Sign in
Sign in
Recover your password.
A password will be e-mailed to you.
ଲଇକେରା ସିଡୁଲ ବ୍ଲକ ମାନ୍ୟତା ଭୁଲିଗଲେ କି ଆଦିବାସୀ ସମାଜ !!
ଝାରସୁଗୁଡ଼ା/ ସୁବାଷ ସାହାରେ : ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସି ସମାଜ ତରଫରୁ ବିଗତ ଗୋଟିଏ ବର୍ଷରୁ ଅଧିକ ହେବ ୫ମ ସିଡୁଲ ଆଇନ ଅନୁଯାୟୀ ଲଇକୋରା ଏବଂ କିରମିରା ସିଡୁଲ ବ୍ଳକ ମାନ୍ୟତା ୫୦% ରୁ ଅଧିକ ଅନୁସୂଚିତ ଜନଜାତି ସଂପ୍ରଦାୟ ରହିବା ଦ୍ୱାରା ଏହି ଅଞ୍ଚଳକୁ ଦାବି ଘୋଷଣା କରିବା…
ବର୍ଷେରୁ ଅଧିକ ହେବ ଜଳୁନି ଷ୍ଟ୍ରିଟ ଲାଇଟ: ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ
ପଦ୍ମପୁର-ସହର ଗୁଡିକ ରାତ୍ରି ସମୟରେ ଆଲୋକିତ ହେବ ବୋଲି ସରକାର ବିଭିନ୍ନ ସହରର ରାସ୍ତା ତଥା ସମସ୍ତ ଗଳିକନ୍ଦିରେ ଷ୍ଟ୍ରିଟ ଲାଇଟ ଲଗାଇଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ଅଧିନସ୍ଥ ସମସ୍ତ ଏଗାର ଗୋଟି ଓ୍ବାର୍ଡରେ ଆଲୋକିକରଣ ପାଇଁ ଲାଇଟ ଲଗାଯାଇଛି । ଏନଏସି ସାତ ନମ୍ବର ଓ୍ବାର୍ଡର ଅମଲିପାଲି…
ସଟଡାଉନ ଅନୁଧ୍ୟାନ କଲେ ଉପଜିଲ୍ଲାପାଳ
ପାଇକମାଲ :- ଦିନକୁ ଦିନ ମହାମରୀ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । କୋରୋନା କବଳରୁ ଜନସାଧାରଣ ଙ୍କୁ ରକ୍ଷା କରିବା ପାଇଁ ସରକାର ଙ୍କର ଦ୍ୱାରା ଅନେକ ପଦକ୍ଷେପ ଗ୍ରହଣ କରାଯିବା ସହିତ ଅନେକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଏହି ସବୁ କାର୍ଯକ୍ରମ ଓ ପଦକ୍ଷେପ କୁ ତୃଣମୂଳ ସ୍ତରରେ…
ଗଞ୍ଜାମ ପାଇଁ ଅଂଟା ଭିଡ଼ିଲେ ରାଜ୍ୟ ସରକାର : ପ୍ରସ୍ତୁତ କଲେ ନୂଆ ରଣକୌଶଳ
ଭିତ୍ତିଭୂମି ସଂପ୍ରସାରଣ, ଟେଲିମେଡିସିନ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ
ଏମକେସିଜି ଓପିଡି ଓ ଏମର୍ଜେନ୍ସି ଶୀଘ୍ର ଖୋଲିବାକୁ ନିଆଗଲା ନିଷ୍ପତ୍ତି
ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ୩୫୦ ଶଯ୍ୟା ବିଶିଷ୍ଟ ତିନୋଟି କୋଭିଡ କେୟାର ସେଣ୍ଟର
ମନସ୍ତାତ୍ତ୍ୱିକ…
ବୁଗୁଡ଼ାରେ କରୋନା ସଚେତନତା କାର୍ଯ୍ୟକ୍ରମ
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ରେ କରୋନା ସଂକ୍ରମଣ ନେଇ ଜନସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।କରୋନା ସଂକ୍ରମଣ ରୋକିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମରେ ଏନଏସିର ୬ ନମ୍ବର ୱାର୍ଡ଼ର…
ଆଜି ସୁସ୍ଥ ହେଲେ ୬୦୮ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୬୦୮ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୧୯୩୮ ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ଗଂଜାମ ଜିଲାରୁ ୨୭୯ ଜଣ | ସେଜିପରି ୮୪ ଜଣ ଯାଜପୁରରୁ, ୫୦ଜଣ ଖୋର୍ଦ୍ଧାରୁ,୪୧ଜଣ କଟକରୁ, ୨୩ଜଣ…
କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି -ନିରଞ୍ଜନ ପଟ୍ଟନାୟକ
କାହିଁକି ଡକାଯାଉନି ରିଭ୍ୟୁ ମିଟିଂ, ଅତିରଞ୍ଜିତ ଅସତ୍ୟ ତଥ୍ୟ ରଖି ଲୁଟ ହେଉଛି ହଜାର ହଜାର କୋଟି
ଭୁବନେଶ୍ୱର(ଶାସକ ପ୍ରଶାସକ) -ଜଙ୍ଗଲ ବନ୍ୟଜନ୍ତୁଙ୍କୁ ଧ୍ୱଂସ ମୁଖରୁ ରଖିବା ନିମନ୍ତେ କାମ୍ପା ଆଇନ ପ୍ରଣୟନ ହୋଇଥିଲା ଓ କାମ୍ପା ଫଣ୍ଡ ଗଠନ ହୋଇଥିଲା। ଏହି ଫଣ୍ଡ ବା ପାଣ୍ଠିରୁ ରାଜ୍ୟମାନଙ୍କ…
ବିଏମସି ଏରିଆରୁ ଚିହ୍ନଟ ହେଲେ ୮୭ ଆକ୍ରାନ୍ତ
ବାହାର ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ବୃଦ୍ଧି ବଢ଼ାଇ ଦେଇଛି ଚିନ୍ତା
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୮୭ ଜଣଙ୍କ ମଧ୍ୟରୁ ଚିନ୍ତାଜନକ ଭାବେ ୪୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ସଂକ୍ରମଣର ଶିକାର…
ଟୁଇଟର ଆକାଉଣ୍ଟ ବି ହେଉଛି ହ୍ୟାକ୍ : ସବିଶେଷ ତଥ୍ୟ ମାଗିଲେ ଭାରତ ସରକାର
ନୂଆଦିଲ୍ଲୀ (ଏସପିବି) : : ନିରାପଦ ବି ନୁହେ ଟୁଇଟର ଆକାଉଣ୍ଟ | ଏହା ହେଉଛି ହାକ | ଆଉ ଏ ସମ୍ପର୍କରେ ଟୁଇଟର ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ଭାରତ ସରକାର | ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଏକ ନୋଟିସ ପଠାଇ ଗତ ସପ୍ତାହରେ ଘଟିଥିବା ବିଶ୍ୱବ୍ୟାପୀ ହ୍ୟାକ୍ ଦ୍ୱାରା ପ୍ରଭାବିତ…
ସମ୍ବଲପୁର ଜ଼ିଲ୍ଲାରେ ବେକାବୁ ହେଉଛି କରୋନା !
୧୧ ଜଣ କରୋନା ଯୋଦ୍ଧା, ଜଣେ ଶିଶୁ ସମେତ ଦିନକରେ ସର୍ବାଧିକ ୨୦ ଜଣ ପଜିଟିଭ ଚିହ୍ନଟ l
ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସାରା ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେ ଦିନ କୁ ଦିନ…