ଖେଳିବା ବୟସରେ ଶଯ୍ୟାଶାୟୀ ନନ୍ଦିନୀ

ବରଗଡ ;- ନନ୍ଦିନୀ ଜାଲ  , ବୟସ ମାତ୍ର 16 ବର୍ଷ ।  ପିତା ଶିବ ପ୍ରସାଦ ଜାଲ , ଘର କଲୋନୀ ପଡା,ବରଗାଁ,ବରଗଡ ।  ଅତି ଗରିବ ହୋଇଥିବା ରୁ ଅନ୍ୟ ର ମୁଳ ଲାଗି ପରିବାର ପ୍ରତିପୋଷଣ କରନ୍ତି ଶିବ ପ୍ରସାଦ। ତାଙ୍କ କମାରେ ଝିଅ ବି ସାହାଯ୍ୟ କରେ ।ହଠାତ୍ ଦିନେ ଧାନ ମଡାଉ ଥିବା ବେଲେ ଥ୍ରେସର ମେସିନ…

48 ଘଣ୍ଟା ପାଇଁ ସିନାପାଲି ସହର କୁ ସଟଡାଉନ ଘୋଷଣା

  କୋରୋନା ଭୁତାଣୁ ସହର ରୁ ଆରମ୍ଭ କରି ଗାଁ କୁ ବଢ଼ି ଯାଉଥିବା ବେଳେ ଆଜି ଏକ କରୋନା ପଜିଟିଭ ଚିହ୍ନଟ ହୋଇଛି ନୂଆପଡା ଜିଲ୍ଲା ସିନାପାଲି ପଂଚାୟତ ଯୁଗେନପଦର ଗାଁ ରେ !ଯୁବକ ଜଣକ କଲିକତା ରେ ବିଏସଏଫ ସେନାବାହିନୀ ରେ କାର୍ଯ୍ୟରତ ଥିବା ବେଳେ ଗତ 6 ତାରିଖ ଦିନ କଲିକତା ରୁ ନିଜ ଗାଁ ଯୁଗେନପଦର…

ବରଗଡରୁ ଆଜି ୩୧ ଜଣ କରୋନା ରୋଗୀ 

ବରଗଡ :-  ଦିନକୁଦିନ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଆଜି  ବରଗଡ଼ ଜିଲ୍ଳାରେ  ୩୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି  । ଏହି ୩୧ ଜଣଙ୍କର ମଧ୍ୟରୁ   ୧୧ ଜଣ ମହିଳା, ୧୮ ଜଣ ପୁରୁଷ ଓ ୨ ଜଣ ଶିଶୁ ଥିବା ଜଣାପଡ଼ିଛି। ବରଗଡ଼…

ବାହାରିଲା ସିବିଏସଇ ଦ୍ୱାଦଶ ଫଳ , ପାସ ହାର ୮୮.୭୮% : ଭୁବନେଶ୍ୱର ରିଜିଅନରୁ ୯୧.୪୬% ପାସ

ନୂଆଦିଲ୍ଲୀ :  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି | ସାମଗ୍ରିକ ପାସ ହାର ୮୮.୭୮ ରହିଥିବା ଜଣାପଡିଛି | ମୋଟା ୧୩୧୦୯ ଟି ସ୍କୁଲର ୧୧୯୨୯୬୧ ଜଣ ଛାତ୍ରଛାତ୍ରୀ ୪୯୮୪ ଟି କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଲେ ୧୦୫୯୦୮୦ଜଣ…

ଆଖି ବୁଜିଦେଲେ ରାଜମାତା 

ମୟୂରଭଞ୍ଜ ରାଜମାତାଙ୍କ ତିରୋଧାନରେ ମର୍ମାହିତ ସମଗ୍ର ଜିଲ୍ଲା। ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ରାଜମାତା  ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଦେହାନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା ।  ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ…

ଆଜି ଚିହ୍ନଟ ହେଲେ 616 କରୋନା ଆକ୍ରାନ୍ତ : ପ୍ରାଣ ହରାଇଛନ୍ତି ୬ଜଣ |

ଭୁବନେଶ୍ୱର :  ଆଜି ଚିହ୍ନଟ ହେଲେ ଓଡ଼ିଶାରେ ୬୧୬  | ୨୩ ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୪୧୫  ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ୨୦୧ ଜଣ | ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା ୧୩୭୩୭  ପହଂଚିଛି | ଏ ଯାବତ ସକ୍ରିୟଙ୍କ ସଂଖ୍ୟା ୪୮୯୬ ରହିଛି…

·ପାଞ୍ଚହଜାର ଟଙ୍କା ପାଇଁ ଗଡ଼ିଲା ଦୁଇ ମୁଣ୍ଡ

 ଟ୍ରାକ୍ଟର ଡ୍ରାଇଭର ଦରମା ପାଉଣାକୁ ନେଇ ରକ୍ତାକ୍ତ ସଂଘର୍ଷ : ଦୁଇ ମୃତ ଆଠ ଗୁରୁତର। ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମଧ୍ୟରେ କେବଳ ପାଞ୍ଚ ହଜାର ଟଙ୍କା ଦରମା ବାବଦରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ବେଲ୍…

ପ୍ରଥମ : ଶୁଖିଲା ଲଙ୍କା ନେଇ ବାଂଲାଦେଶକୁ ଗଲା ଟ୍ରେନ

 ରେଡ୍ଡୀପାଲମ (ଗୁଣ୍ଟୁର) ରୁ ଶୁଖିଲା ଲଙ୍କା ଗଲା ବେନାପୋଲ (ବାଂଲାଦେଶ) ଗୁଣ୍ଟୁର(ଏଜେନ୍ସି) -ପ୍ରଥମଥର ନିମନ୍ତେ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡୀପାଲମରୁ ଶୁଖିଲା ଲଙ୍କା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ…

ବ୍ରାଜିଲର ଆମାଜନିଆ -1 ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ 

ନୂଆଦିଲ୍ଲୀ (ଏଜେନ୍ସି) ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ ) , ବ୍ରାଜିଲର ଆମାଜନିଆ -1 ଉପଗ୍ରହର ଉତକ୍ଷେପଣ ଘୋଷଣା କରିଛି।  ଏହି ଉପଗ୍ରହକୁ ଅଗଷ୍ଟ 2020 ସୁଦ୍ଧା ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସଏଲଭି) ରେ ଲୋଡ୍ କରାଯିବ |  ଏହି ଉପଗ୍ରହକୁ ବ୍ରାଜିଲରେ ସ୍ଥାନୀୟ ଭାବରେ ଡିଜାଇନ୍…

ଦିନରେ ଲଣ୍ଠନ ଦେଖାଉଛନ୍ତି ବୈଜୟନ୍ତ

ପାରାଦୀପ ହରିଦାସପୁର ରେଳ ପକଳ୍ପ ଶ୍ରେୟ ଲଢେଇ : ବୈଜୟନ୍ତଙ୍କୁ ପାଲଟା ଜବାବ ଦେଲେ ଅତନୁ "ରେଳ ପ୍ରକଳ୍ପ ସଫଳତା ଶ୍ରେୟ ବିଜୁବାବୁ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ" କେନ୍ଦ୍ରାପଡା/ ଶାସକ ପ୍ରଶାସକ: ହରିଦାସପୁର- ପାରାଦୀପ ହରିଦାସପୁର ରେଳପଥ ହେବ କାର୍ଯ୍ୟକ୍ଷମ ।…