Sign in
Sign in
Recover your password.
A password will be e-mailed to you.
ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଆଜି ମଧ୍ୟ ପ୍ରାସଙ୍ଗିକ – ଧର୍ମେନ୍ଦ୍ର ପ୍ରଧାନ
• ଡା. ମହତାବଙ୍କ କୁଶଳ ନୀତି ଯୋଗୁଁ ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା
• ଓଡ଼ିଆ ଜାତିକୁ ଆଗକୁ ଯିବା ପାଇଁ ହେଲେ ପୂର୍ବଜ ମାନଙ୍କର ଶ୍ରଦ୍ଧା କେନ୍ଦ୍ର ଗୁଡିକୁ ସମ୍ମାନ କରିବା ପାଇଁ ପଡ଼ିବ
ନୂଆଦିଲ୍ଲୀ/ଭୁବନେଶ୍ୱର,– ଗଡ଼ଜାତ ମିଶ୍ରଣରେ ଡା. ମହତାବଙ୍କ କୁଶଳ ନୀତି ଯୋଗୁଁ ବାଲଶ୍ୱର…
ଓଡ଼ଗାଁ ଆଦର୍ଶ ଥାନାରେ ଜନଗହଳି, ସାମାଜିକ ଦୁରତା ପ୍ରତି ଦୃଷ୍ଟି ନାହିଁ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ସାରାବିଶ୍ୱରେ କରୋନା ତାର କାୟା ବିସ୍ତାରି ଚାଲିଥିବା ବେଳେ କେବଳ ସାମାଜିକ ଦୁରତା ରକ୍ଷା ପରି କିଛି ସତର୍କତା ଏଥିରୁ ସୁରକ୍ଷା ଦେଇପାରବ ବୋଲି ବର୍ତମାନ ପର୍ଯ୍ୟନ୍ତ ଜଣାପଡିଛି । ହେଲେ ସାଧାରଣ ତଥା ଅମାନିଆ ଜନତାଙ୍କୁ ସତର୍କ କରାଇବା ଦାୟିତ୍ୱ ହେଉଛି…
ବାହ୍ୟ ସଂକ୍ରମଣ ବୃଦ୍ଧି: ପୁଣି ଚିହ୍ନଟ ହେଲେ କୁରାଳ ସୁନାମୁହିଁରୁ ଅଂଚଳରୁ ୧୮ ସଂକ୍ରମିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁରୁ ଆଜି ପୁଣି ୧୮ଜଣ ବାହ୍ୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓଡ଼ଗାଁ ବ୍ଳକ ଅଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୫ରେ ପହଁଚିଛି । ସୁନାମୁହିଁର ପ୍ରଥମ ବାହ୍ୟ ସଂକ୍ରମଣ ପରେ ସୁନାମୁହିଁରୁ…
ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କୁଚିଣ୍ଡା ବିଇଓ ପ୍ରଫୁଲ୍ଲ ନାୟକ l
ସମ୍ବଲପୁର-କୁଚିଣ୍ଡା(ରମାକାନ୍ତ ବିଶ୍ବାଳ ) : କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ କାର୍ଯାଳୟରୁ ଏକ ଭଡା କାର ରେ ବରଗଡ ଜ଼ିଲ୍ଲା ନିଜସ୍ୱ ଗ୍ରାମ କୁ ଯାଉଥିବା ବେଳେ ସାତକମା ବ୍ରିଜରେ ଭିଜିଲାନ୍ସ ଚଡାଉ କରି ୯୯ହଜାର୯୫୦ ଟଙ୍କା ଜବତ କରିଛି l ଏହା ପରେ ବ୍ଲକ ଶିକ୍ଷା …
ଚିପିଲିମା ଅଞ୍ଚଳରେ ଜଣେ କରୋନା ପୋଜିଟିଭ ଚି଼ହ୍ନଟ !
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲା ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତ ଚିପିଲିମାରେ ଗତ ୩ତାରିଖ ଜଣେ ଭିସୁଟ ଯୁବକର୍ମଚାରୀଙ୍କ କରୋନା ଚିହ୍ନଟ ହୋଇ କୋଭିଡ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ,ଆଜି ଚିପିଲିମାରେ ପୁଣି ଜଣେ ୭୦ ବର୍ଷିୟା ମହିଳାଙ୍କ କରୋନା ଚିହ୍ନଟ ହୋଇଛନ୍ତି ।…
ଶ୍ୟାମମେଟାଲିକ୍ସରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଟ୍ରକ ମାଲିକଙ୍କ ଦାବୀକୁ ପ୍ରଶାସନର ଅଣଦେଖା l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ଏବଂ ବର୍ଦ୍ଧିତ ଡିଜେଲ ଦର ରେ ଭଡା ସ୍ଥିର କରିବା ପାଇଁ ରେଙ୍ଗାଲି ଟ୍ରକ ମାଲିକ ମାନେ ଦାବୀ କରିଆସୁଛନ୍ତି l ମାତ୍ର, ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l …
ସାବାସ “ଆୱାର ହେଲପିଙ୍ଗ ହେଣ୍ଡ” : ବସ୍ତି ବାସିନ୍ଦାପିଲାଙ୍କୁ ମାଗଣା ଟିଉସନ ଜରିଆରେ କରୁଛି ଶିକ୍ଷାଦାନ…
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) କୋଭିଡ-୧୯ ଯୋଗୁଁ ଉପୁଜିଥିବା ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ବ୍ୟକ୍ତି ବିଶେଷ ଠୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ, ବୃହତ ଶିଳ୍ପାନୁଷ୍ଠାନ ସହିତ ରାଜ୍ୟ ଦେଶ ଓ ବିଶ୍ୱ ର ଆର୍ଥିକ ମେରୁଦଣ୍ଡ…
ଆଜି ସୁସ୍ଥ ହେଲେ ୫୬୫ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ୱର( ଶାସକ ପ୍ରଶାସକ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୫୬୫ ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୯୭୨ କୁ ବୃଦ୍ଧି ପାଇଛି | ସୂଚନାଯୋଗ୍ୟ ଯେ ଆଜି ସକାଳେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୫୫ ଜଣ ଆକ୍ରାନ୍ତ | ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ ଜଣଙ୍କ…
୨୦୧୫ ଓ ୨୦୧୬ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା
ଭୁବନେଶ୍ୱର : ଆଜି ରାଜ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ୨୦୧୫ ଓ ୨୦୧୬ ମସିହା ପାଇଁ ପୁରସ୍କାର ଘୋଷଣା କରିଛନ୍ତି | ଓଡିଶା ସାହିତ୍ୟ ଏକାଡେମୀ ହୋଇଥିବା ଘୋଷଣା ଅନୁଜାଏଇ ଉପନ୍ୟାସ ପାଇଁ ନିତ୍ୟାନନ୍ଦ ପଣ୍ଡା(୨୦୧୫) ଓ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ(୨୦୧୬), କ୍ଷୁଦ୍ରଗଳ୍ପ ପାଇଁ ପବିତ୍ର…
ଲଇକେରା : ଖୁନ୍ତାମାଲରେ ଜିଓ ନେଟୱାର୍କ ଫେଲ ! ଜିଓ କମ୍ପାନୀର ମନମାନି
ଝାରସୁଗୁଡ଼ା : କରୋନା ମହାମାରୀ ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଦାଉ ସାଜିଛି ଜିଓ ଇଣ୍ଟରନେଟ ସେବା । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମରେ ୮ଦିନ ହେଲା ଜିଓ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଫୋନ କଲେ ମଧ୍ୟ…