Sign in
Sign in
Recover your password.
A password will be e-mailed to you.
ଖେଳୁ ଖେଳୁ ସରିଗଲା ଖେଳ
କୂଅରେ ପଡି ଶିଶୁ ର ଜୀବନ ଗଲା
କୋମନା(ଭାଗିରଥି ଭୋଇ) : ନୂଆପଡ଼ା ଜିଲ୍ଲା କୋମନା ଥାନା ପାଣ୍ଡେଲବାହାଲି ଗାଁରେ ଖେଳୁଥିବା ବେଳେ କୂଅରେ ପଡି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତକ ଶିଶୁ ହେଲେ କହ୍ନେୟା (୫) । ଏନେଇ କୋମନା ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।…
ଦିପ୍ତିପୁର ଟିଏମସି ଅଂଚଳ ହେଳା ସାନିଟାଇଜ
ମେଲଛାମୁଣ୍ଡା(ମନୋଜ ଭୋଇ)ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟାଳ ପଂଚାୟତ ତରଫରୁ ନିର୍ମାଣ ହୋଇଥିବା ଟିଏମସି ଅଂଚଳକୁ ମଙ୍ଗଲବାର ସକାଳେ ପ୍ରଶାସନ ତରଫରୁ ସାନିଟାଇଜ କରାଯାଇଛି । ଟିଏମସି ସହିତ ସଂଗ୍ଳନ ଥିବା ଦିପ୍ତିପୁର ବସଷ୍ଟାଣ୍ଡକୁ ମଧ୍ୟ…
ପିଆରଏମ ମେଡ଼ିକାଲ କ୍ୟାମ୍ପସ ଭିତରୁ ଧଳା ଜହର ଜବତ
ଯୁବକ ଗିରଫ: ନିଛାଟିଆ ଶବ ବ୍ୟବଚ୍ଛେଦ ଗୃହ ସେଫ ଜୋନ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କ୍ୟାମ୍ପସ ଭିତରୁ ଆଜି ୩.୭୨୦ ଗ୍ରାମ ଓଜନର ମଣିଷ ମରା ଧଳା ଜହର ଜବତ କରିବା ସଂଗେସଂଗେ ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି । ମୟୂରଭଞ୍ଜ ଆରକ୍ଷୀ…
ଓଡ଼ଗାଁ ବ୍ଲକ ଅଂଚଳରୁ ୨୦୩ ସ୍ୱାବ ସଂଗ୍ରହ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକର ଅଂଚଳରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆଜି ୩ୟ ଦଫାରେ ୨୦୩ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ସୁନାମୁହିଁ ଓ କୁରାଳ ଅଂଚଳରୁ ବାହ୍ୟ ସଂକ୍ରମଣ ବୃଦ୍ଧି ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ୍ନ ପ୍ରତିଶେଧକ ପଦକ୍ଷେପମାନ…
ରମେଶଙ୍କ ମୃତ୍ୟୁ ସନ୍ଦେହଜନକ. ଲୋକଙ୍କ ମନରେ କରୋନା ଛନକା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କୋମଣ୍ଡ ମକର ପଦା ଖଟେଇ ସାହିର ରମେଶ ବେହେରା(୫୦)ଙ୍କ ଅକାଳରେ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତ କାରଣରୁ ମୃତ୍ୟୁ ବୋଲି ସ୍ଥାନୀୟ ଅଂଚଳରେ ସନ୍ଦେହ ପ୍ରକାଶ ପାଇଛି । ସୁରଥରୁ ଆସିବା ପରେ କୋମଣ୍ଡ ସଂଗରୋଧରେ ରହି ଘରକୁ…
ସାଂସଦ ଭାବେ ଗୋଟିଏ ବର୍ଷର ରିପୋର୍ଟ ରଖିଲେ ଅମର ପଟ୍ଟନାୟକ
ସଂସଦରେ ଓଡ଼ିଶାର ସ୍ୱରକୁ ଶାଣିତ କରିବାରେ କରିଛନ୍ତି ବଳିଷ୍ଠ ପ୍ରଚେଷ୍ଟା
ମାଓବାଦୀ ଦମନ ପାଇଁ କେନ୍ଦ୍ର ସରକାର କରିଥିବା ଖର୍ଚ୍ଚ ବାବଦରେ ଓଡ଼ିଶାଠାରୁ ଦାବି କରୁଥିବା୨୧୦୦କୋଟିଟଙ୍କା ଛାଡ
କୋଇଲା ରୟାଲଟି ବୃଦ୍ଧି ନିମନ୍ତେ ଦାବି ଉପସ୍ଥାପନ
ବିକେନ୍ଦ୍ରୀକରଣ ପ୍ରକ୍ରିୟା…
ରାୟଗଡା ଗସ୍ତରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ
ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ସମୀକ୍ଷା
ରାୟଗଡ଼ା(ଶାସକ ପ୍ରଶାସକ) - ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ରାୟଗଡ ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଉର ଆଲୋଚନା କରିଥିଲେ ।ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ…
ଗୁହାରି କେବେ ଶୁଣିମା ହେବ ହେ ମଣିମା!
ବାବୁଲା ଓ କୁମୁଦିନୀଙ୍କ ଉପରେ ପଡିବ କି ପ୍ରଶାସନର ନଜର !
ଆଠମଲ୍ଲିକ/ସନ୍ତୋଷ ମେହେର: ଯୋଜନା ମାଳ ମାଳ ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବାରେ ବିଫଳ I ଆମେ କହୁଛୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବେଲତଇଳା ଗ୍ରାମର ବାବୁଲା ନାୟକ ଏବଂ ତାଙ୍କ ପତ୍ନୀ କୁମୁଦିନୀଙ୍କର…
କୋଭିଡ ଉପରେ କରୁଛନ୍ତି ସାମ୍ବାଦିକ ସମ୍ମିଳନୀ, ହେଲେ ନିଜେ ପିନ୍ଧୁନାହାନ୍ତି ମାସ୍କ
ସାମ୍ବାଦିକ ସମ୍ମଳିନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡମ୍ବନା: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ୍ କେନ୍ଦ୍ର ସରକାର…
ବାଲିପଦରରେ କରୋନା ନେଲା ଆଉଏକ ମୁଣ୍ଡ
ବିଶିଷ୍ଟ ଯୁବ ସମାଜସେବୀ ଔଷଧ ବ୍ୟବସାୟୀ ଜି.ପ୍ରତାପ କୁମାର ପାତ୍ରଙ୍କ କରୋନାରେ ମୃତ
ବୁଗୁଡା (ଡ଼ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାମନାଥ ପାତ୍ର ଏଣ୍ଡ ସନସ(ମେଡ଼ିକାଲ ଷ୍ଟୋର ) ର ପ୍ରୋପାଇଟର ଯୁବ ବ୍ୟବସାୟୀ ଜି.ପ୍ରତାପ…