Sign in
Sign in
Recover your password.
A password will be e-mailed to you.
ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ , ଅକ୍ଷୟ ପୋଲିସ ଗୃହ ନିର୍ମାଣ ନିଗମ ସିଏମଡି
ସତ୍ୟଜିତଙ୍କୁ ଡିଜି ଅଗ୍ନିଶମ-ଗୃହରକ୍ଷୀ, ଲଳିତ ଦାସ ଏଡିଜିପି କମ୍ୟୁନିକେସନ
ସୌମେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ, ଆରକେ ଗୁଇନ୍ଦା ନିର୍ଦ୍ଦେଶକ
ପୁରୀ ଏସପି ଉମାଶଙ୍କର ହେଲେ ଡିସିପି ଭୁବନେଶ୍ୱର
ଭୁବନେଶ୍ୱର ଡିସିପି ଅନୁପ ସାହୁ ହେଲେ ଗୁଇନ୍ଦା ଡ଼ିଆଇଜି
Bhubaneswar(shasak…
ରାଜ୍ୟରେ କୋଭିଡ ହସ୍ପିଟାଲରେ ଶଯ୍ୟା, ଆମ୍ବୁଲାନ୍ସ ଓ ଆଇ.ସି.ୟୁ ଶଯ୍ୟା ବୃଦ୍ଧି କରାଯିବ
http://www.youtube.com/watch?v=8FAa1qJMZnQ
କୋଭିଡ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଓ ଫୋକସ୍ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଶାସକ ପ୍ରଶାସକ(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ…
ପୋଖରୀରୁ ଜଗୁଆଳିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
ସିନାପାଲି (ନିରାକାର ମେହେର) ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଯୋଗୀବାହାଳ ରେ ଏକ ପୋଖରୀ ରୁ ମୃତଦେହ ଉଦ୍ଧାର କରାଯାଇଛି | ମୃତକ ଜଣକ ଯୋଗୀବାହାଳ ଗାଁ ର ଶୋଭାରାମ ଭୋଇ (35)ବୋଲି ଜଣା ପଡିଛି | ସିନାପାଲି ଥାନା ରେ ମୃତକ ଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ଗତ 11ତାରିଖ ରୁ ନିଖୋଜ…
ଚାରି ଜୀବନ ନେବାସହ କରୋନା ପାର କଲା ଚଉଦ ହଜାର
କରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ୧୫ ମାସର ଶିଶୁର ଗଲା ଜୀବନ
ଆଜି ଆଗପଛ ହୋଇ ଖୋର୍ଦ୍ଧା ଓ ଗଂଜାମ
ଭୁବନେଶ୍ୱର : ଆଜି ରାଜ୍ୟରୁ ୫୪୩ କରନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୩୫୪ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ୧୮୯ ଜଣ |…
ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୯ ଲକ୍ଷ
ସୁସ୍ଥ ହେଉଥିବା ଲୋକଙ୍କ ହାର ବୃଦ୍ଧି ପାଇଁ ହେଲା ୬୩ .୦୨ %
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୮,୪୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୬,୭୫୨ ପହଂଚିଛି | ଆଜି ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୩,୧୧,୫୬୫…
2030 ସୁଦ୍ଧା ସମ୍ପୂର୍ଣ୍ଣ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ସହ “ଗ୍ରୀନ ରେଳବାଇ”
• ଡିସେମ୍ବର 2023 ସୁଦ୍ଧା ଦେଶର ସବୁ ବ୍ରଡ଼ ଗେଜ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ
• ସୌର ଓ ବାୟୁରୁ ଉତ୍ପାଦିତ ଶକ୍ତି ରେଳବାଇ ବିଜୁଳି ଗ୍ରୀଡ଼କୁ ବ୍ୟାପକ ମାତ୍ରାରେ ଇନ୍ଧନ ଯୋଗାଇବ
• ଭାରତୀୟ ରେଳବାଇ ଏବେ ସୁଦ୍ଧା 40,000 ଆରକେଏମ (63% ବିଜି ମାର୍ଗରେ) ବିଦ୍ୟୁତିକରଣ…
ଗଞ୍ଜାମରେ ବଣ୍ଟନ ହେବ ହୋମିଓପ୍ୟାଥିକ ଆର୍ସେନିକମ ଏଏଲବି ୩୦ |
ବୁଗୁଡ଼ା(ଡଃ କୁମୁଦ ଚଂଦ୍ର ବେହେରା) - ମହାରାଷ୍ଟ୍ର ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡିଶାର ଗଞ୍ଜାମ ଜିଲ୍ଲାରେ ବଣ୍ଟନ କରାଯିବ ହୋମିଓପ୍ୟାଥିକ ଆର୍ସେନିକମ ଏଏଲବି ୩୦ । ରାଜ୍ୟର କୋରୋନାରେ ଅଧିକ ସଂକ୍ରମିତ ଗଞ୍ଜାମରେ ଏହାକୁ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ର ପରେ…
ବାଇକ୍ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ: କ୍ଷତି ପୂରଣ ଦାବିରେ ରାଞ୍ଚି-ବିଜୟଓ୍ୱାଡା ରାସ୍ତାରୋକ କଲେ ଗ୍ରାମବୀସୀ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ଥାନା କୁ୍ଞ୍ଜାମୁରା ଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିବା ଜଣାପଡିଛି । ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେବା ସହ ଗ୍ରାମବାସୀ…
ସାପ କାମୁଡାରେ ନାବାଳକ ମୃତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଗରଗଡବାହାଳ ଗ୍ରାମ ପଞ୍ଚାୟତର କୁଲୁହାବହାଳି ଗ୍ରାମର ଜଣେ ୧୪ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ପରିବାର ସହ ମିଶି ଖାଇ ପିଈ ସମସ୍ତେ…
ବିବାହ ଉତ୍ସବକୁ ସ୍ମରଣୀୟ କଲା ରକ୍ତଦାନ ଶିବିର
ବରଗଡ :- ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାର ସ୍ୱତନ୍ତ୍ର ଆୟୋଜନ କରିଥାନ୍ତି । ହେଲେ ବର୍ତ୍ତମାନ ବିଶ୍ୱ ଯେଉଁଭଳି ପରିସ୍ଥିତି ଦେଇ ଗତି କରୁଛି ତାହା ସମସ୍ତ ଙ୍କୁ ଜଣା । ତାଉପରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ରହିଛି । ତଥାପି ଅନେକ…