Sign in
Sign in
Recover your password.
A password will be e-mailed to you.
ଝାରସୁଗୁଡା ଜିଲ୍ଲାରେ ମେଲେରିଆ ରୋଗ କାୟା ବିସ୍ତାର ସମସ୍ୟା ସମାଧାନ ନିମନ୍ତେ ଦାବିପତ୍ର
ଝାରସୁଗୁଡା / ସୁବାଷ ସାହାରେ :ଝାରସୁଗୁଡା ଜିଲ୍ଲା ବିଜେପି ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକଙ୍କୁ ଇମେଲ ମାଧ୍ୟମରେ ଦିଆଯାଇଥିଲା | ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲାଖନପୁର ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ପାଣ୍ଡରୀ, କୁଡ଼ାଲୋଇ,ରେମଣ୍ଡା…
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ ହୋଇଯାଇଛି । ସେ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ ଥିବା ଅବସ୍ଥାରେ ବୁଧବାର ରାତ୍ରରେ ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ଗଜପତି…
ବୁଗୁଡା ବ୍ଲକରେ ୬ ଜଣ କରୋନା ଯୋଦ୍ଧାଙ୍କ ନମୁନା ପଜିଟିଭ, ସଂଖ୍ୟା ୪୯ କୁ ବୃଦ୍ଧି
ବୁଗୁଡ଼ା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକରେ ଆଜି ୬ ଜଣ କରୋନା ଯୋଦ୍ଧାଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନେ ହେଲେ ବୁଗୁଡାକୁ ଆସି ବୁଗୁଡା ଥାନା ଅଧୀନରେ କାର୍ଯ୍ୟରତ ୪ ପୋଲିସ ଫୋର୍ସ, ବୁଗୁଡା ପୋଲିସ ବିଭାଗରୁ ଜଣେ ଓ ମାଣିତରା ମେଡ଼ିକାଲର ଜଣେ ଡାକ୍ତର। ଏହି…
ବାଲିପଦରକୁ ସାନିଟାଇଜ କଲେ ଯୁବକ ସଂଘ
ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକ ବାଲିପଦର ଗ୍ରାମରେ କରନା ପଜିଟିଭ ସଂଖ୍ୟା ଯଥେଷ୍ଟ ବଢିବା ସହ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ସଂଘ କରୋନା ହଟାଇବା ପାଇଁ ଅଣ୍ଟା ଭିଡିଥିବା ଦେଖା ଦେଇଛି। ଗୁରୁବାର ଦିନ ହାଦୁବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଯୁବକ ସଙ୍ଘ ପକ୍ଷରୁ…
ବାଲିପଦରକୁ ସାନିଟାଇଜ କଲେ ଯୁବକ ସଂଘ
ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକ ବାଲିପଦର ଗ୍ରାମରେ କରନା ପଜିଟିଭ ସଂଖ୍ୟା ଯଥେଷ୍ଟ ବଢିବା ସହ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ସଂଘ କରୋନା ହଟାଇବା ପାଇଁ ଅଣ୍ଟା ଭିଡିଥିବା ଦେଖା ଦେଇଛି। ଗୁରୁବାର ଦିନ ହାଦୁବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଯୁବକ ସଙ୍ଘ ପକ୍ଷରୁ…
କଣ୍ଟେନମେଣ୍ଟରେ ୱାର୍ଡ ନଂ ୭, ୱାର୍ଡ ନମ୍ବର ତିନିକୁ ସମ୍ପୂର୍ଣ୍ଣ ସିଲ
ଧର୍ମଗଡ /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ତିନି ଓ ସାତରେ ଦୁଇଜଣ କରୋନା ସଂକ୍ରମିତ ହେବାପରେ ଜନସାଧାରଣରେ ଆତଙ୍କ ଦେଖାଦେଇଛି। ଗତ କାଲି ଜଣେ ଦିଲ୍ଲୀ ଫେରନ୍ତା ଯୁବକ ଗୃହ ସଂଘରୋଧରେ ଥିବା ବେଳେ ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ…
ବୄଦ୍ଧାଶ୍ରମର ଅନ୍ତେବାସୀଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସମାଜସେବୀ
ପଦ୍ମପୁର-କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଛି । ଏହି ମହାମାରୀର ପ୍ରଭାବ ଧନି ଗରିବ ଖଟିଖିଆ ସମସ୍ତଙ୍କ ଉପରେ ପଡିଛି ଏମାକୁ ଦୄଷ୍ଟିରେ ରଖି ପାଇକମାଲ ଅଞ୍ଚଳର ଯୁବ ସମାଜସେବୀ ରବିନାରାୟଣ ସାହୁ ନୄସିଂହନାଥ ସ୍ଥିତ ବୄଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କୁ ପନ୍ଦର ଦିନର ରାସନ ସାମଗ୍ରୀ…
୭୧ତମ ବନ ମହୋତ୍ସବ ପାଳନ କଲେ ପାହାଡେସ୍ୱର ବିକାଶ ପରିଷଦ ।
ଝାରସୁଗୁଡା /ସୁବାଷ ସାହାରେ : ଝାରସୁଗୁଡ଼ାରେ ଆଜି ସକାଳେ ସ୍ଥାନୀୟ ପାହାଡେଶ୍ୱର ବିକାଶ ପରିଷଦ ଏବଂ ପାହାଡ଼ି ମନ୍ଦିର ନିବାସୀଙ୍କୁ ବନ ବିଭାଗ ୭୧ ତମ ବନ ମହୋତ୍ସବ ଅବସରରେ ଚାରା ଗଛ ବଣ୍ଟନ କରିବାକୁ ଯାଇ ପିଜୁଳି, ଶାଗୁଆନ,କୃଷ୍ଣ ଚୁଡା, ଅଁଳା, ଅମୃତ ଭଣ୍ଡା, ଅଗସ୍ତି, ବଉଳ ଆଦି ୩୭୦ ଟି…
ପୁଣି ଲକ ଡାଉନ ଜୁଲାଇ ୩୧ ପର୍ଯ୍ୟନ୍ତ
ଭୁବନେଶ୍ୱର(ଶାସକ ପ୍ରଶାସକ) ଆସନ୍ତା କାଲି ରାତି ୯ଟା ରୁ ୩୧ ତାରିଖ ପର୍ଯ୍ୟନ୍ତ ୪ ଜିଲ୍ଲା ଯଥା - ଖୋର୍ଦ୍ଧା,କଟକ, ଗଞ୍ଜାମ ,ଯାଜପୁର ଓ ରାଉରକେଲା ମହାନଗର କୁ ସମ୍ଫୁର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ଏହି ସମୟରେ ହସ୍ପିଟାଲ୍, ନର୍ସିଂ ହୋମ ଖୋଲା ରହିବ । ସକାଳ ୬ ରୁ ଦିନ ୧…
କୋରୋନା ଲଢେଇ ପାଇଁ ସହାୟତାର ହାତ ବଢ଼ାଇଲେ ଝାରସୁଗୁଡ଼ା ଶିକ୍ଷକ ଓ କର୍ମଚାରୀ ସମୁଦାୟ ।
http://www.youtube.com/watch?v=HB2Uhpp70l0
ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ପ୍ରଦାନ କଲେ ୩୨,୩୦,୧୦୦ ଟଙ୍କା
ଝାରସୁଗୁଡ଼ା :(ସୁଭାଷ ସହାରେ) : କୋଭିଡ-19ର ମୁକାବିଲା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାର ଶିକ୍ଷକ ଓ କର୍ମଚାରୀ,ଜିଲ୍ଲା ଶିକ୍ଷକ ଅଧିକାରୀ, ବ୍ଲକ ଶିକ୍ଷକ ଅଧିକାରୀଙ୍କ…