Sign in
Sign in
Recover your password.
A password will be e-mailed to you.
ଆଜି ବିଏମସି ଅଂଚଳରୁ ୪୯ ପଜିଟିଭ
ଭୁବନେଶ୍ୱର ( ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୪୯ ଜଣ କୋଭିଡ ପଜିଟିଭ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୫ ଜଣ। ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ…
କୋଭିଡ-୧୯ ଭ୍ୟାକ୍ସିନ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହେଲା ସମ୍ ହସ୍ପିଟାଲରେ
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡି-୧୯…
୭ ପୋଲିସ କର୍ମଚାରୀ କରୋନା ପଜିଟିଭ
ଭଦ୍ରକ(ଶାସକ ପ୍ରଶାସକ) : ଭଦ୍ରକରେ ୭ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନିତ ହୋଇଛନ୍ତି | ଆଜି ଏ ବିଷୟରେ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି | ଆଜି ଆକ୍ରାନ୍ତ ଭାବେ ଚହ୍ନଟ ଯୋଇଥିବା ପୋଲିସ କର୍ମଚାରୀମାନେ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ନିୟୋଜିତ ହୋଇ ଆସିଥିଲେ | ଆଜି ସେମାନେ…
ମନ୍ଦିର ନଗରୀର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଡ଼ ଉମାଶଙ୍କର
କଟକ ମହାନଗରର ଦାୟିତ୍ୱ ନେଲେ ପ୍ରତୀକ ସିଂ
ବିଦାୟୀ ଡିସିପି ଅନୁପ ଓ ଅଖିଳେଶ୍ଵରଙ୍କୁ ବିଦାୟ ସମ୍ବର୍ଦ୍ଧନା
ଭୁବନେଶ୍ୱର(ମାନସୀ ମିଶ୍ର) : ପୁରୀରେ ସଫଳତାର ସହିତ ଏସପି ଭାବେ ଦାୟିତ୍ୱ ନିର୍ବାହ କରି ନିକଟରେ ଭୁବନେଶ୍ୱର କମିସନରେଟକୁ ବଦଳି ହୋଇଥିବା ୨୦୦୮ ବ୍ୟାଚର ଦକ୍ଷ ଆଇପିଏସ ଅଫିସର…
ଖରାଦିନ ସରିଗଲା କିନ୍ତୁ କାମରେ ଆସିଲାନି ପାଣି ଟାଙ୍କି
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ଗ୍ରାମପଞ୍ଚାୟତ ପରିସରରେ ଥିବା ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ଲୋକଙ୍କ କୌଣସି କାମରେ ଆସିଲାନାହିଁ । ଖରାଦିନ ସରିଗଲା ହେଲେ ପାଣିପାଇଁ ଡହଳବିକଳ ହେଉଥିବା କଦଳୀଗଡ ବାସୀଙ୍କ…
ଛ ମୃତ୍ୟୁ ସହ ଆଜି ୬୭୩ ଆକ୍ରାନ୍ତ: କରୋନା ଟପିଲା ୧୮୦୦୦
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଆଜି ରାଜ୍ୟରେ ଟପିଲା ୧୮୦୦୦ | ନେଇଛି ଆଜି ୬ ମୁଣ୍ଡ | ରାଜ୍ୟରେ ଆଜି ଚିହ୍ନଟ ହେଲେ ୬୭୩ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୪୪୬ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୨୭ ଜଣ | ଫଳରେ…
ଅମାନିଆଙ୍କ ପରି ମାଡି ଚାଲିଛି କରୋନା
୧୧ ଲକ୍ଷ ଟପିଲା, ଦିନକରେ ଚାଳିଶ ହଜାର
ନୂଆଦିଲ୍ଲୀ (ଏସପିବି) : ଆଜି ୧୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ବ୍ରେକ ନଥିବା ବାଇକ ପରି ଆଗକୁ ଆଗକୁ ବଢିଚାଲିଛି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୦,୪୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଫଳରେ…
ଆମର ଦି ଜଣ ଅଛନ୍ତି, ହେଲେ ଆମେ କିଙ୍ଗମେକର
ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ସମର୍ଥନ ନିଶ୍ଚିତ କଲା ବିଟିପି
ଆଜି ହାଇକୋର୍ଟଙ୍କ ଶୁଣାଣି ଉପରେ ସଭିଙ୍କ ନଜର
ଜୟପୁର(ଏଜେନ୍ସି) : ଅଶୋକ ଗେହଲୋଟ୍ ସରକାର ରାଜସ୍ଥାନରେ କ୍ଷମତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବାବେଳେ ଭାରତ ଆଦିବାସୀ ଦଳ କହିଛନ୍ତି "ରାଜ୍ୟ ବିଧାନସଭାରେ ଏହାର ଉପସ୍ଥିତି…
ମୟୂରଭଞ୍ଜ : ଆଜି ନୂଆ ୧୨ ପଜିଟିଭ ଚିହ୍ନଟ. ପଜିଟିଭ ସଂଖ୍ୟା ୪୬୮କୁ ବୃଦ୍ଧି
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର-୨, ବାରିପଦା ପୌରପରିଷଦ-୨, କରଞ୍ଜିଆ-୧, ରାଇରଙ୍ଗପୁର-୧ ଓ ଶୁକୃଳି ବ୍ଲକ ଅଞ୍ଚଳରୁ ୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ କରୋନା ପଜିଟିଭ ସଂଖ୍ୟା ୪୬୮କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ କରଞ୍ଜିଆ(୧) ଓ…
ମୟୂରଭଞ୍ଜରେ ଜୁଲାଇ ମାସର ସପ୍ତାହାନ୍ତ ସଟ୍ ଡ଼ାଉନ-୩ ଶେଷ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା…