Sign in
Sign in
Recover your password.
A password will be e-mailed to you.
ସର୍ବଭାରତୀୟ ସ୍ତରରେ ଅଭୟ ନାୟକ କେଭି ଟପର
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ର ଅଭୟ ନାୟକ ସିବିଏସଇ ଦଶମ ପରୀକ୍ଷାରେ ମୋଟ ୪୯୭ (୯୯.୪%) ନମ୍ବର ରଖିଛନ୍ତି। ସେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହରେ ସର୍ବଭାରତୀୟ ଟପର୍ ହୋଇଥିବା ବିଦ୍ୟାଳୟ ଅଧ୍ୟକ୍ଷ ମନିଷ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଏଥିସହ…
ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ:ଯୁବକ ଗିରଫ
ବାରିପଦା,(ଦିଲ୍ଲୀପ ମହାନ୍ତି): ସୋସିଆଲ ମିଡିଆରେ ବ୍ୟକ୍ତିଗତ ଆକ୍ଷେପ ପୂର୍ବକ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ଜଣେ ଯୁବକ । ସୂଚନାଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ହ୍ବାଟ୍ସଆପ୍ ଗ୍ରୁପ୍ରେ ଧନଞ୍ଜୟ ସାହୁ ନାମକ ଜଣେ ଯୁବକ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ…
ରେକର୍ଡ ଭାଙ୍ଗି ଚାଲିଛି ଅମାନିଆ କରୋନା
ନୂଆଦିଲ୍ଲୀ (ଏଜେନ୍ସି) କରୋନା ଏବେ ଅମାନିଆ ହୋଇପଡିଥିବା ଭଳି ଅନୁଭୂତ ହେଉଛି | ଦିନକୁ ଦିନ ତାହାର ପଞ୍ଜାକୁ ସେ ବିସ୍ତାର କରିଚାଲିଛି | ଗତକାଲି ତୁଳନାରେ ଅଧିକ ୩୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ଭିତରେ ୩୨,୬୯୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି…
ଆଜି ୪୯୪ ଆକ୍ରାନ୍ତ, ୧୫୦୦୦ ଟପିଲା ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ଚିହ୍ନଟ ହେଲେ ୪୯୪ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୩୨୨ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୭୨ ଜଣ | ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୫୩୯୨ ରେ ପହଁଚିଲା | ସକ୍ରିୟଙ୍କ…
ବିଦ୍ୟୁତ ସବ୍ ଷ୍ଟେସନ ମାନଙ୍କରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବୀ: ଧାରଣାରେ ବସିଲେ ଯୁବ ଅଧିକାର ମଞ୍ଚ
ସିନାପାଲିରୁ ନିରାକାର ମେହେରଙ୍କ ରିପୋର୍ଟ: ନୂଆପଡା ଜିଲ୍ଲା ଏକ ଆଦିବାସୀ ବହୁଳ ଓ ପଛୁଆ ଅଂଚଳ ଅଟେ । ଏଠାକାର ଅଧିକାଂଶ ଲୋକେ କୃଷି କାର୍ଯ୍ୟ କରି ପରିବାର ପୋଷଣ କରିଥାନ୍ତି । ଜିଲ୍ଲାରେ ବର୍ଷ ବର୍ଷ ଧରି ଦାଦନ ଦୁଃଖ ଓ ସମସ୍ୟା ଲାଗି ରହିଛି । ତେବେ ଜିଲ୍ଲାର ଅନେକ ଶିକ୍ଷିତ ଯୁବକ ବର୍ଗ ଏହି…
ଗୋ ମାଂସ ଚୋରାଚାଲାଣ ବେଳେ ଧରାପଡ଼ିଲେ ଚୋରା ଚାଲାଣକାରୀ
ଧର୍ମଗଡ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲାରେ ଗୋ ମାଂସ ଚୋରାଚାଲାଣ ହେବା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ୫୦ କେଜି ଗୋମାଂସ ଜବତ କରିଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରୁ ଛତିଶଗଡ ରାଜ୍ୟକୁ ଏହି ଗୋ ମାଂସ ଚୋରା ଚାଲାଣ ହେଉଥିବା ସମୟରେ ଧର୍ମଗଡ଼ ଠାରେ ସ୍ଥାନୀୟ ଲୋକଙ୍କ…
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ : 10 ଲକ୍ଷ ଲୋକରେ ଅତିକମରେ ଦୈନିକ 140 ନମୁନା ପରୀକ୍ଷା
22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିନକୁ 10 ଲକ୍ଷରେ 140 କିମ୍ବା ତା’ଠାରୁ ଅଧିକ ପରୀକ୍ଷଣ କରୁଛନ୍ତି
ନୂଆଦିଲ୍ଲୀ(ଏସପିବି): କୋଭିଡ-19 ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ…
ପ୍ରଶାସନ ଅଜାଣତରେ ଚାଲିଛି ମାଙ୍କଡା ପଥର ଖଣି !
ପଥର ବୋଝେଇ ଟ୍ରାକ୍ଟର ଜବତ :୨୫ହଜାର ଟଙ୍କା ଜୋରୀମାନା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଗତ ଶନିବାର ରାତି ପ୍ରାୟ ୨ଟା ସମୟରେ ଓଡ଼ଗାଁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୋମଣ୍ଡ ଠାରେ ଓଡି ୨୫ ଏଚ୍ ୭୦୬୦ ମାଙ୍କଡା ବୋଝେଇ ଟ୍ରାକ୍ଟର ଜବତ କରି ଥାନାରେ ରଖିଥିଲେ । ଟ୍ରାକ୍ଟର ମାଲିକ…
ଅଭିଯୋଗକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଥାନାକୁ ଯିବାକୁ ମନା
ଝାରବନ୍ଧ/ମନୋହର ଦାଶ: କରୋନା ମହାମାରୀ ସମଗ୍ର ବିଶ୍ୱ ରେ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ।ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲଉଡିଦରହା ପଞ୍ଚାୟତ ଡୁଙ୍ଗରିପାଲି ଗ୍ରାମ ଏଥିରୁ ବାଦ ପଡିନାହିଁ ।ଜଗଦଲପୁର ଥାନା ପକ୍ଷ ରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି…
ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା
ଜୁନାଗଡ଼ /ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ବାଗଡୁଙ୍ଗରିର ମୃତ ଶ୍ରମିକ ଜୟଶଙ୍କର ଲହଜଳ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା | ସୂଚନାଯୋଗ୍ୟ ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବାଗଡୁଙ୍ଗରି ଗାଁର ଜୟସଙ୍କର ଲହଜଳ(୩୦)ଗତ…