Sign in
Sign in
Recover your password.
A password will be e-mailed to you.
ସରେଇକେଲାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଉପଖଣ୍ଡ ର ସମସ୍ତ ବ୍ଲକ କୁ ଶନିବାର ଓ ରବିବାର ସଟଡାଉନ ଘୋଷଣା
ବରଗଡ :- ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ଗ୍ରାମରୁ ଜଣେ କୋରୋନା ସଂକ୍ରମିତ ଠାବ ହେବାପରେ ଜିଲ୍ଲାପାଳ ବରଗଡ଼ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କର ନିର୍ଦେଶ କ୍ରମେ ସରେଇକେଲା ଗ୍ରାମକୁ ପରବର୍ତ୍ତୀ…
ବିଜେଡି ସାଧାରଣ ସମ୍ପାଦକ ଯୋଗେଶ ସିଂଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ସୁନ୍ଦରଗଡ଼ ବିଜୁ ଜନତା ଦଳ କର୍ମୀଙ୍କ ପକ୍ଷରୁ ନବୀନ ବାବୁଙ୍କୁ କୃତଜ୍ଞତା
ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟନାୟକ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜ଼ିଲ୍ଲାରୁ ଜଣେ ଟାଣୁଆ ଯୁବ ନେତା ତଥା ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର…
ଆଜି ବିଏମସି ଏରିଆରୁ ୧୨୪, ଲୋକାଲ କଣ୍ଟାକଟ ୫୨( ଦେଖନ୍ତୁ , ଲୋକାଲ କଣ୍ଟାକଟ କେଉଁ କେଉଁ ଅଂଚଳରୁ)
ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୧୨୪ ଜଣଙ୍କ ମଧ୍ୟରୁ ଚିନ୍ତାଜନକ ଭାବେ ୫୨ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ସଂକ୍ରମଣର ଶିକାର ହୋଇଥିବା ବେଳେ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ | ନୂତନ…
ଯୋଗେଶ ଓ ମଙ୍ଗଳାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ କୁସୁମ
ଭୁବନେଶ୍ୱର (ଶାସକ ପ୍ରଶାସକ) :- ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଜେଡି ଦଳର ଉପ ସଭାପତି ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ଓ ପୂର୍ବତନ ବିଧାୟକ ଯୋଗେଶ ସିଂ ସରକାରୀ ବ୍ୟବସ୍ଥାରେ ଅନେକ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣି ୫ଟି ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିବା ସ୍ପଷ୍ଟ କରିଛନ୍ତି…
ମାନବ ସେବା ସଂଘ ଟ୍ରଷ୍ଟ ୭୧ ତମ ବନମହାତ୍ସଵ ପାଳନ
ଝାରସୁଗୁଡା/ ସୁବାସ ସାହାରେ : ଝାରସୁଗୁଡା ଜିଲ୍ଲା ବେହେରାମାଲ କିଷାନ ଛକରେ ଆଜି ମାନବ ସେବା ସଂଘ ଏବଂ ବନ ବିଭାଗ ମିଳିତ ଉଦ୍ୟମରେ ୭୧ ତମ ବନ ମହୋତ୍ସବ ଅବସରରେ ଛୋଟ ଛୋଟ( ୧୧୦୦ )ଚାରା ଗଛ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ବନ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ନାଥ…
ଭାରତ ସଂଚାର ନିଗମ ଲିମିଟେଡ଼ର ସାଧାରଣ ପରିଚାଳକ ଙ୍କୁ ଅସ୍ଥାୟୀ କର୍ମଚାରୀ ପକାଇଲେ ତାଲା l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଭାରତ ସଂଚାର ନିଗମ ଲିମିଟେଡ଼ ର ସାଧାରଣ ପରିଚାଳକ ବଲବୀର ସିଂ ଙ୍କୁ ଆଜି ବିଏସଏନଲ ଅସ୍ଥାୟୀ କର୍ମଚାରୀ ମାନେ ତାଲା ଦେଇ ପ୍ରତିବାଦ ଜଣାଇଥିଲେ l କର୍ମଚାରୀ ସଂଘ ଙ୍କ ଦୀର୍ଘ ୧ ବର୍ଷ ର ବକେୟା ଦରମା ପ୍ରଦାନ ସହ ଅନ୍ୟାନ୍ୟ ଦାବୀ ନେଇ ଆଜି…
ସମ୍ବାଦ ସାହିତ୍ୟ ଘରର ଦ୍ବିତୀୟ ପର୍ଯ୍ୟାୟ ବୃକ୍ଷରୋପଣ l
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ସମ୍ବାଦ ସାହିତ୍ୟ ଘର, କୁଟୁରାଚୁଆଁ ପକ୍ଷରୁ ତା'ର ଦ୍ବିତୀୟ ପର୍ଯ୍ୟୟ ବୃକ୍ଷରୋପଣ କୁଟୁରାଚୁଆଁ କଲେଜ କ୍ୟାମ୍ପସ୍ ଓ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇ ୧୦୦ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ସଭାପତି ସୁଶ୍ରୀ ଶ୍ଵେତା ପଟେଲ ଓ ସଂପାଦିକା ସୁଶ୍ରୀ…
ପୂର୍ବତନ ବିଧାୟିକା ଡ.ରାସେଶ୍ବରୀ ପାଣିଗ୍ରାହୀ ଆଞ୍ଚଳିକ ବିକାଶ ଦାୟିତ୍ୱ ପାଇଲେ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି। ଆଜି ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମର୍ମରେ ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ…
ସ୍ବତନ୍ତ୍ର ପାଣ୍ଠି ସମୀକ୍ଷା କଲେ ସାଂସଦ ନିତେଶ ଗଙ୍ଗଦେବ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କୁ କରୋନା ପାଇଁ ଦେଇଥିବା ସ୍ୱତନ୍ତ୍ର ୧.୨୫ କୋଟି ର ଖର୍ଚ୍ଚ ବିଷୟରେ ସମୀକ୍ଷା କରିଛନ୍ତି ସାଂସଦ ନିତେଶ ଗଙ୍ଗଦେବ l ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଶୁଭମ ସକ୍ସେନା ଙ୍କ ସହ ଆଲୋଚନା ସମୟରେ …
ସାତ ନୂଆ କରୋନା ପଜିଟିଭ ଚିହ୍ନଟ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା
ଜ଼ିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୩୬
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ରୁ ପୁଣି ନୂଆ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା l ସମସ୍ତ ଙ୍କ ବୟସ ଯଥା କ୍ରମେ ୨୩ (ମହିଳା ) କରୋନା ଯୋଦ୍ଧା , ୨୯…