କଳ୍ପନାତୀତ କଳ୍ପନାଙ୍କ ଯନ୍ତ୍ରଣା , ଦୁଃଖ ବୁଝିବ କି ପ୍ରଶାସନ

କି ଅପହଞ୍ଚ ଯୋଜନା,ଦୁର୍ଦ୍ଦିନରେ ବିଧବା ମହିଳାଙ୍କ ପରିବାର ବରଗଡ :- ଅସହାୟ , ଗରିବ, ତଥା ନିରୀହ ଜନସାଧାରଣଙ୍କର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । ଏହି ଯୋଜନା ସବୁର ଲାଭ ମଧ୍ୟ ଲୋକେ ପାଉଛନ୍ତି ଏଥିରେ ସନ୍ଦେହ ନାହିଁ  କିନ୍ତୁ ବରଗଡ଼ ଜିଲ୍ଲା ପାଇକମାଲ…

କନ୍ଧମାଳ : ଗୁଳି ବିନିମୟରେ ୪ ମାଓ ନିହତ

ଭୁବନେଶ୍ୱର( ଶାସକ ପ୍ରଶାସକ) କନ୍ଧମାଳ (ଗଗନ ପ୍ରଧାନ ) : କନ୍ଧମାଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୪ଜଣ ମାଓବାଦୀ ନିହତ ହୋଇଛନ୍ତି | କନ୍ଧମାଳ ଜିଲ୍ଲା ପୁଲିସ୍ , ଏସଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ଏହି ସଫଳତା ମିଳିଥିବା ଜଣାପଡିଛି ।  ଆଇଜି ଅପରେସନ ଅମିତାଭ ଠାକୁର ଟୁଇଟ କରି ଏ ବିଷୟରେ…

ବଢ଼ିଲା ଚିନ୍ତା : ଆଜି ବି ୪୬୯ ଆକ୍ରାନ୍ତ, ଯାଇଛି ଦୁଇଜଣଙ୍କ ଜୀବନ

ଆକ୍ରାନ୍ତଙ୍କ ମଧ୍ୟରେ ସବୁଠାରୁ ଅଧିକ ଗଞ୍ଜାମରେ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୯୪ ଜଣ, ସୁନ୍ଦରଗଡରେ ୬୬, ଖୋର୍ଦ୍ଧାରେ ୨୭, ଯାଜପୁରରେ ଓ କେନ୍ଦୁଝରରେ୨୫ଜଣ ଲେଖାଏ , ନୟାଗଡରେ ୨୪ ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ବି ରାଜ୍ୟରେ ୪୦୦ ଉପରେ କରୋନା | ରାଜ୍ୟରେ ୪୬୯ କରୋନା ପଜିଟିଭ…

ଯୌତୁକ ବାବିରେ ବଧୂ ହତ୍ୟା ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୩ ରାତିରେ ବାରିପଦା ସହରର ୱାଡର଼୍ ନଂ ୨୪ ଭୁଗୁଡ଼ାକଟା ଅଞ୍ଚଳରେ ଯୌତୁକ ଦାବିରେ ବଧୂ ହତ୍ୟା ହୋଇଥିବା ବିଷୟକୁ ନେଇ ସ୍ଥାନୀୟ ଝିଞ୍ଜିରିବନ୍ଧ ଅଞ୍ଚଳର ଝିଅର ମା କ୍ରିର୍ଷ୍ଣା ଭଟ୍ଟାଚାର୍ଯ୍ୟ(୫୫) ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ବାରିପଦା…

ମହାପର୍ବ ସାରି ରତ୍ନବେଦିକୁ ବାହୁଡ଼ିଲେ ମହାନାୟକ  

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତ କଲେ ସନ୍ତୋଷ ଓ ସଭିଙ୍କୁ ଜଣାଇଲେ କୃତଜ୍ଞତା  ପୁରୀ: ନବଦିନ ବ୍ୟାପି  ଭକ୍ତ ଶୂନ୍ୟ ମହାନ ପର୍ବ ସାରି ଶ୍ରୀହୀନ ହୋଇ ପଡିଥିବା ଶ୍ରୀମନ୍ଦିରକୁ ଫେରିଛନ୍ତି କୋଟି ହୃଦୟର ମହାନାୟକ | କରୋନା କଟକଣା ଯୋଗୁ ଆସିଲେନି ଭକତ, ନିଜ ସେବାୟତଙ୍କ ଗହଣରେ ଆଡ଼ପ…

କେବଳ ସାମୂହିକ ବିକାଶ ନୁହେଁ ପ୍ରତ୍ୟକ୍ଷ ବ୍ୟକ୍ତି ପିଛା କଲ୍ୟାଣକାରୀଯୋଜନା କରି ଉଦାହରଣ ତିଆରି କରିଛନ୍ତି ମୋଦି :…

ମୋଦି ସରକାର ଜନଜାତିଙ୍କ କଲ୍ୟାଣ ପାଇଁ ସମର୍ପିତ : ବିନୋଦ ସୋନକାର  ଜନଜାତି ଓ ଦଳିତଙ୍କ ପାଖରେ ମୋଦିଙ୍କ ଯୋଜନାର ବାର୍ତା ପହଁଚାଇବାକୁ ଆହ୍ୱାନ   ଗରିବଙ୍କ ପ୍ରତି ଥିବା ନିଜର ସମ୍ବେଦନଶୀଳତାକୁ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ   ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସକୁ…

୩ଟି ୱାର୍ଡ଼ର କିଛି ଭାଗ ଅଂଶକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷିତ 

ନୟାଗଡ଼ (ବିଶ୍ୱଜିତ ନାୟକ) : ନୟାଗଡ ଜିଲ୍ଲାରେ କାୟା ବିସ୍ତାର କରିଚାଲିଥିବା କରୋନାର ଭୟା ବହତାକୁ ନଜରରେ ରଖି ନୟାଗଡ଼ ସହରର ୩ଟି ୱାର୍ଡ଼ର କିଛି ଭାଗ ଅଂଶକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏହି ଅଞ୍ଚଳକୁ ପ୍ରବେଶ କରୁଥିବା ପ୍ରୀତିଟି ବାଟକୁ ମୁନସିପାଲଟି ପକ୍ଷରୁ ଅବରୋଧ…

ବାହ୍ୟ ସଂକ୍ରମଣ ବୃଦ୍ଧିି ଗୋଷ୍ଠୀ  ସଂକ୍ରମଣର ରୁପ ନେଇପାରେ !

କୁରାଳ ୮ ଓ ସୁନାମୁହିଁରୁ ୧୨ ଜଣ ପୁଣି ବାହ୍ୟ ସଂକ୍ରମିତ ଚିହ୍ନଟ  ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) :  ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଓ ସୁନାମୁହିଁ ଅଂଚଳରେ ବୃଦ୍ଧି ପାଉଥିବା ବାହ୍ୟ ସଂକ୍ରମଣକୁ ସାମାନ୍ୟ ଅଣଦେଖା କଲେ ଗୋଷ୍ଠୀ  ସଂକ୍ରମଣର ରୁପ ନେବାର ସମ୍ଭାବନାକୁ ଏଡାଇ…

ବନ ମହୋତ୍ସବ  ସପ୍ତାହ ପାଳିତ: ପନ୍ତିଖାରୀ ସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) :  ଓଡ଼ଗାଁ  ବ୍ଲକ ପନ୍ତିଖାରୀ ନୀଳକଣ୍ଠେଶ୍ୱର କ୍ଳବ ଆନୁକୁଲ୍ୟରେ ମନ୍ଦିର ନିକଟ ରାସ୍ତାର ଉଭୟ ପାର୍ଶ୍ୱରେ  କ୍ଲବର ସଭ୍ୟମାନେ ମିଳିତ ହୋଇ ଶତାଧିକ ବୃକ୍ଷ ରୋପଣ କରିଥିଲେ । ସ୍ଥାନୀୟ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଯୋଗଦେଇ ବୃକ୍ଷହିଁ ଜୀବନ…

ଲେହ ଜେନେରାଲ ହସ୍ପିଟାଲ ଅବସ୍ଥା ନେଇ ଭାରତୀୟ ସେନାର ସ୍ପଷ୍ଟିକରଣ

ନୂଆଦିଲ୍ଲୀ/ ଏସପିବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲେହ ଗସ୍ତ କାଳରେ ପରିଦର୍ଶନ କରିଥିବା ଲେହ ଜେନେରାଲ ହସ୍ପିଟାଲର ଅବସ୍ଥା ନେଇ କେତେକ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଦୃଷ୍ଟିଗୋଚର ହୋଇଛି । ଆମ ସଶସ୍ତ୍ର ସେନାର ସାହସିକ ଯବାନଙ୍କ ଚିକିତ୍ସା ନେଇ ଏଭଳି…