ଶିକାରୀ ହେଲା ଶିକାର 

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :-ସମ୍ବଲପୁର ଜିଲ୍ଲା  ରେଢାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ଭରତାପୁର ପଞ୍ଚାୟତର ଚୁଡାପୁଡୁଗ ଜଙ୍ଗଲରେ ଘଟିଛି ଅଘଟଣ ,ଗତ କାଲି ରାତିରେ ଜନ୍ତୁ ଶିକାର ପାଇଁ ବିଛାଇଥିବା ୧୧କେଭି ଲାଇନ ସଂସ୍ପର୍ଷରେ ଆସି ଶିକାରୀ  ମୃତ୍ୟୁ I ମୃତକ ଜଣକ ହେଉଛନ୍ତି ଚୁଡାପୁଡୁଗ ଗାଁର ସୁଶାନ୍ତ ପ୍ରଧାନ I ଘଟଣାସ୍ଥଳରେ ଚାରମାଳ ପୋଲିସ ପହଁଞ୍ଚି ଶବକୁ ଜବତ୍ କରିବା ସହ ତଦନ୍ତ ଆରମ୍ଭ କରିଛି I

Leave A Reply

Your email address will not be published.