Sign in
Sign in
Recover your password.
A password will be e-mailed to you.
ଆଜି କରୋନାରୁ ମୁକ୍ତି ପାଇଛନ୍ତି ୫୧୫, ପ୍ରାଣ ହରାଇଛନ୍ତି ୫ ଜଣ
ଆଜି ରାଜ୍ୟରେ କରୋନାରୁ ମୁକ୍ତି ପାଇଛନ୍ତି ୫୧୫ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୨୪୫୨ରେ ପହଂଚିଛି | ଅନ୍ୟପକ୍ଷରେ ଆଜି କରୋନାରେ ୫ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନ୍ୟ କାରଣରୁ ଦୁଇଜଣ ଚିକିତ୍ସାଧୀନ କରୋନା ରୋଗୀଙ୍କ ଜୀବନ ଯାଇଛି | ଆଜି କରୋନାରେ…
ମଶା କାମୁଡ଼ିବା ଦ୍ୱାରା କରୋନାଭାଇରସ୍ ସଂକ୍ରମଣ ହୋଇପାରେ କି, ଆସିଲା ଅନୁସନ୍ଧାନ ରିପୋର୍ଟ
ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ପ୍ରକଶ କଲେ ସତ୍ୟ, କୋଭିଡ -19 ମହାମାରୀ କରୋନା ଜୀବାଣୁ ମଶା ମାଧ୍ୟମରେ ବିସ୍ତାର ହୋଇପାରିବ ନାହିଁ
ୱାଶିଂଟନ୍: ବର୍ଷାଦିନେ ମଶା କାମୁଡ଼ିବା କାରଣରୁ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ହେବାର ଆଶଙ୍କା ବୃଦ୍ଧିପାଇଥାଏ | ଅପରପକ୍ଷରେ ସମଗ୍ର ବିଶ୍ୱରେ କରନା…
ଜୁଲାଇ ୨୦ ତାରିଖ ସକାଳ ୫ଘଣ୍ଟା ଠାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ
http://www.youtube.com/channel/UC3YUYVKac1qldSRI6aKwxcA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଗତ କିଛି ଦିନ ହେଲା କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏସବୁ ପଜିଟିଭ୍ ସଂଖ୍ୟା ମୁଖ୍ୟତଃ ସହରାଞ୍ଚଳ ଓ ବ୍ଳକ ମୁଖ୍ୟାଳୟ ଏବଂ କିଛି…
ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୩୯ ଟି କରୋନା ପଜିଟିଭ୍ : ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୩୯ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।
ଗୋଷାଣୀ ବ୍ଲକରୁ ୫ ଜଣ , କାଶୀନଗର ବ୍ଲକରୁ ୨ ଜଣ , ଗୁମ୍ମା ବ୍ଳକରୁ ଜଣେ , ନୂଆଗଡ…
” ମୁଁ ଆଦୌ ଲାଞ୍ଚ ନେଇନି ”
"କିଛି ଭଲ ଲୋକ ଅଛନ୍ତି, ସେମାନଙ୍କ ମନୋବଳ ବଢ଼ାଇବା ଉଚିତ "
ଭୁବନେଶ୍ୱର(ଶାସକ ପ୍ରଶାସକ) : " ମୁଁ ଆଦୌ ଲାଞ୍ଚ ନେଇନି | ଗତ ୨୨ ବର୍ଷର ଚାକିରୀ ଭିତରେ ମୁଁ କେବେ ବି ଲାଞ୍ଚ ନେଇନାହିଁ | ୫୦୦ରୁ ୬୦୦ ଅଫିସର ମୋ ସହିତ ପୋଲିସ, ବିଦ୍ୟୁତ ଓ ପରିବହନ ବିଭାଗରେ କାମ କରିଛନ୍ତି | ସେମାନଙ୍କ ସହ…
ବିଏମସି ଏରିଆରୁ ଚିହ୍ନଟ ହେଲେ ୫୨ ଆକ୍ରାନ୍ତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୫୨ ଜଣଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ମାତ୍ର ୧୮ ଜଣ ଚିହ୍ନଟ ହୋଇଛନ୍ତି | ମହାନଗର ନିଗମରେ ୧୧୮୨ ଜଣ ପଜିଟିଭ ଚିହ୍ନଟ…
ଖୁସି ଖବର : ମିଳୁଛି ପ୍ଲାଜମା ଥେରାପିର ସୁଫଳ
୬ ଗୁରୁତର କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହେବାର ଦ୍ୱାର ଦେଶରେ
ଅନ୍ୟ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିଲକ୍ଷିତ ଯେଉଁଛି ବିଶେଷ ଉନ୍ନତି
ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ବେଶ ଉପଯୋଗୀ ପ୍ରମାଣିତ ହେଉଛି | ଗୁରୁତର…
ଯୁବକର ଆତ୍ମହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତେଙ୍ଗା ଗ୍ରାମର ପ୍ରଫୁଲ୍ଲ ମହାଳିଙ୍ଗ ଗତକାଲି ସନ୍ଧ୍ୟା ସମୟରେ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ସଂଗ୍ରାମ ମହାଳିଙ୍ଗ ନିକଟସ୍ଥ ବ୍ରାମହନଦିହି ଓ କୁତ୍ରାମାଲ ମଝିରେ ଏକ ଲିମ୍ବ ଗଛରେ ବେକରେ ଏକ କପଡା ରାଶି ଲଗାଇ…
ଡିଜିଟାଲ ସେବାରୁ ବଞ୍ଚିତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ
ଘୁ.ଉଦୟଗିରି: (ଗଗନ କୁମାର ପ୍ରଧାନ ) ଆଜିବି ସରକାରୀ ସେବା ପାଇବାରୁ ବଞ୍ଚିତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତର ବାସିନ୍ଧା I ବସ୍ତିଙ୍ଗିଆ ଠାରେ ଚକାପାଦ ବ୍ଲକ କାର୍ଯ୍ୟାଳୟ ଅଛି କିନ୍ତୁ ମୋବାଇଲ ଟାୱାର ଟିଏ ନାହିଁ I ଯାହା ପାଇଁ ଡିଜିଟାଲ ସେବାରୁ ବଞ୍ଚିତ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଗ୍ରାମ…
ଆଜି ଏକାଥରେ ୨୫ ଜିଲ୍ଲାରୁ ୭୩୬ ଆକ୍ରାନ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି କରୋନା ଚିହ୍ନଟ ହୋଇଛନ୍ତି ୭୩୬ କରୋନା ପଜିଟିଭ | ରାଜ୍ୟର ୨୫ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୫୫ ଜଣ | ଫଳରେ ରାଜ୍ୟରେ…