୍ବାରା ଆୟୋଜିତ ଓଡିଶୀ ସଂଗୀତ ମହୋତ୍ସବ - ୨୦୨୬ ରେ ଯୋଗ ଦେଇ ଗୁରୁ ଶ୍ରୀ ପାତ୍ର ଓଡିଶୀ ସଂଗୀତ ପରିବେଷଣ କରିବା ସଙ୍ଗେ ସଙ୍ଗେ ସେଥିରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର "ଓଡିଶୀ…
ଜଙ୍ଗଲରେ ନିଆଁ ନିୟନ୍ତ୍ରଣ ନିମନ୍ତେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସମନ୍ବୟ କାର୍ଯ୍ୟକ୍ରମ
ଭବାନୀପାଟଣା: ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) ନର୍ଲା ରେଞ୍ଜ ଅଫିସ ତରଫରୁ ସ୍ଥାନୀୟ ଚିପୁଲ ନର୍ସରୀ ଠାରେ ବନ ବିଭାଗ କର୍ମଚାରୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣଙ୍କୁ ନେଇ ଜଙ୍ଗଲ ରେ ନିଆଁ ନିୟନ୍ତ୍ରଣ ନିମନ୍ତେ କର୍ମଚାରୀ ଙ୍କ ଦକ୍ଷତା ବୃଦ୍ଧି ଓ ସମନ୍ବୟ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬
ମହିଳା ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧନା ଓ ବଡ଼ ଖାନା କାର୍ଯ୍ୟକ୍ରମ
ଓଡ଼ଗାଁ, ୧୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଅବସରରେ ସ୍ଥାନୀୟ ବ୍ଲକ୍ ରୋଡ଼ କଲ୍ୟାଣୀ ମଣ୍ଡପରେ ମହିଳା ସଫେଇ ମିତ୍ରଙ୍କୁ…