Sign in
Sign in
Recover your password.
A password will be e-mailed to you.
ଅସାଧୁ ଉପାୟ ଉପରେ ପୂର୍ଣ୍ଣଛେଦ ପକାଇବା ପାଇଁ ତହସିଲଦାରଙ୍କ ସାଧୁ ଉଦ୍ୟମ
ଲୋକଙ୍କ ଉଦ୍ଦେଶ୍ୟରେ ଜାରି କଲେ ସଚେତନତା ଧର୍ମୀ ସୂଚନା
(ଗୁଣପୁର/ ସିଦ୍ଧାର୍ଥ ଦାଶ) - ରାଜ୍ୟରେ ପ୍ରକାଶ ପାଉଥିବା ସମସ୍ତ ସରକାରୀ କାର୍ଯ୍ୟାରେ ନିଯୁକ୍ତି ନିମନ୍ତେ ଆବେଦନ ଏବଂ କର୍ମନିଯୁକ୍ତି ସଂସ୍ଥାନରେ ନାମ ପଞ୍ଜିକରଣ କରିବା ନିମନ୍ତେ ସରକାରଙ୍କ ରାଜସ୍ୱ ବିଭାଗ ତହସିଲ କାର୍ଯ୍ୟାଳୟ…
ଲଖନପୁର ବନ୍ଧବାହାଲଠାରେ ଏକ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର ସେଣ୍ଟର
ପ୍ରଶାସନ ଏବଂ ଏମସିଏଲ ମଧ୍ୟରେ ସ୍ୱାକ୍ଷରିତ ହେଲା ଏମ୍ଓୟୁ
ଝାରସୁଗୁଡା / (ସୁବାଷ ସାହାରେ) : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ବନ୍ଧବାହାଲ ଠାରେ ଏକ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଏମ.ସି.ଏଲ ମଧ୍ୟରେ ବୁଝାମଣା…
ଅସହାୟ ଚତୁର୍ଭୁଜଙ୍କୁ ସହାୟତାର ହାତ ବଢ଼ାଇଲେ ପ୍ରଦୀପ ପୁରୋହିତ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଲସାପାଲି ପଂଚାୟତ ଅଧିନ ରେ ଯାଉଥିବା ଘନାମାଲ ଗ୍ରାମର ଚତୁର୍ଭୁଜ ମେହେରଙ୍କୁ ଆଜି କରୋନା ମହାମାରୀ ପାଇଁ ଯନ୍ତ୍ରଣା ଘାରି ଦେଇଛି । ଏପଟେ ଲକଡାଉନ ସମୟ ରେ କାମ ଧନ୍ଦା ନ ମିଳିବାରୁ ଚତୁର୍ଭୁଜ ସଂପୂର୍ଣ୍ଣ ରୂପେ ନିଃସହାୟ। ହଠାତ…
ଜନସାଧାରଣଙ୍କ ସେବାରେ ଯୁବ ସମାଜ ସେବୀ ଦିଲ୍ଲିପ କୁମାର ଦାଶ
ପଦ୍ମପୁର:- ବିଭିନ୍ନ ସ୍ତରରେ ଜନସାଧାରଣ ଙ୍କୁ ସେବା କାର୍ଯ୍ୟ ଯୋଗେଇ ଆସୁଥିବା ବରଗଡ ଜିଲ୍ଲା ପଦ୍ମପୁର ଅଂଚଳ ର ଦିଲ୍ଲିପ କୁମାର ଦାସ ଙ୍କ ତତ୍ୱାବଧାନ ରେ ବିଜେପୁର ସ୍ଥିତ ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମ ଠାରେ ଅନ୍ତେବାସୀ ମାନଙ୍କୁ ଶୁଖିଲାଖାଦ୍ୟ ସାମଗ୍ରୀ ସହ ମାକ୍ସ ନିଜ ହସ୍ତ ରେ …
ଚୋରା ଚାଲାଣ ବେଳେ ବିପୁଳ ନିଶା ଦ୍ରବ୍ୟ ଧରିଲା ପୋଲିସ, ତିନିଜଣ କୋର୍ଟ ଚାଲାଣ ।
ପଦ୍ମପୁର-ଲକଡାଉନର ସୁଯୋଗ ନେଇ ବିଭିନ୍ନ ନିଶା ବ୍ୟାପାରି ମାନେ ତାଙ୍କର ନିଶା ବ୍ୟବସାୟ କାରବାର ଜାରି ରଖିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ନିଶା ବଟିକା, ନିଶା ଇଂଜେକସନ ତଥା କପସିରପ ଆଣି ବିକ୍ରି କରି ବିପୁଲ ମାତ୍ରାରେ ଟଙ୍କା ରୋଜଗାର କରୁଛନ୍ତି । କୋଲକାତା ରୁ ଏକ…
ଆବାସ ପଇସା ନେଇ ଠିକାଦାର ବିନ୍ଦାସ
ତିଆରି ହେଇ ପାରୁ ନାହିଁ ପ୍ରଧାନ ମନ୍ତ୍ରୀ ଆବାସ , ଠିକାଦାରଙ୍କୁ ଟଙ୍କା ଦେଇ ଦିବ୍ୟାଙ୍ଗ ହତାଶ
ନୂଆପଡା.(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା କୋମନା ବ୍ଲକ ପଲସିପାଣି ପଞ୍ଚାୟତର ଜଣେ ଦିବ୍ୟାଙ୍ଗ ଛୋଟେଲାଲ ସୁନାନୀ ପ୍ରଧାନ ମନ୍ତ୍ରୀ ଆବାସିକ ଗୃହ ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ ପ୍ରଥମ…
ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ବିୟୋଗରେ ଓଡ଼ିଶା ସୂଚନା ସେବା ସଂଘର ଶୋକ
ଭୁବନେଶ୍ୱର(ଶାସକ ପ୍ରଶାସକ):ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ରବିଚନ୍ଦ୍ର ନାୟକଙ୍କ ବିୟୋଗରେ ଓଡ଼ିଶା ସୂଚନା ସେବା ସଂଘ ତରଫରୁ ଶୋକ ପ୍ରକାଶ କରାଯାଇଛିା ଏହି ପରିପ୍ରେକ୍ଷୀରେ ରାଜ୍ୟ ଲୋକ ସଂପର୍କ ଭବନ ସମ୍ମଳିନୀ କକ୍ଷରେ ସାମାଜିକ ଦୂରତା ରକ୍ଷାପୂର୍ବକ ସଂଘର…
୧୮ ଓ ୧୯ ତାରିଖ ୨ ଦିନ ଲାଗି ସମ୍ବଲପୁର ଜ଼ିଲ୍ଲା ସଟ୍ ଡାଉନ୍
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ମହାମାରୀର କାୟା l ଜ଼ିଲ୍ଲା କରୋନାକୁ ମାତ ଦେବା ପାଇଁ ସମ୍ବଲପୁର ଜ଼ିଲ୍ଲା କୁ ଆଗାମୀ ୧୮ ଓ ୧୯ ତାରିଖ ୨ ଦିନ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଛି ଜ଼ିଲ୍ଲା ପ୍ରଶାସନ । କେବଳ…
ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମହାକାଳେଶ୍ୱର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ ଅଭିଯାନ
ଧର୍ମଗଡ ସୁଶାନ୍ତ ରାଉତ : ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମହା କାଳେଶ୍ୱର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ ଅଭିଯାନ ପାଳନ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଖୁଟୁଲୁଗୁଡା ତ୍ରିନାଥ ମନ୍ଦିର ଓ ବିଦ୍ୟାଳୟ ପ୍ରାଙ୍ଗଣଠାରେ ଚାରାରୋପଣ କାର୍ଯ୍ୟକ୍ରମ…
ଥାନାରୁ ଅଭିଯୋଗ କରି ଫେରୁଥିବା ସମୟରେ ଅଭିଯୋଗକାରୀଙ୍କୁ ହତ୍ୟା ।
ପଦ୍ମପୁର-ପଦ୍ମପୁର ଥାନା ସତିଭଟା ଛକ ନିକଟସ୍ଥ ଫରେଷ୍ଟ ଅଫିସ ନିକଟରେ ଗତ ୧୫ ତାରିଖ ରାତି ପ୍ରାୟ ୧୧ଟା ସମୟରେ ହୋଇଥିବା ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପଦ୍ମପୁର ପୋଲିସ । ପୋଲିସ ପକ୍ଷରୁ ମିଲିଥିବା ସୂଚନା ଅନୁସାରେ ଖୁଂଟପାଲି ଗ୍ରାମର ସୁବାଷ ନାଗ, ତାଙ୍କ ସ୍ତ୍ରୀ ଓ…