Sign in
Sign in
Recover your password.
A password will be e-mailed to you.
ପୁରୁଣା କଟକ ୭୨ ଘଣ୍ଟା ସଟ୍ ଡାଉନ୍
ହରଭଙ୍ଗା /ପ୍ରତାପ ମେହେର : ଆଜି ବୌଦ୍ଧ ଜିଲ୍ଲାରେ ୭ କରୋନା ରୋଗୀ ଚିହ୍ନଟ ହେଇଛି । ହରଭଙ୍ଗା ବ୍ଲକ୍ ର ପୁରୁଣା କଟକ ଅଞ୍ଚଳରୁ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁରୁଣା କଟକ ସରପଞ୍ଚ ଶ୍ରୀମତୀ ଭବାନିବାଳା କହଁର ପ୍ରଶାସନ ର ସହାୟତାରେ ୭୨ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଛନ୍ତି |
ଆଜି ସୁସ୍ଥ ହେଲେ ୬୧୨ ଜଣ ଆକ୍ରାନ୍ତ : ଦଶ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା
ଭୁବନେଶ୍ୱର( ଶାସକ ପ୍ରଶାସକ) : କରୋନା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬୧୨ ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୭୬ କୁ ବୃଦ୍ଧି ପାଇଛି | ଆଜି ସୁସ୍ଥଙ୍କ ମଧ୍ୟରେ ୨୭୦ଜଣ ଗଂଜାମରୁ, ୮୪ଜଣ ସୁନ୍ଦରଗଡରୁ,…
୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ୍ ହାତରେ ଧରା ପଡିଲେ ୱେଷ୍କୋ ଜେଇ
ନୂଆପଡା(ଅମିତପୁରୋହିତ); ଉଠା ଜଳ ସେଚନ ବିଦ୍ୟୁତିକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୱେଷ୍କୋ ଜେ.ଇ ରାଜ କିଶୋର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କୁ ନୂଆପଡା ଭିଜିଲାନ୍ସ ଗିରଫ କରି ଭବାନିପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି ।
ସୂଚନାନୁସାରେ ଲାଲୁ ସାହୁ…
୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ୍ ହାତରେ ଧରା ପଡିଲେ ୱେଷ୍କୋ ଜେଇ
ନୂଆପଡା(ଅମିତ ପୁରୋହିତ) ; ଉଠା ଜଳ ସେଚନ ବିଦ୍ୟୁତିକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୱେଷ୍କୋ ଜେ.ଇ ରାଜ କିଶୋର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କୁ ନୂଆପଡା ଭିଜିଲାନ୍ସ ଗିରଫ କରି ଭବାନିପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି ।
ସୂଚନାନୁସାରେ ଲାଲୁ…
ଭୁବନେଶ୍ୱର ରେ ୯୦ କୋରନା ଆକ୍ରାନ୍ତ, ବାହାରୁ ୨୭ଜଣ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୯୦ କରନା ପଜିଟିଭ । ସେମାନଙ୍କ ମଧ୍ୟରୁ ୨୭ ଜଣ ଆକ୍ରାନ୍ତ ବାହାରୁ ବା ସର୍ବସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଂଚିଛି । ଏ ଯାଏ ୩୦୫ ଜଣ ସୁସ୍ଥ ହୋଇଥିବା ବେଳେ ୪୬୨ ଜଣ…
ଓଡ଼ଗାଁ “ସମ୍ବାଦ” ସାମ୍ବାଦିକ ହୃଦୟ ରଞ୍ଜନ ମହାରଣାଙ୍କ ଅକାଳ ବିୟୋଗ
ଓଡ଼ଗାଁ ଏବଂ ନୟାଗଡ଼ ଅଂଚଳର ସମସ୍ତ ମହଲରେ ଶୋକର ଛାୟା
ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ଦୀର୍ଘଦିନ ଧରି କାର୍ଯ୍ୟରତ ସମ୍ବାଦ ପ୍ରତିନିଧି ହୃଦୟ ରଂଜନ ମହାରଣା(୪୨)ଙ୍କ ଆଜି ପୂର୍ବାହ୍ନରେ ପରଲୋକ ଘଟିଛି । ଅବସରପ୍ରାପ୍ତ ଶିକ୍ଷକ ଭକ୍ତ ରଞ୍ଜନ…
ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱୟେଲଫେୟାର ଆସୋସିଏସନ ତରଫରୁ ଚାରା ରୋପଣ ।
ଝାରସୁଗୁଡ଼ା (ସୁବାଷ ସାହାରେ): ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱେଲଫେୟାର ଆସୋସିଏସନ ତରଫରୁ ଝାଡ଼େଶ୍ଵର ମନ୍ଦିର ପରିସରରେ ଏବଂ ନିକଟସ୍ଥ ଶ୍ମଶାନରେ ୩୦୦ ଚାରା ଗଛ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱେଲଫେୟାର ଆସୋସିଏସନର ସଭାପତି ତଥା ବ୍ରଜରାଜନଗର…
ତିନି ମୃତ୍ୟୁ ସହ ଆଜି ୬୧୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରେ କରୋନାର ସେଞ୍ଚୁରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ଚିହ୍ନଟ ହେଲେ ୬୧୮ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୪୧୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୦୭ ଜଣ | ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୪୮୯୮ରେ ପହଁଚିଲା | ସକ୍ରିୟଙ୍କ ସଂଖ୍ୟା…
୨୪ ଘଣ୍ଟା ଭିତରେ ୨୯,୪୨୯ ଆକ୍ରାନ୍ତ, ୫୮୨ମୃତ
ନୂଆଦିଲ୍ଲୀ (ଏସପିବି ) ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୯,୪୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୫୮୨ ଜଣ | ଫଳରେ ଦେଶରେ ମୋଟ କରୋନା ପଜିଟିଭ କେଶ ୯,୩୬,୧୮୧ରେ ପହଂଚିଛି | ସକ୍ରିୟ ରୋଗୀଙ୍କ ସଂଖ୍ୟା ୩, ୧୯, ୮୪୦ ଥିବା ବେଳେ ସୁସ୍ଥ ହେଲେଣି ୫,୯୨ ୦୩୨ ଜଣ | ତେଣୁ…
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ୨୩ତମ ପ୍ରତିଷ୍ଠା ଦିବସ
ବାରିପଦା(ଦିଲ୍ଲୀପ ମହାନ୍ତି )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନ ଓ ୟୁ)ର ୨୩ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଅନୁଷ୍ଠାନର ଗାରିମାମୟ ଇତିହାସର ସ୍ମୃତି ଚାରଣ କରାଯାଇଥିଲା । କରୋନା କଟକଣା କାରଣରୁ ପ୍ରତିଷ୍ଠା ଉତ୍ସବକୁ ନିରାଡ଼ମ୍ବର ଓ ପ୍ରତୀକାତ୍ମକ ଭାବେ ପାଳନ କରାଯାଇଥିଲା ।…