Sign in
Sign in
Recover your password.
A password will be e-mailed to you.
ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରିତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ଶକ୍ତି’
ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ମହାଶକ୍ତି ଫାଉଣ୍ଡେସନକୁ ଏହାର ଅଗ୍ରଣୀ ମହିଳା ସଶକ୍ତିକରଣ ଏବଂ ଜୀବିକା ପ୍ରୟାସ ‘ପ୍ରୋଜେକ୍ଟ ଶକ୍ତି’ ଜରିଆରେ ସମର୍ଥନ ଯୋଗାଇଦେଇ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ହୀରାକୁଦ ପୋ÷ରପାଳିକାରେ ମହିଳାମାନଙ୍କୁ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ .
ପଦ୍ମପୁର/ଶିବାଶିଷ ପଟ୍ଟନାୟକ (ଶା:ପ୍ର):- ତା.୧୭/୧: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ମାନନୀୟା ଶ୍ରୀମତୀ ମମତା ନାୟକ ଉପଖଣ୍ଡ ଥାନା ଭାରପ୍ରାପ୍ତ ଅଧିକାରୀ, ମୁଖ୍ୟ ବକ୍ତା ଭାବରେ ମାନନୀୟା ଶ୍ରୀମତୀ ତାପିନୀ…
ଭାବପ୍ରବଣତାରେ ଭିଜିଲା ଟିକିରି ଆଇଆଇସି ବିଶ୍ଵବନ୍ଦିନୀ ବାଗଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଟିକିରି ରୁ ବୈକୁଣ୍ଠ ଦୁରିଆ:ଟିକିରି ଥାନାର IIC ବିଶ୍ୱବନ୍ଦିନୀ ବାଗ ଙ୍କ ବଦଳି ସହ ଟିକିରି ଅଞ୍ଚଳରେ ଗଭୀର ଶୂନ୍ୟତା ଅନୁଭୂତ ହେଉଛି। ଜଣେ କଠୋର ପୋଲିସ ଅଧିକାରୀ ନୁହେଁ, ବରଂ ଜଣେ ମାନବିକ, ସମ୍ବେଦନଶୀଳ ଓ ଅଞ୍ଚଳବାସୀଙ୍କ ଆପଣଙ୍କ ଲୋକ ଭାବେ ସେ ସମସ୍ତଙ୍କ ହୃଦୟ…
ପାଟକୁରା ବିଧାୟକଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପୁନଃବିଚାର ପାଇଁ ଦଳ ନେତୃତ୍ୱଙ୍କୁ ଡେରାବିଶ ବ୍ଲକ…
କେନ୍ଦ୍ରାପଡା:୧୮/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) ପାଟକୁରା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ରଙ୍କ ବିରୁଦ୍ଧରେ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ପୁନଃବିଚାର କରିବା ପାଇଁ ବିଜୁ ଜନତା…
ଭାରତ ଲିଳା ଗୁରୁ ସ୍ଵର୍ଗତ ତ୍ରିନାଥ ସ୍ଵାଇଁ ଙ୍କ ଦ୍ଵାଦସାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ବହୁ ବରିଷ୍ଠ କଳାକାର
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ମହାନ୍ ବରିଷ୍ଠ ଗୁରୁ ସ୍ଵର୍ଗତ ତ୍ରିନାଥ ସ୍ଵାଇଁ ଙ୍କ ଦ୍ଵାଦସାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ଅନେକ ବରିଷ୍ଠ ,ଗରିଷ୍ଠ କଳାକାର,ବୁଦ୍ଧିଜୀବି, ସମାଜସେବୀ,ସାମ୍ବାଦିକ ଓ ବନ୍ଧୁପରୀଜନ । ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳ ପରିସର କଣ୍ଟା ଡୋର ଗ୍ରାମର ମହାନ ବରିଷ୍ଠ…
ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବିଜେପୁରରେ ରକ୍ତଦାନ ଶିବିର, ୨୬ ୟୁନିଟ୍ ରକ୍ତ ସଂଗୃହୀତ
ବିଜେପୁର : ସ୍ଵାଧୀନତା ସଂଗ୍ରାମୀ ‘ବହ୍ନିକନ୍ୟା’ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଏସ୍.ଏଚ୍.ଜି. ଭବନ ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ଜିଲ୍ଲା ପ୍ରଶାସନ ଓ ବିଜେପୁର ପକ୍ଷରୁ ଯୁଗ୍ମ ଭାବେ…
ଓଡ଼ଗାଁ ଶ୍ରୀ ରଘୁନାଥଙ୍କ ମହାସୁଆରଙ୍କ ପରଲୋକ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ମନ୍ଦିରର ପଶ୍ଚିମ ଦ୍ଵାରରେ ଅବସ୍ଥିତ ଅଧିକାରୀ ସାହିର ବାସିନ୍ଦା ଶ୍ରୀ ରଘୁନାଥ ଜିଉଙ୍କ ମହାସୁଆର ହୃଦୟାନନ୍ଦ ପଣ୍ଡାଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ…
କିମ୍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର, ୧୭।୧: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ (କିମସ)ରେ ଜଣେ ଏକ ବର୍ଷ ବୟସର ଶିଶୁଠାରେ ଜଟିଳ ଓ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି। ଶିଶୁଟିର ମୁଣ୍ଡର ଆକାର ଅସ୍ୱାଭାବିକ ରହିଥିବା ବେଳେ ଆଖି ଫୁଲିବା ଓ ବୃଦ୍ଧି ବିଳମ୍ବ ହେଉଥିଲା ଏପରି ଅବସ୍ଥାରେ ଶିଶୁଟିକୁ ପରିବାର…
ବନ୍ଦେ ମାତରମ ଆମ ଜାତୀୟ ଭାବନା ସମ୍ପ୍ରତିର ପ୍ରତୀକ
ପୁରୀ, ୧୭/୧ (ଅନିମେଶ ପଟ୍ଟନାୟକ): ପୁରୀ ପୌରାଞ୍ଚଳ ପକ୍ଷରୁ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବନ୍ଦେ ମାତରମ କେବଳ…
ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ତମ ବାର୍ଷିକୀ ପାଳନ
ବ୍ଳକ୍ ସ୍ତରୀୟ ସାମୁହିକ ଗାନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ
ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଦ୍ବାରା ଆୟୋଜିତ ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ତମ ବାର୍ଷିକ ପାଳନ ଅବସରରେ ୫ ଶହରୁ ୬ଶହ ବିଦ୍ୟାର୍ଥୀଙ୍କ ଗହଣରେ ଵ୍ଳକ ସ୍ତରୀୟ ସାମୂହିକ…