Sign in
Sign in
Recover your password.
A password will be e-mailed to you.
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟସେବାରେ ଅବହେଳା। ଦୁଇ ଦିନରେ ୩ ମୃତ୍ୟୁ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଚିକିତ୍ସାର ଚରମ ଅବହେଳାର ଅଭିଯୋଗ ଆସିଅଛି। ଆସିଥିବା ରୋଗୀମାନଙ୍କ ଚିକିତ୍ସା ନ କରି ସେମାନଙ୍କୁ ପକାଇ ରଖାଯାଉଛି। ତେଣୁ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନେ ମୃତ୍ୟୁ କବଳରେ ପଡ଼ୁଛନ୍ତି। ଗତ ଦୁଇ ଦିନରେ…
ଓଡିଶାର ପୁଞ୍ଜିକୁ ବିଶ୍ୱ ସ୍ତରରେ ପହଁଚାଇବା ଆମର ଲକ୍ଷ୍ୟ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ
ଗ୍ଲୋବାଲ୍ ୱେଷ୍ଟର୍ଣ୍ଣ ଓଡିଶା ନୂଆଁଖାଇ ଭେଟଘାଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
• ସମ୍ବଲପୁରୀ ମାସ୍କକୁ ଅଧିକ ଜନାଦୃତ କରିବାକୁ ପଡିବ
• ରଙ୍ଗବତି ଗୀତ ଦୀର୍ଘ ଦଶନ୍ଧି ଧରି ଦେଶ ଓ ବିଶ୍ୱରେ ଆଦୃତ ହୋଇପାରିଛି
ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – ଟେକ୍ସଟାଇଲ୍, ପର୍ଯ୍ୟଟନ ଏବଂ…
ସ୍ୱଚ୍ଛଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଏବଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ପାଇଁ ସଂକଳ୍ପ ନେଲେ ବିଜେପି…
ପ୍ରତ୍ୟେକ ଜିଲ୍ଲାର ୭୦ଟି ଗ୍ରାମାଂଚଳ ଏବଂ ଜିଲ୍ଲା ମୁଖ୍ୟାଳୟର ପ୍ରମୁଖ ୭୦ଟି ସ୍ଥାନରେ କରାଗଲା ସଫେଇ କାର୍ଯ୍ୟକ୍ରମ
ସ୍ୱଚ୍ଛଭାରତ ଅଭିଯାନରେ ସଂପନ୍ନ ହେଲା ବିଜେପିର‘ସେବା ସପ୍ତାହ’
ଭୁବନେଶ୍ୱର,(ଶାସକ ପ୍ରଶାସକ) :ସୁସ୍ଥ ରହିବା ପାଇଁ ପରିବେଶ ସ୍ୱଚ୍ଛ ଏବଂ ନିର୍ମଳ ରହିବା ନିହାତି…
ବଲ୍ଲଭ ଚରଣ ସାହୁଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି
ବାରିପଦା (ଦିଲ୍ଲୀପ ମହାନ୍ତି )-ବାରିପଦା ପୌରପରିଷଦର ବିଶିଷ୍ଟ ସମାଜସେବୀ ବଲ୍ଲଭ ଚରଣ ସାହୁଙ୍କ ଏକାଦଶାହ ଉପଲକ୍ଷେ ଆଜି ବଳାଙ୍ଗୀ ମହୋତ୍ସବ କମିଟି ତରଫରୁ ବାରିପଦା ରୋଟାରୀ ଭବନ ଠାରେ କୋଭିଡ ନିୟମ ପାଳନ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବଳାଙ୍ଗୀ ମହୋତ୍ସବ କମିଟିର…
ବାଘ ମୁଣ୍ଡ, ଛାଲ ଓ ବାର୍ହା ମାଂସ ସହ ମାରଣାସ୍ତ୍ର ଜବତ ଓ ୩ ଗିରଫ
ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆମାନାରା ସେକସନର ଟିପାଝର ଗାଁ ରେ ବନ ବିଭାଗ ଚଢଉ କରି ବାଘ ମୁଣ୍ଡ, ଛାଲ ଓ କଞ୍ଚା ବାର୍ହା ମାଂସ ସହ ବିପୁଳ ପରିମାଣରେ ମାରଣାସ୍ତ୍ର, ଫାସ ଜାଲ ଆଦି ଜବତ କରିଛି । ଏହି ପରିପ୍ରେକ୍ଷିରେ ୩ ଜଣଙ୍କୁ ଗିରଫ କରାଯାଇଛି ଓ ଏମାନେ…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିନ ଉପଲକ୍ଷେ ସେବା-ସପ୍ତାହ
http://www.youtube.com/watch?v=kyrzumG_MTc&t=6s
ଶେଷ ଦିନରେ ଜିଲ୍ଲା ଭାଜପା ୟୁନିଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜେପି ୟୁନିଟ୍ ଓ ଜିଲ୍ଲା…
ଶିକାରୀ ହେଲା ଶିକାର
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :-ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ଭରତାପୁର ପଞ୍ଚାୟତର ଚୁଡାପୁଡୁଗ ଜଙ୍ଗଲରେ ଘଟିଛି ଅଘଟଣ ,ଗତ କାଲି ରାତିରେ ଜନ୍ତୁ ଶିକାର ପାଇଁ ବିଛାଇଥିବା ୧୧କେଭି ଲାଇନ ସଂସ୍ପର୍ଷରେ ଆସି ଶିକାରୀ ମୃତ୍ୟୁ I ମୃତକ…
ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର
ଭୁବନେଶ୍ୱର/ଶାସକ ପ୍ରଶାସକ : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ଼ ନମ୍ୱର-୪, ପାହାଳ ସେବା ସମବାୟ ସମିତି ଅତିଥି ଭବନ ପରିସରରେ ଆୟୋଜନ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ମୋ ପରିବାର ରାଜ୍ୟ ସଂଯୋଜକ ଶ୍ରୀ ଅରୁପ ପଟ୍ଟନାୟକ ଉଦଘାଟନ କରିଥିଲେ, ଓଡ଼ିଶା ମୋ ପରିବାର…
କରୋନାକୁ ଜିତିଥିଲେ, ହେଲେ ମୃତ୍ୟୁଠୁ ହାରିଗଲେ
ବରିଷ୍ଠ ସେବାୟତ ପ୍ରେମାନନ୍ଦ ପରଲୋକରେ
ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଭୀର ଶୋକ ପ୍ରକାଶ
ପୁରୀ,(ଶାସକ ପ୍ରଶାସକ) :ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପରଲୋକ ହୋଇଯାଇଛି | ନିକଟରେ କରୋନାକୁ ପରାଜୟ କରି ବିଜୟୀ ହେଇଥିଲେ | …
ଗାଁ ସ୍କୁଲ ବନ୍ଦ : ଅନ୍ୟ ଗାଁକୁ ପାଠ ପଢିବାକୁ ଯିବେ ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ
ବଲାଙ୍ଗୀର/ ନିରୋଜ ମିଶ୍ର : ୨୦ ବର୍ଷରୁ ଅଧିକ ହେଲା ନିଜ ନିଜ ଗାଁରେ ପାଠ ପଢ଼ୁଥିବା ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ ଏବେ ଗାଁ ସ୍କୁଲରେ ଅଧିକ ପିଲା ନ ଥିବାରୁ ନିକଟବର୍ତ୍ତୀ ଅନ୍ୟ ସ୍କୁଲକୁ ପାଠ ପଢ଼ିବାକୁ ଯିବେ ବୋଲି ସରକାରୀ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି । ଅପାଠୁଆ କେହି…