ଭୁବନେଶ୍ୱର(ଶାସକ ପ୍ରଶାସକ) : ମହାମାରୀ କୋଭିଦ୍-୧୯ ସମୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଭିଏସସନଗରର ବିଭିନ୍ନ ବସ୍ତି ଅଞ୍ଚଳରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ୧୦୦ରୁ ଉର୍ଦ୍ଧ୍ବ ସ୍କୁଲ୍ ପିଲାମାନଙ୍କୁ ବହି, ଖାତା, କଲମ, ପେନ୍ସିଲ, ରବର ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ଭୁବନେଶ୍ଵର ଉତ୍ତର ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ତଥା ଟ୍ରଷ୍ଟର ପ୍ରତିଷ୍ଠାତା ଟାଣୁଆ ଯୁବନେତା ଡଃ ପ୍ରକାଶ ତ୍ରିପାଠୀ, ଈଂ ଶିବପ୍ରସାଦ ମିଶ୍ର, ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସ୍ମୃତି ରଂଜନ ସାମଲ , କ୍ଲବ୍ ସଭାପତି ଦୀପକ କୁମାର ନାୟକ, ଅକ୍ଷୟ ସ୍ବାଇଁ, ସୌମ୍ୟ ରଂଜନ ପ୍ରଧାନ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଲୋକେଶ କୁମାର, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଶିବାନନ୍ଦ ତାଡ଼, ଅନନ୍ତ ରେଡ୍ଡୀ, ବିନୋଦ ସାହୁ, ପବିତ୍ର ମହାପାତ୍ର ସୁଶାନ୍ତ ମୁଦୁଲି, ଦୀପକ ବେହେରା, ନଳିନୀକାନ୍ତ ବେହେରା , କମଳାକାନ୍ତ ରାଉତରାୟ, ସର୍ବଜିତ୍ ସାହୁ , ସନ୍ତୋଷ ସାହୁ , ଶିବା ରେଡ୍ଡୀ , ତ୍ରିନାଥ ବସ୍ତି ସଭାପତି ନରେନ୍ଦ୍ର ବିଶ୍ଵାଳ, ବାବୁ ସାହୁ , ଦିଲ୍ଲୀପ ବେହେରା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ସୁଚିତ୍ରା ବେହେରା, ଇସା ମହାନ୍ତି,ସ୍ନେହଲତା ମୁଦୁଲି, ପୁଷ୍ପଲତା ରାଉଳ, ବବିତା ମହାନ୍ତି ବୀଣାପାଣି ଦାସ, ମିନତୀ ମହାପାତ୍ର, ରୋଜାଲିନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post