Sign in
Sign in
Recover your password.
A password will be e-mailed to you.
ମୟୂରଭଞ୍ଜରେ ଧଳା ଜହରର ଚୋରା କାରବାର ବୃଦ୍ଧି
ଜିଲ୍ଲା ଅବକାରୀ ଓ ପୁଲିସ ବିଭାଗ ଦଣ୍ଡିକିରି ଧରୁଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଜାଲରେ ବଡ଼ ମାଛ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଚୋରା ମାରାତ୍ମକ ନିଶାଦ୍ରବ୍ୟ କାରବାରର ପେଣ୍ଠସ୍ଥଳ ପାଲଟିଯାଇଛି । ଏହି ସମୟରେ ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ଦଣ୍ଡିକିରି ମାଛ ମାରି…
ସୁୁନାମୁହିଁ ଗ୍ରାମ ପଂଚାୟତରେ ସୂଚନା ଅଧିକାର କର୍ମୀଙ୍କୁୁ ମାଡ
ଉଭୟ ପକ୍ଷରୁ ଥାନାରେ ୨ଟି ଅଭିଯୋଗ ଦାଖଲ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ସୁନାମୁହିଁ ପଂଚାୟତ କାର୍ଯ୍ୟାଳୟକୁ ସୂଚନା ସମ୍ପର୍କୀତ ତଥ୍ୟ ପାଇଁ ଯାଇଥିବା ସମୟରେ ସୂଚନା ଅଧିକାର ତଥା ସାମାଜିକ କର୍ମୀ ରାମଚନ୍ଦ୍ର ଚୈାଧୁରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ…
ବୀରମହାରାଜପୁର ବ୍ଳକରେ ଗୋଟିଏ ପରିବାରର ୫ ଜଣ କରୋନା ପଜିଟିଭ ଚିହ୍ନଟ।
ଅଞ୍ଚଳବାସୀ ଆତଙ୍କିତ, ୯ ପଞ୍ଚାୟତ ସଟ୍ ଡାଉନ୍ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଟେଭାପଦର (ନୂଆଁଡିହ) ଗ୍ରାମରେ ଗୋଟିଏ ପରିବାରରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କ…
ଲକ୍ ଡାଉନ୍ ସମୟରେ ପୂର୍ବ ତଟ ରେଳପଥ କରିଛି ସାତହଜାର ଟନ୍ ପାର୍ସଲ ପରିବହନ
ଏପ୍ରିଲ -ଜୁନ, ୨୦୨୦ ମଧ୍ୟରେ , ପାର୍ସଲ ଟ୍ରେନ ଗୁଡିକ ଦ୍ୱାରା ୬୧୬୦ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ
୩୧ ଟନ୍ ଔଷଧ ଓ ୨୦ ଟନ୍ ଚିକିତ୍ସା ଉପକରଣ ପରିବହନ କରାଯାଇଛି l
୪୩୪୫ ଟନ୍ ର ଆମ୍ବ ସହିତ ୪୩୭୬ ଟନ୍ ର ଫଳ ପରିବହନ କରାଯାଇଛି l
ଦେଶର ବିଭିନ୍ନ…
ଅନାଥ ତିନି ନିଷ୍ପାପ ଶିଶୁ , ଶୈଶବ ଅସହାୟ : ପ୍ରଶାସନ ହେବ କି ସଦୟ
ସିନାପାଲି :ଅନାଥ ହୋଇଯାଇଛନ୍ତି ତିନୋଟି କୋମଳମତି ଶିଶୁ । ଶୈଶବ ହୋଇପଡିଛି ଅସହାୟ । ଖୋଜୁଛନ୍ତି ସେମାନେ ବଞ୍ଚିବାର ବାଟ ।ଗତ ଛଅମାସ ତଳେ ଯକ୍ଷ୍ମା ରୋଗରେ ଆରପାରିକୁ ଚାଲିଯାଇଥିଲେ ବାପା କୃଷ୍ଣ ମାଝି । ପୁଣି ବିଧାତା ନିଷ୍ଠୁର ହୋଇ ପୁଣି ସେମାନଙ୍କ ଠାରୁ ଛଣେଇ ନେଲେ ମାଆ ମଦନା ମାଝୀଙ୍କୁ…
ମ. ରାମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଘୋଷଣା କଲେ ସଟ ଡାଉନ
ସ୍ଥିତି ବିଷୟରେ ଅବଗତ କରାଇ ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସରପଞ୍ଚ
ମ. ରାମପୁରରୁ ଜଗତ ରାମ ସାହୁଙ୍କ ରିପୋର୍ଟ : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଋପ ନେଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଶାସନ ତରଫରୁ ଏହାକୁ ପ୍ରତିହତ…
ସମ୍ବଲପୁରରେ ବଢୁଛି ଲୋକାଲ କଣ୍ଟାକଟ କେଶ : ଅମାନିଆ କରୋନା ଗୋଷ୍ଠୀସଂକ୍ରମଣ ମୁହାଁ !
୨ ଜଣ କରୋନା ଯୋଦ୍ଧା, ୧୩ ପୁରୁଷ ୧୨ ମହିଳା ଆକ୍ରାନ୍ତ
ଦିନକରେ ସର୍ବାଧିକ ୨୫ ଜଣ ପଜିଟିଭ ଚିହ୍ନଟ
ଜ଼ିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ରେ ଦିନ କୁ ଦିନ କରୋନା ସଂକ୍ରମଣ କ୍ଷିପ୍ର ଗତି ରେ ବଢୁଛି l ଆଜି ୨ ଜଣ…
ଲକ୍ଷ୍ମୀ ଟକିଜ୍ ଛକ ରେ ନାଗ ନାଗୁଣୀଙ୍କ ମିଳନ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶରେ କେତେବେଳେ କୁ ଲକ୍ ଡାଉନ୍ ତ କେତେବେଳେ ସଟ୍ ଡାଉନ୍ ଜାରୀ ରହିଥିବା ବେଳେ ଦିଲ୍ଲୀ ଠୁ ନେଇ ପଲ୍ଲୀ ପର୍ଯ୍ୟନ୍ତ ଜନଶୂନ୍ୟ ହୋଇ ଯାଉଛି। କିନ୍ତୁ, ଜୀବଜନ୍ତୁ ମାନେ ମଣିଷ ମାନଙ୍କ ଦାଉ ରୁ ରକ୍ଷା ପାଇଁ ନିର୍ଭୟ ରେ…
ବରଗଡ଼ ଜିଲ୍ଳା ସରକାରୀ ମୁଖ୍ୟ ଚିକିତ୍ସାଲୟ ଖେଦାପାଲି ୫ ଦିନ ପାଇଁ ସଟଡାଉନ
କାର୍ଯ୍ୟରତ ଡ଼ାକ୍ତର କରୋନା ସଂକ୍ରମିତ ଚିହ୍ନଟ
ବରଗଡ :- ବରଗଡ଼ ଜିଲ୍ଳା ସରକାରୀ ମୁଖ୍ୟ ଚିକିତ୍ସାଲୟ ଖେଦାପାଲିକୁ ଆଗାମୀ ୫ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଉକ୍ତ ହସ୍ପିଟାଲରୁ ଜଣେ କାର୍ଯ୍ୟରତ ଡ଼ାକ୍ତର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା…
ଗାଁ ମଝିରେ ପୋଖରୀ, ଘରୁ ବାହାରିବାକୁ ରାସ୍ତା ନାହିଁ
ଶାସକ ପ୍ରଶାସକ/ ହାଟଡିହି : ଘର ଦୁଆର ମୁହଁ ରେ ବିପଦ | ରାସ୍ତା ଖଣ୍ଡିଏ ନାହିଁ l ଘରୁ ବାହାରିଲେ ପୋଖରୀ ହୁଡ଼ା ହିଁ ଏକମାତ୍ର ରାସ୍ତା l ଗାଁ ମଝିରେ ସରକାରୀ ପୋଖରୀ lପୋଖରୀ ଚାରିପଟେ ଲୋକ ମାନେ ବସବାସ କରୁଛନ୍ତି l ପୋଖରୀ ହୁଡ଼ା ଖାଇ ଘର ଦୁଆର ମୁହଁ କୁ ପୋଖରୀ ଲାଗି ଗଲାଣି l ବିଲ…