Sign in
Sign in
Recover your password.
A password will be e-mailed to you.
ସମ୍ବଲପୁର ଡ଼ିୟର ପାର୍କ, ଅଣ୍ଡା ରୁ ବାହାରିଲେ ୧୦ ଅଜଗର l
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଡ଼ିୟର ପାର୍କ ରେ ୧୦ ଟି ଅଣ୍ଡା ରୁ ଅଜଗର ଛୁଆ ଜନ୍ମ ନେଇଛନ୍ତି l ଏହି ଡ଼ିୟର ପାର୍କ କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖ ଠାରୁ ସମ୍ପୂର୍ଣ ବନ୍ଦ ଥିବା ବେଳେ ଗୁରୁବାର ନୂଆ ଅତିଥି ଙ୍କ ଆଗମନ ସମ୍ପର୍କ ରେ ସୂଚନା ଦେଇଛନ୍ତି…
ପାରଳାଖେମୁଣ୍ଡି ପୌରାଞ୍ଚଳର ୧୬ଟି ୱାର୍ଡରେ ସ୍ଥାପନ ହେଲା ୧୬ଟି ଜ୍ୱର ପରୀକ୍ଷଣ କେନ୍ଦ୍ର (Fever Clinic)
http://www.youtube.com/watch?v=VOL64lAv3pk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବା ସହ ଏହାର ରୋକିବା ଦିଗପ୍ରତି…
ରାଜ୍ୟରେ କରୋନା ଟପିଲା ୧୬୦୦୦ /୪
ରାଜ୍ୟରେ ୭୧୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରେ ଆଜି ଦେଢ଼ଶହ
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଆଜି ରାଜ୍ୟରେ ଟପିଲା ୧୬୦୦୦ | ରାଜ୍ୟରେ ଆଜି ଚିହ୍ନଟ ହେଲେ ୭୧୮ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୪୭୯ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ…
୫୭୬ ବଣ୍ଡଲ କେନ୍ଦୁପତ୍ର ଜବତ: ହାଇଓ୍ୱା ସହ ୨ ଗିରଫ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅଞ୍ଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଞ୍ଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଓ୍ୱା…
କାୟା ବଢ଼ାଉଛି ଘାତକ ଭୁତାଣୁ : ଦେଶରେ ଆକ୍ରାନ୍ତ ସଂଖ୍ୟା ଟପିଲା ୧୦ ଲକ୍ଷ
୨୪ ଘଣ୍ଟା ଭିତରେ ୩୪,୯୫୬ ନୂଆ ପଜିଟିଭ କେଶ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ୧୦ ଲକ୍ଷ ଟପିଲା କରନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ୩୪,୯୫୬ ନୂଆ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୩,୮୩୨ରେ ପହଂଚିଛି | ଗତ ୨୪ ଘଣ୍ଟା ଭିତରେ ୬୮୭ଜଣଙ୍କ…
ଗୋବିନ୍ଦପୁର ସତ୍ୟସେବକ ସଂଘ ଦ୍ବାରା ବୃକ୍ଷରୋପଣ ।
ଆଗାମୀ ଦିନରେ ଗଛ ବହୁତ ଜରୁରୀ - ଜିଲ୍ଲା ପ୍ରକୃତି ବନ୍ଧୁ ମନୋଜ ପଣ୍ଡା ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ସୁବଳୟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
“ବିଷ୍ଣୁଭାଇ ଥିଲେ ଯୁବପିଢିଙ୍କ ପାଇଁ ଆଦର୍ଶ”
ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଦ୍ୱାଦଶାହ ଉପଲକ୍ଷେ
ଜନ୍ମ ହେଲେ ମୃତ୍ୟୁ, ଏହା ହିଁ ଧୃବ ସତ୍ୟ । ଏହି ସତ୍ୟକୁ ଆମେ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଆମେ ସହଜରେ ଗ୍ରହଣ କରିପାରୁନାହିଁ । ନିଜ ପ୍ରିୟ ପରିଜନଙ୍କ ଦେହାନ୍ତ ସହଜରେ ବିଶ୍ୱାସ କରିହୁଏନି । ସଦା ହସ ହସ ମୁହଁ, କର୍ମତପôର, ପ୍ରବୀଣ…
ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା
ଭୁବନେଶ୍ୱର(ଶାସକ ପ୍ରଶାସକ ) : କଳକବଜା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ସହ ଜଡିତ ଶିଳ୍ପ ସଂସ୍ଥା ମାନଙ୍କରୁ ସ୍କ୍ରାପ୍ ର ଉତ୍ପତି ହୋଇଥାଏ l ଏହି ଉପକରଣ ଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ତଥା ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ…
କରୋନା ପ୍ରଭାବ ସତ୍ତ୍ୱେ ଚାଷୀ ଓ ଚାଷକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଇଛି : କୃଷି ମନ୍ତ୍ରୀ ଡ଼ ସାହୁ
ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 200 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ
ଏହି ପ୍ୟାକେଜର ଲାଭ ଉଠାଇ ପାରିବେ 25 ଲକ୍ଷ ଚାଷୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ସମଗ୍ର ବିଶ୍ୱକୁ ଥରାଇ ଦେଇଛି କରୋନା | ପ୍ରଭାବିତ କରିଛି ବିଶ୍ୱ ଅର୍ଥନୀତି | ଦୋହଲାଇ ଦେଇଛି ପ୍ରତିଟି ମଣିଷର ଆର୍ଥିକ…
ଶିକ୍ଷା ଓ ଅନୁସନ୍ଧାନ: ବିଶ୍ୱ କଲ୍ୟାଣ ନିମନ୍ତେ ନାଗରିକ ସୃଷ୍ଟି କରିବା ହିଁ ମୂଳ ଲକ୍ଷ୍ୟ
ଭୁବନେଶ୍ୱର : ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଏକ ନମ୍ର ଅୟମାରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ସୋଆ ନାମରେ ବେଶ ପରିଚିତ ହୋଇଥିବା ଏହି ଡିମ୍ଡ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ନିମନ୍ତେ ଏକ…