୩ ଦିନିଆ ସଟଡାଉନ୍ ରେ ପାରଳାଖେମୁଣ୍ଡି : ସହରରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ଓ ପୋଲିସ ପହରା ଜୋରଦାର 

http://www.youtube.com/watch?v=wsdTE12e88c ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବା ସହ ଏହାର ରୋକିବା ଦିଗପ୍ରତି…

ନୂଆ ୨୫ ଆକ୍ରାନ୍ତଙ୍କ ସହ କରୋନା ପଜିଟିଭ୍ ସଂଖ୍ୟା ପହଁଚିଲା  ୫୯୧ ରେ:  ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୫ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।  ଗୁମ୍ମା ବ୍ଳକରୁ ୬ ଜଣ , ଆର୍ . ଉଦୟଗିରି ବ୍ଳକରୁ ୬ ଜଣ ଓ ପାରଳାଖେମୁଣ୍ଡି ରୁ୧୩  ଜଣ କରୋନା ପଜିଟିଭ୍ ଚିହ୍ନଟ…

କରୋନା ଆକ୍ରାନ୍ତ ବିଧାୟକ  ପ୍ରଶାନ୍ତ ଓ ସୁକାନ୍ତଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ 

କଲେ ଆସୁ ଆରୋଗ୍ୟ କାମନା, କରୋନା ଯୋଦ୍ଧାଙ୍କ  ସହ ବି କଲେ ଆଲୋଚନା  ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଆକ୍ରାନ୍ତ ସଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଫୋନ ଯୋଗେ  ସେମାନଙ୍କ ସ୍ୱାସ୍ଥ୍ୟ…

ଜମି ପ୍ରସ୍ତୁତ : ଧାନ ତଳିକୁ ନେଇ ଚିନ୍ତିତ ଚାଷୀ, ବର୍ଷା ହେଲେ ଆଗେଇବ ଚାଷ କାର୍ଯ୍ୟ 

ମ. ରାମପୁର(ଜଗତ ସାହୁ) :  ଠିକ ସମୟରେ ଚାଷୀଙ୍କ ଚାହିଦା ମୁତାବକ ସରକାରୀ ଧାନ ବିହନ ନମିଳିବାରୁ ଏବର୍ଷ କଳାହାଣ୍ଡି ଜିଲ୍ଲାରେ ଧାନ ଚାଷ ପ୍ରକ୍ରିୟା  ଟିକିଏ ଧିମେଇ ଯାଇଛି । ସରକାରୀ ବିହନକୁ ଅପେକ୍ଷା କରି କରି ନିରାଶ ହେବାପରେ ଚାଷୀମାନେ ବାଧ୍ୟହୋଇ ଅଧିକ ମୂଲ୍ୟରେ କମ୍ପାନୀ ଧାନ କିଣି ତଳି…

ଭୟର ବାତାବରଣ : ଝାରସୁଗୁଡ଼ାରେ ପୁଣି ୩୧  କରୋନା

ଝାରସୁଗୁଡା /ସୁବାଷ ସାହାରେ- ଝାରସୁଗୁଡା  ଜିଲ୍ଲାରେ ସମୁଦାୟ ୩୧ ଜଣଙ୍କର ରିପୋର୍ଟ ପୋଜିଟିଭ ଆସିଛି । ସମସ୍ତେ କରେଣ୍ଟଣ୍ଟାଇନ ରେ ଥିଲେ ବୋଲି ସିଡ଼ିଏମଓ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି । ବ୍ରଜରାଜନଗର ଅଞ୍ଚଳର ରତାଖଣ୍ଡିରୁ ୪, ମହାବୀରନଗରରୁ ୪, ଲମଟିବାହାଲରୁ ୧, ନୂଆଁପଡ଼ା ଲମଟିବାହାଲ…

ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ପଗାରପାଣି ଗ୍ରାମର ଏକ ବିଲରୁ ଉକ୍ତ ଗ୍ରାମର ଘନଶ୍ୟାମ ବେହେରା (35) ଙ୍କର ଅର୍ଧ ଝୁଲନ୍ତା ମୃତଦେହ ଏକ ମହୁଲ ଗଛରେ ଝୁଲୁଥିବା ଦେଖାଯାଇଛି । ମୃତଦେହର ଅଣ୍ଟାରୁ ଉପରଭାଗ ଝୁଲୁଥିବା ବେଳେ ଅଣ୍ଟା ତଳକୁ ମାଟିରେ ଲାଗିଛି ।…

ଆଜି ଚିହ୍ନଟ ହେଲେ ଓଡ଼ିଶାରେ ୫୭୦ ,୫ ଜଣଙ୍କ ହୋଇଛି ଦେହାନ୍ତ

ଭୁବନେଶ୍ୱର :ଆଜି ଚିହ୍ନଟ ହେଲେ ଓଡ଼ିଶାରେ ୫୭୦ | କ୍ଵାରେଣ୍ଟାଇନରୁ ୩୮୪ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ୧୮୬ ଜଣ | ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା ୧୨୫୨୬ ପହଂଚିଛି | ଏ ଯାବତ ସକ୍ରିୟଙ୍କ ସଂଖ୍ୟା ୪୪୭୫ ରହିଛି |  ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ୨୧୮ ଜଣ ଅଛନ୍ତି ଗଂଜାମରୁ |…

ସମ୍ବଲପୁର ପୋଲିସକୁ ବଡ ସଫଳତା : ୧୨ ଘଣ୍ଟା ଭିତରେ ଅପହୃତ ସମାଜସେବୀ, ସାମ୍ବାଦିକ ନରେଶ କୁମାର ଅଗ୍ରୱାଲ ହେଲେ ଉଦ୍ଧାର

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ): ବନ୍ଧୁକ ମୁନରେ ସମ୍ବଲପୁର- ଝାରସୁଗୁଡା ବିଜୁ ଏକ୍ସପ୍ରେସ୍ ୱେ  ଶାସନ ନିକଟରୁ ଅପହରଣ ହୋଇଥିବା ସମ୍ବଲପୁର ର ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ, ସାମ୍ବାଦିକ ନରେଶ କୁମାର ଅଗ୍ରୱାଲ ଙ୍କୁ  ୧୨ ଘଣ୍ଟା ପରେ ସହର ଉପକଣ୍ଠ ହୀରାକୁଦ ଏଫସିଆଇ ଗୋଦାମ ନିକଟରୁ…

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୮ ଲକ୍ଷ 

ଭୁବନେଶ୍ୱର :  ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୪,୪୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୮,୨୨,୬୦୩  ପହଂଚିଛି | ଆଜି ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୨,୮୩,୮୭୫ ଓ ସୁସ୍ଥ ହୋଇ ଡିସ୍ଚାର୍ଜ ହେଲେଣି ୫,୧୬,୨୦୬ | କରୋନା ମୃତ୍ୟୁ…

ମାନିଲେନି ସାମାଜିକ ଦୂରତା : ପଡିଲା ତାଲା   

ବଲାଙ୍ଗୀର : ସମଲେଇ ମନ୍ଦିର ଛକ ଅପସରା ଜୋନ  ପାଖରେ ଥିବା ବାଲାଜୀ ବେକେରି କୁ ସାମାଜିକ ଦୂରତାକୁ ଅଣଦେଖା କରୁଥିବାରୁ ବା ସାମାଜିକ ଦୂରତା ନିୟମ ନମାନିବାରୁ ଆଜି ସିଲ କରି 5000 ଟଙ୍କା ଫାଇନ ଦିଆଯାଇଛି l ସେହିପରି KK  ମୋବାଇଲ ରିପେୟାରିଙ୍ଗ ଦୋକାନ କୁ ସିଲ କରିବା ସହିତ 1000 ଟଙ୍କା ଫାଇନ…