ଆଇଏଲଏସର ବଡ ଉପଲବ୍ଧି : କରୋନା ଭୂତାଣୁର ଷ୍ଟେବୁଲ କଲଚର ପ୍ରତିପାଦନରେ ହେଲା ସଫଳ

• ଔଷଧ ପ୍ରସ୍ତୁତି ଓ ଟିକା ବିକାଶରେ ଉପଯୋଗୀ ସାବ୍ୟସ୍ତ ହେବ • ଏଭଳି ସଫଳତା ପାଇବାରେ ଆଇଏଲଏସ ଦେଶର ଚତୁର୍ଥ ସଂସ୍ଥାନ • ମହାମାରୀ ମୁକାବିଲା ଓ ଭବିଷ୍ୟତ ପ୍ରସ୍ତୁତି ପାଇଁ ହେବ ସହାୟକ ଭୁବନେଶ୍ୱର(ଶାସକ ପ୍ରଶାସକ) :  ଭାରତ ସରକାରଙ୍କର ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ସ୍ଵାୟତ୍ତ ସଂସ୍ଥାନ…

ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ କରୋନା, ଅଭିଷେକ ବି ପଜିଟିଭ

ଟୁଇଟ କରି ଉଭୟେ ଦେଲେ ସୂଚନା  ମୁମ୍ବାଇ( ଏସପିବି): କରୋନା ଠାରୁ ଦୁରେଇ ରହିବା ପାଇଁ ସଚେତନତା ସୃଷ୍ଟି କରି ଆସିଥିବା  ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ କରୋନା ପଜିଟିଭ ଚିହ୍ନଟ ହେବ ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି | ତାଙ୍କ ପରିବାର…

ଓଡ଼ଗାଁ କୁରାଳ ସୁନାମୁହିଁରେ ଗଞ୍ଜାମ ଲିଙ୍କ୍ କରୋନା ସ୍ପ୍ରେଡ଼ର  !

ସଂକ୍ରମିତଙ୍କ ସଂଖ୍ୟା ଦୃତ ବୃଦ୍ଧି ହେବା ଆଶଙ୍କାରେ ଅଂଚଳ ବାସୀ ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  :  ଓଡ଼ଗାଁ କୁରାଳ ସୁନାମୁହିଁ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ବୃଦ୍ଧି ହୋଇପାରେ ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି  । କାରଣ ସ୍ଥାନୀୟ ଅଂଚଳର ଯୁବକମାନେ ବିଭିନ୍ନ କାରଣରୁ…

ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଦ୍ୱାରା ଓଡିଶାର ସମ୍ଭାବନା ସୁଯୋଗରେ ପରିଣତ ହୋଇପାରିବ – ଧର୍ମେନ୍ଦ୍ର ପ୍ରଧାନ

ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ • କାର୍ଲିଫର୍ଣ୍ଣିଆ, ପ୍ରିନ୍ସଟନ, କେମ୍ବ୍ରିଜ୍, ଟୋରୋଂଟୋ ସମେତ ବିଶ୍ୱର ୪୦ରୁ ଉଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟର ଭାରତୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା ବେଳେ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ • ଓଡିଆ…

ରାଇରଙ୍ଗପୁର ଅଗ୍ରଣୀ ଆଇସିଏସ୍ଇ ମିଡିୟମ କେରଲା ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା

ବାରିପଦା (ଦିଲ୍ଲୀପ ମହାନ୍ତି )--ମୟୂରଭଞ୍ଜ  ଜିଲ୍ଲା ରାଇରଙ୍ଗପୁର ଅସନବଣିସ୍ଥିତ ଅଗ୍ରଣୀ ଆଇସିଏସ୍ଇ ଇଂରାଜୀ ମିଡିୟମ  ସ୍କୁଲ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ  ଦଶମ ବୋର୍ଡର ସମସ୍ତ ପରୀକ୍ଷାର୍ଥୀ ଶତପ୍ରତିଶତ ସଫଳତା ହାସଲ କରି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।…

ମୟୂରଭଞ୍ଜରେ ଜୁଲାଇ ମାସର ସପ୍ତାହାନ୍ତ  ସଟ୍ ଡ଼ାଉନ-୨ ଆରମ୍ଭ: ଜନଶୂନ୍ୟ ବାରିପଦା

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା…

ମୟୂରଭଞ୍ଜରୁ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ

ପଜିଟିଭ ସଂଖ୍ୟା ୩୨୭ : ସୁସ୍ଥ ସଂଖ୍ୟା ୨୨୦, ସକ୍ରିୟ ସଂଖ୍ୟା ୧୦୫ ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା-୧, ବେତନଟୀ-୧, ବିଜାତଳା-୨, ବିଶୋଇ-୨, ଜାମଦା ବ୍ଲକରୁ ୪ ଏହିପରି ମୋଟ ୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସଙ୍ଗରୋଧ…

କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗ : ଜେ.ଡଙ୍ଗପଦର ପଞ୍ଚାୟତର ନାଏବ ସରପଂଚ ନିଲମ୍ବିତ

ଭୁବନେଶ୍ୱର(ଶାସକ ପ୍ରଶାସକ) -କୋଭିଡ-୧୯ ନିୟମ ଓ କଟକଣାର ଉଲ୍ଲଂଘନ କରିଥିବାରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜେ.ଡଙ୍ଗପଦର ପଞ୍ଚାୟତର ନାଏବ ସରପଂଚ କୃଷ୍ଣ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ବୋଲି ପଚାଂୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।…

ସଂଗଠନ, ସେବା, ସଂଘର୍ଷ ଓ ସମ୍ବାଦକୁ ଆଧାର କରି ଆଗକୁ ବଢ଼ିବା ପାଇଁ ଋଣନୀତି ପ୍ରସ୍ତୁତ ହେଉ :ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକ ଅନୁଷ୍ଠିତ  ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ବିଜେପିର ଲକ୍ଷ୍ୟ :ସମୀର ମହାନ୍ତି  ଆଗାମୀ ୬ ମାସ ପାଇଁ ରାଜନୈତିକ ଖସଡ଼ାପ୍ରସ୍ତୁତ  ରାଜନୀତିରେ ସେବାକୁ ହିଁ ମହତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ   ବିଭିନ୍ନ ଜନସମ୍ବାଦ…

 ଆଜି ସୁସ୍ଥ ହେଲେ ୩୮୮ ଜଣ କରୋନା ଆକ୍ରାନ୍ତ

ସୁସ୍ଥଙ୍କ ସଂଖ୍ୟା ଟପିଲା ୮ ହଜାର  ଭୁବନେଶ୍ୱର( ଶାସକ ପ୍ରଶାସକ)  ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୩୮୮ ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୩୬୦ କୁ ବୃଦ୍ଧି ପାଇଛି |  ଆଜି ସର୍ବାଧିକ ୧୮୭ ଜଣ ଗଂଜାମରୁ ସୁସ୍ଥ ହୋଇଥିବା ବେଳେ ୩୭ଜଣ  ଖୋର୍ଦ୍ଧାରୁ, ୩୧ଜଣ…