ସଚିନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା)- ସୁରତ ମହାନଗର ନିଗମରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସମାଜର ଅନ୍ୟତମ ନୂତନ ଶାଖା ସୁରତର ସଚିନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜର ମୁଖ୍ୟ ସଭାପତି ପ୍ରଦୀପ କୁମାର ସାହୁଙ୍କ କର କମଳରେ ଉଦଘାଟିତ ହୋଇ ଯାଇଛି। ସୁରତରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ରହୁଥିବା…

ବୁଗୁଡା ବ୍ଲକର ହଟ୍ ସ୍ପଟ୍ ହେଉଛି ବାଲିପଦର: ପଜିଟିଭ ୩୦, ମୃତ୍ୟୁ ସଂଖ୍ୟା ୨

ବୁଗୁଡା(ଡଃ କୁମୁଦ ଚଂଦ୍ର ବେହେରା) - ବୁଗୁଡା ବ୍ଲକର ବାଲିପଦର ଗ୍ରାମ ପଞ୍ଚାୟତ ବାଲିପଦର ଓ ସଦାଶିବପୁର ଶାସନକୁ ନେଇ ଗଠିତ।ପଞ୍ଚାୟତର ଜନସଂଖ୍ୟା ପ୍ରାୟ ପାଞ୍ଚ ହଜାର ଅଟେ। ବାଲିପଦର ହେଉଛି ଏକ ବ୍ୟବସାୟ ପେଣ୍ଠ। ଆଖପାଖ ବହୁ ଗ୍ରାମର ଲୋକମାନେ ବାଲିପଦର ଉପରେ ନିର୍ଭର କରୁଥିବା ବେଳେ ସର୍ବଦା…

ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ବାରିପଦା/ ଦିଲ୍ଲୀପ ମହାନ୍ତି :ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭାଲିଆଡ଼ିହା ଛକରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର  ହୋଇଥିବା ଖବର ହସ୍ତଗତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ବେଳେ କାରଣ ଜଣାପଡିନାହିଁ। ତେବେ ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ବାରିପଦା…

 ଆଜି ସୁସ୍ଥ ହେଲେ ୬୦୯  ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର( ଶାସକ ପ୍ରଶାସକ)  : କରୋନା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬୦୯  ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୮୬୪  କୁ ବୃଦ୍ଧି ପାଇଛି |  ୨୬୮ଜଣ ଗଂଜାମରୁ, ୧୩୫ଜଣ ସୁନ୍ଦରଗଡରୁ, ୩୭ଜଣ ଖୋର୍ଦ୍ଧାରୁ,…

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଗୁଣପୁର ଗସ୍ତ 

ଗୁଣପୁର/ମାଧବ ବିଡ଼ିକା : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ କୁମାର ଦାସବର୍ମା ଗୁଣପୁର ଗସ୍ତରେ ଆସି କୋଭିଡ ପରିସ୍ଥିତି ର ସମୀକ୍ଷା କରିଥିଲେ । ରାୟଗଡ ଜିଲ୍ଲାରେ କୋଭିଡ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ…

ଏମିତିକା ରାସ୍ତା : ଦେଖିଲେ ଛାତି କୁଂଢ଼େ ମୋଟ ହୋଇଯିବ 

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆଇଓସିଏଲ ବଢେଇମୁଣ୍ଡା ରାସ୍ତା ବେଦାନ୍ତ ଓ ସ୍ପଞ୍ଜ ଆଇରନ କାରଖାନାର ଶହଶହ ଟ୍ରକ ଗଡୁଛି ,ଲୋକେ ହୀନସ୍ତା ଝାରସୁଗୁଡା/ ସୁବାଷ ସାହାରେ: ଝାରସୁଗୁଡ଼ା ଆଇଓସିଏଲ ଠାରୁ ସାରସମାଳ ଧୁତରା ରାସ୍ତା ଅତି ଦୁର୍ଗମପୂର୍ଣ୍ଣ ସହ ଶୋଚନୀୟ ହୋଇ ପଡିଥିବା ବେଳେ…

ଭୁବନେଶ୍ୱରରୁ ୫୧, ସ୍ଥାନୀୟ ସଂକ୍ରମଣ କେଉଁ ଅଂଚଳରୁ ଦେଖନ୍ତୁ 

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |  ୫୧ ଜଣଙ୍କ ମଧ୍ୟରୁ ୧୬ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୩୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି |  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୭୬୯ଥିବା ସହ ୩୬୧…

ବୃକ୍ଷରୋପଣ କରି ସଚେତନତାର  ବାର୍ତା ଦେଲେ ୬୭ ବୟସ ଅମୂଲ୍ୟ ।

ଝାରସୁଗୁଡା/ ସୁବାଷ ସାହାରେ :  ଝାରସୁଗୁଡ଼ା ଜିଲ୍ଲା ଦୁର୍ଲଗା ପଞ୍ଚାୟତ ମୁଣ୍ଡାଢ଼ିପା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଗଲା ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ଲୋକମାନେ ଓ ବିଦ୍ୟାଳୟର ପୂର୍ବତନ ଛାତ୍ର ମାନେ ଉପସ୍ଥିତ ଥିଲେ ।ଏହା ସହ ଜଣେ ୬୭ ବୟସ ଅମୂଲ୍ୟ…

ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ :  ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ  ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।    ପାରଳାଖେମୁଣ୍ଡି ପୌରାଞ୍ଚଳରୁ ୫ ଜଣ , ଗୋଷାଣୀ ବ୍ଲକରୁ ଜଣେ , କାଶୀନଗର ବ୍ଲକରୁ ୬ ଜଣ…

କୋଭିଡରୁ ସୁସ୍ଥ ୮୧ ବର୍ଷୀୟ ଗୋପୀନାଥଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ୮୧ ବର୍ଷୀୟ ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ପରିଣତ ବୟସରେ ସେ ଯେପରି ଦୃଢ ମନୋବଳ ଓ…