ଚଳନ୍ତି କାରରେ ନିଆଁ । ( SEE THE VIDEO)

0

http://www.youtube.com/watch?v=ElzG1RqZ5dU 

ମାଲକାନଗିରି ଜାତୀୟ ରାଜପଥ 326  ରାସ୍ତା ଉପରେ ଜଳିଗଲା କାର ।  ମାଲକାନଗିରି ଜିଲ୍ଲାରେ ଏମ୍ଭି 16 ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇଗଲା । କାର ଟି ମୁଖ୍ୟ ରାସ୍ତା କଡରେ ଥିବା ବେଳେ ହଠାତ ସେଥିରେ ନିଆ ଲାଗି ଯାଇଥିଲା । ସୌଭାଗ୍ୟ ବଶତଃ କାର ଟିରେ କେହି ଯାତ୍ରୀ ନଥିଲେ । ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଯାଇଥିବା ବେଳେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି । ଗାଡିଟି କାହାର ଏବଂ ସେଥିରେ କିଭଳି ଏଥିରେ ନିଆଁ ଲାଗିଗଲା ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ ।

Leave A Reply

Your email address will not be published.