ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୋଗେଶ 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) :ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ  ସୁନ୍ଦରଗଡ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା  ଯୋଗେଶ ସିଂ | ଶ୍ରୀ ସିଂ ତାଙ୍କ କୃତଜ୍ଞତା ବାର୍ତ୍ତାରେ କହିଛନ୍ତି ଯେ" ବିଜୁ ଜନତା ଦଳ ସୁପ୍ରିମୋ…

ଆଜି ସୁସ୍ଥ ହେଲେ ୪୦୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର( ଶାସକ ପ୍ରଶାସକ)  : କରୋନା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୪୦୧  ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦୮୭୭  କୁ ବୃଦ୍ଧି ପାଇଛି | ଆଜି ସୁସ୍ଥଙ୍କ ମଧ୍ୟରେ ୯୮ଜଣ ଯାଜପୁରରୁ, ୮୪ଜଣ ଗଂଜାମରୁ,…

ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକଙ୍କ ଚେତାବନୀ : ଓଭର ଲୋଡିଂ ବନ୍ଦ କର, ନଚେତ୍  ଧାରଣା l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ  ଟ୍ରକ ମାଲିକ ଙ୍କ ଦାବୀ କୁ ପ୍ରଶାସନ ର  ଅଣଦେଖା l ବାରମ୍ବାର ଦାବୀ କରିବା ସତ୍ୱେ କମ୍ପାନୀ ଜ଼ିଲ୍ଲା ପ୍ରଶାସନ ନା କମ୍ପାନୀ କର୍ତ୍ତୃପକ୍ଷ କେହି କର୍ଣ୍ଣପାତ କରୁ ନ…

ବିଏମସି ଏରିଆରୁ ଚିହ୍ନଟ ହେଲେ ୬୦ ଆକ୍ରାନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୬୦ .ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୬୦ ଜଣଙ୍କ ମଧ୍ୟରୁ ୨୦ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ  ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ | ନୂତନ…

ବିଜେଡି ପ୍ରକାଶ କଲା ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା 

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଆଜି ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା ପ୍ରକାଶ ପାଇଛି । ସେମାନେ ହେଲେ ଏମାନଙ୍କ ମଧ୍ୟରେ 8 ଜଣ ମହିଳା ବି ସ୍ଥାନ ପାଇଥିବା ଜଣା ପଡିଛି |  ପୂର୍ବରୁ  ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବିଜୁ ଦଳର ୧୮…

ବର୍ତ୍ତମାନ ‘ସୂଚନା ମହାମାରୀ’ ବା ଇନଫୋଡେମିକ ଦେଖାଦେଇଛି : ତଥାଗତ  

ପିଆଇବି ପକ୍ଷରୁ କୋଭିଡ-19 ପରିଚାଳନାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ୱେବିନାର ଆୟୋଜିତ  ବର୍ତ୍ତମାନର ସଙ୍କଟପୂର୍ଣ୍ଣ ସମୟରେ ମିଥ୍ୟା ଖବର ବ୍ୟାପକ ପ୍ରସାରଣ ହେଉଥିବାରୁ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପରିବେଷଣ କରିବା : ପିଆଇବି ଏଡିଜି  ଡିଜିଟାଲ ଗଣମାଧ୍ୟମରେ…

ସ୍ୱଳ୍ପ ଓ ଲକ୍ଷଣ ନ ଥିବା କରୋନା ପଜିଟିଭମାନଙ୍କ ନିମନ୍ତେ ପ୍ରସ୍ତୁତ କୋଭିଡ଼ କେୟାର ସେଣ୍ଟର

 ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଗଣ    ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଲୋକାଲ କଣ୍ଟାକ୍ଟରୁ କରୋନା ପଜିଟିଭ ସହ କୋଭିଡ଼ ଯୋଦ୍ଧାମାନେ ଅଧିକ କୋରନା ଭୂତାଣୁ ସଂକ୍ରମିତ ହେବାରେ ଲାଗିଛନ୍ତି । ଏହି ସମୟରେ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ…

ଜୟା ଓ ଗାୟତ୍ରୀ ସିଲ 

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୧୫ ପୂର୍ଣ୍ଣଚନ୍ଦ୍ରପୁରଠାରେ ଥିବା ଘରୋଇ ଗାୟତ୍ରୀ  ହସପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର ଓ ବାରିପଦା ପଣ୍ଟିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ସମ୍ମୁଖରେ ଥିବା ଜୟା ଘରୋଇ ହସପିଟାଲକୁ ଆଜି ଜିଲ୍ଲା…

“ବନାଞ୍ଚଳରେ ରହୁଥିବା ଅଧିବାସୀମାନେ ସେମାନଙ୍କର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଲେ” 

ଜଗଦେବ ରାମଙ୍କ ବିୟୋଗରେ ଭିଏଚପି ନେତାଙ୍କ ଶୋକ  ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  - ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦେବ ରାମ ଓରାମଙ୍କ ଗତକାଲି ଅପରାହ୍ନ 3 ଘଟିକା ସମୟରେ ଛତିଶଗଡର ଯଶପୁରରେ ଥିବା ବନବାସୀ କଲ୍ୟାଣ ଆଶ୍ରମରେ ହୃଦଘାତ କାରଣରୁ…

 ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ 

ପୁରୀ (ଶାସକ ପ୍ରଶାସକ) ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ନେପାଳର ବୋଲି ନେପାଳ ପକ୍ଷରୁ କରାଯାଇଥିବା ଦାବି ପରିପ୍ରେକ୍ଷୀରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି | ଏହି ପ୍ରସଙ୍ଗରେ  ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଧନ ପୀଠ ଶ୍ରୀମଦଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ…