ଜଣାଶୁଣା କଳାପ୍ରାଣ ଶିଳ୍ପଦ୍ୟୋଗୀ ନିଶିକାନ୍ତ ମିଶ୍ରଙ୍କୁ କରୋନା 

0

ସମ୍ପର୍କରେ ଆସିଥିବା ବ୍ୟକ୍ତି ପରୀକ୍ଷା କରାଇନେବାକୁ କଲେ ଅନୁରୋଧ 

ଭୁବନେଶ୍ବର(ଶାସକ ପ୍ରଶାସକ) : ଜଣାଶୁଣା ସମାଜସେବୀ, କଳାପ୍ରାଣ ସଂସ୍କୃତି ସଂଗଠକ ତଥା ପୃଷ୍ଠପୋଷକ,  ଉଦ୍ୟୋଗୀ ତଥା ଟିମ୍ ଆଡ୍ ମାର୍କ, ଡିଟିଏସ୍ ଓ ଟିମ୍ ଯାଯାବରର ଚେୟାରମ୍ୟାନ୍ ଏବଂ  ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସମାଜ ଓ ସଂସ୍କୃତି’ର ସଭାପତି ନିଶିକାନ୍ତ ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବର୍ତ୍ତମାନ ଆମ୍ରି ହସ୍ପିଟାଲରେ  ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଶ୍ରୀ ମିଶ୍ର ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.