ବୁର୍ଲା ରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁର୍ଲାର ଭିମ୍‌ସାରରେ ପ୍ଲାଜମା ବ୍ୟାଙ୍କକୁ ବୁଧବାର ଭିଡ଼ିଓ କନଫରେନ୍ସ ଜରିଆ ରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖମନ୍ତ୍ରୀ  ପ୍ଲାଜମା ଦାନ ଲାଗି କରୋନାରୁ ସୁସ୍ଥ ହୋଇଥିବା ସମସ୍ତଙ୍କୁ  ଆହ୍ନାନ କରିଛନ୍ତି  l ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ, ଜ଼ିଲ୍ଲାପାଳ ଶୁଭମ ସକ୍ ସେନା, ଭିମସାର ନିର୍ଦେଶକ ପ୍ର.ଲଳିତ ମେହେର, ରକ୍ତ ଭଣ୍ଡାର ମୁଖ୍ୟ ଡା.ସି.ଆର. ପ୍ରସାଦ ତଥା  ଭିମ୍‌ସାରର ବରିଷ୍ଠ ଅଧିକାରୀ ଗଣ  ଉପସ୍ଥିତ ଥିଲେ।

Leave A Reply

Your email address will not be published.