ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମ ରେ ମାସ୍କ ବଣ୍ଟନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମ ରେ ମାସ୍କ ବଣ୍ଟନ କରାଯାଇଛି । ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ଉକ୍ତ ଗ୍ରାମରେ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆପ୍ ସଦସ୍ୟ ଏଲିୟାଜର ମଣ୍ଡଳ ସମ୍ପାଦନା କରିଥିଲେ।

Leave A Reply

Your email address will not be published.