ଆଜି ୫୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ  ୭୬୪ 

0

 ନମୁନା ପରୀକ୍ଷା କମିଛି, ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି 

ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୭,୧୧୭  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୭୬୪   ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬,୯୫,୯୮୮   ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୫,୬୫,୧୦୩  ଜଣ | ଏ ଯାବତ ଦେଶରେ ୧୦,୯୪,୩୭୪  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୩୬,୫୧୧  ରେ ପହଂଚିଛି | 

 ତଥ୍ୟ ଅନୁଯାୟୀ ,ଗତକାଲି ଅର୍ଥାତ ୩୧  ତାରିଖରେ ସାରା ଦେଶରେ ୫,୨୫,୬୮୯ ନମୁନା ପରୀକ୍ଷା  ହୋଇଛି |  ଏ ଯାବତ ସାରା ଦେଶରେ ୧,୯୩,୫୮,୬୫୯ ନମୁନା ପରୀକ୍ଷା ହେଲାଣି | 

Leave A Reply

Your email address will not be published.