ଝାରସୁଗୁଡ଼ା :(ସୁଭାଷ ସହାରେ) : ମହାମାରୀ କୋରୋନା ଯୋଗୁଁ ଏଥର ସ୍ବାଧୀନତା ଦିବସ ପାଳନ ଛାତ୍ରଛାତ୍ରୀମାନଙ୍କ ବିନା ଉପସ୍ଥିତିରେ ପାଳିତ ହୋଇଛି। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ କେବଳ ଶିକ୍ଷକ ଓ ଏସ ଏମ ସି ର ସଭାପତି ବା ସଦସ୍ୟଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସେହିପରି ଜିଲ୍ଲା ସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ମନମୋହନ ଏମ ଇ ସ୍କୁଲ ପଡ଼ିଆରେ ପାଳିତ ହୋଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ସେ ଜିଲ୍ଲା ବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.