ଆଜି ୨ଜଣ କରୋନା ପଜିଟିଭ୍ ଚିହ୍ନଟ, ଜ଼ିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩ l

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):   ଜ଼ିଲ୍ଲା ରେ ଆଜି ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଜ଼ିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩  କୁ ବୃଦ୍ଧି ପାଇଛି। ଏ ନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି…

ସପ୍ତାହାନ୍ତ ସଟ ଡାଉନ:  ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଜନଶୂନ୍ୟ 

ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ: ଜୁଲାଇ ମାସର ଦ୍ଵିତୀୟ ସଟଡାଉନର ଦ୍ଵିତୀୟ ସପ୍ତାହର ପ୍ରଥମ ଏବଂ ଦ୍ଵିତୀୟ ଦିନ ୧୧/୦୭/୨୦୨୦, ୧୨/୦୭/୨୦୨୦ ତାରିଖ ଶନିବାର ଏବଂ ରବିବାର ଦିନ ସମଗ୍ର ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଜନଶୂନ୍ୟ ହୋଇ ଥିବାର ଦେଖା ଦେଇଛି I ପ୍ରଶାସନର…

ଅର୍ଥଲଗାଣ କାରୀ ସଂସ୍ଥାମାନଙ୍କ ଦ୍ୱାରା ଶୋଷଣ !!

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଅନ୍ତର୍ଗତ ଶିଆଳି ଗ୍ରାମପଞ୍ଚାୟତ ର କତ୍ତାଗୁଡା ଗ୍ରାମର ସ୍ୱୟଂ ସହାୟ ଗୋଷ୍ଠି ର ମହିଳା ମାନେ ଏକତ୍ରିତ ହୋଇ ଅର୍ଥଲଗାଣ କାରୀ ସଂସ୍ଥାମାନଙ୍କ ଦ୍ୱାରା ସେମାନେ କିପରି ଶୋଷଣ ହୋଇଛନ୍ତି ଏହା ଜଣା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ…

ପାଟଣାଗଡ ଏନଏସି ରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ପାଟଣାଗଡ଼( ବିମଳ କୁମାର ବାଗ): ଆଜି ପାଟଣାଗଡ଼ ସହରର ଗଡ଼ଭିତରେ ଜଣେ ୨୩ ବର୍ଷର ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛି। ଖବରରୁ ପ୍ରକାଶ ଯେ ଏକ ନମ୍ବର ୱାର୍ଡର ୨୩ ବର୍ଷୀୟ ଯୁବକ ଜଣଙ୍କ ନିକଟରେ କିରିଗିଜସ୍ଥାନରୁ ଗତ ୪ ତାରିଖରେ ପାଟଣାଗଡ଼ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ। ତେବେ ଆଜି ତାର…

ଚାଲଛପର ଘରେ ବିତୁଛି ଜୀବନ, କାହାପାଇଁ ଆବାସ ଯୋଜନା

 ମିଳିଲାନି ବାଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ମିଳିବ ତ!  କୁଚିଣ୍ଡା/ଜମନକିରା- ଉପଖଣ୍ଡ ପ୍ରତିନିଧି ଅଜୟ କୁମାର ବାଘ : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ଅସହାୟଙ୍କ ପାଇଁ ଭତ୍ତା ଠାରୁ ଆରମ୍ଭ କରି ଆବାସ ଗୃହ ଯୋଗାଇ ଦେଉଛନ୍ତି l ମାତ୍ର ବିଭାଗୀୟ ଅଧିକାରୀ ଓ ସରପଞ୍ଚଙ୍କ ଖାମଖିଅଲି…

ବରଗଡ଼ ସମବାୟ ଚିନିକଳ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁରେଶଙ୍କ ପତ୍ର 

ସୋହେଲା ସମାବେଶରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ କଲେ ଅନୁରୋଧ  ବରଗଡ଼  (ଶାସକ ପ୍ରଶାସକ) : ବରଗଡ଼ ସମବାୟ ଚିନିକଳ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ | ଗତବର୍ଷ ଫେବୃଆରୀ ୨୨ ତାରିଖରେ ସୋହେଲା ଠାରେ…

ସରକାରୀ ଚିକିତ୍ସାଳୟ ରକ୍ତ ପରୀକ୍ଷଣ କେନ୍ଦ୍ରରେ ରୋଗୀଙ୍କ ରକ୍ତର ଖାମଖିଆଲି ପରୀକ୍ଷଣ ଅଭିଯୋଗ 

ଗୁଣୁପୁର/ ସିଦ୍ଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରକ୍ତ ପରୀକ୍ଷଣ କେନ୍ଦ୍ରରେ ଦେଖିବାକୁ ମିଳିଛି କର୍ମଚାରୀ ମାନଙ୍କ ର ଅବହେଳା ।ସରକାରୀ ଚିକିତ୍ସାଳୟ ରେ ସମସ୍ତ ସୁବିଧା ଥାଇ ମଧ୍ୟ ରୋଗୀମାନେ ବହୁତ ପ୍ରକାର ଅସୁଭିଧା ରେ ସମ୍ମୁଖୀନ ହେଉଛନ୍ତି ।ସେପରି…

ଜୟା ନେଗେଟିଭ , ଐଶ୍ୱର୍ଯ୍ୟା ଓ ଆରାଧ୍ୟା ପଜିଟିଭ

ମୁମ୍ବାଇ (ଏସପିବି) -କରୋନା ପଜିଟିଭ ଚିହ୍ନଟ ହୋଇ ବିଗ ବି ଅମିତାଭ ଓ ତାଙ୍କ ପୁଅ ଅଭିଷେକ ଚିକିତ୍ସିତ ହେଉଥିବା ବେଲେ ଏପଟେ ଜୟା ବଚନ, ଐଶ୍ୱର୍ଯ୍ୟା ରାୟ ବଚନ ଓ ଆରାଧ୍ୟାଙ୍କ କରୋନା ପରୀକ୍ଷା କରାଯାଇଛି | ଜୟାଙ୍କ ନେଗେଟିଭ ଆସିଥିବା ବେଳେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ପଜିଟିଭ ଆସିଥିବା…

ଆଜି କରୋନା ୫୯୫/୩, ୧୩୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର( ଶାସକ ପ୍ରଶାସକ): ଆଜି ରାଜ୍ୟରେ କରୋନା ପୁଣି ପାଞ୍ଚଶହ ଉପରେ ।ରାଜ୍ୟରେ ଚିହ୍ନଟ ହୋଉଛନ୍ତି ୫୯୫ ନୂଆ କରୋନା । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ପହଞ୍ଚିଛି ୧୩୧୨୧ରେ  । ଆଜି ତିନି ଜଣଙ୍କ ଜୀବନ ଯାଇଥିବା ସୂଚନା ଦେଇଛି ସ୍ୱଥ୍ୟ ବିଭାଗ । ମୃତ ତିନିଜଣଯାକ ଗଞ୍ଜାମରୁ । ଆଜି   …

ମରଣଯନ୍ତା ପାଲଟିଛି ବଡଯୋର ପାର୍ଶ୍ୱ ରାସ୍ତା, କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ ।

ଟ୍ରାଫିକ ପୋଷ୍ଟ ଓ ଗାଡ ୱାଲ ନିର୍ମାଣ ସହ ବିଦ୍ୟୁତ ଖୁଣ୍ଟ  ସ୍ଥାନାନ୍ତର ଦାବୀ । ପଦ୍ମପୁର– ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ଟ୍ରେର ଘିସ ବଡ ଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା କାମ ଅସ୍ଥାୟୀ ଏବଂ ନିମ୍ନମାନ ହୋଇ ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି । ଏହି…