Sign in
Sign in
Recover your password.
A password will be e-mailed to you.
ଝାରସୁଗୁଡ଼ାରେ କୋଇଲା ସମ୍ବନ୍ଧୀୟ ଅଦାଲତ ଗଠନ ପାଇଁ ଅନୁରୋଧ କଲେ ଝାରସୁଗୁଡ଼ା ବାର ଏସୋସିଏସନ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାଠାରେ କୋଇଲା ସମ୍ବନ୍ଧୀୟ ମାମଲାର ବିଚାର ପାଇଁ ଏକ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ ଝାରସୁଗୁଡ଼ା ବାର ଏସୋସିଏସନ କେନ୍ଦ୍ର ଆଇନ ମନ୍ତ୍ରୀ ଓ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ନିକଟରେ ଏକ ଦାବିପତ୍ର ପ୍ରେରଣ କରିଛନ୍ତି। ପତ୍ରସଂଖ୍ୟା ଡିବିଏ /ଜେଏସଜି…
ମ. ରାମପୁର ବନ ବିଭାଗ ଜବତ୍ କଲା ଶାଗୁଆନ କାଠ ପଟା
ମ. ରାମପୁର/ଜଗତ ରାମ ସାହୁ: ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ମ. ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଳି ଗ୍ରାମ ପଞ୍ଚାୟତସ୍ଥିତ ଦୁଟା ଗ୍ରାମର କୃତିବାସ ସାହୁଙ୍କ ଘରୁ ଶାଗୁଆନ କାଠ ପଟା ଜବତ କଲା ବନ ବିଭାଗ। ସୂଚନା ଅନୁସାରେ କୃତିବାସ ସାହୁ ରାସ୍ତା କଡ଼ରେ ଥିବା ତାଙ୍କ ଚାଷ ଜମିରେ ଏହି…
ଗୁଣୁପୁର ପୋୖର ପରିଷଦରେ ଅନିୟମିତତା ଏବଂ ପରିମଳ ଅବ୍ୟବସ୍ଥା ଅଭିଯୋଗ
ବର୍ଷିଲେ ରାୟଗଡ ଜିଲ୍ଲା ବିକାଶ ପରିଷଦ ଉପଖଣ୍ଡ ଆବାହକ
ଗୁଣୁପୁର( ରାୟଗଡ) - ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦରେ ଦେଖାଦେଇଥିବା କିଛି ଅନିୟମିତତା କାର୍ଯ୍ୟ କଳାପକୁ ପୋୖର ପରିଷଦ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଙ୍କ ଦୃଷ୍ଟିକୁ ଆଣି ଏଗୁଡିକର ନିରାକରଣ ନିମନ୍ତେ ଏକ ପ୍ରସ୍ତାବିତ ଦାବୀ…
ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୪୫୭ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୪୫୭ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୨୯୧୦ ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ଗଂଜାମ ଜିଲାରୁ ୧୧୮ ଜଣ | ସେହିପରି ୫୩ଜଣ ନୟାଗଡ, ୪୪ଜଣ କଟକ, ୩୮ଜଣ ସୁନ୍ଦେରଗଡ, ୩୨ଜଣ ଖୋରଧା, ୨୨ଜଣ…
ଗଞ୍ଜାମରେ କୋଭିଡ ଲଢ଼େଇକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ଘୋଷଣା
http://www.youtube.com/watch?v=PRi1O1siu-A
ଗୁରୁତର ରୋଗୀଙ୍କ ପାଇଁ ଆସନ୍ତା କାଲିଠୁ ଗଞ୍ଜାମରେ ପ୍ଲାଜ୍ମା ଥେରାପି
ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର
ସାରା ରାଜ୍ୟରେ ସର୍ଭେ କାମରେ ନିୟୋଜିତ ଆଶା, ଅଙ୍ଗନବାଡି କର୍ମୀଙ୍କ…
ଘରୋଇ ବସ ଉପରୁ ଟ୍ୟାକ୍ସ ଛାଡ଼ ଘୋଷଣା କଲେ ସରକାର |
ସମସ୍ତ ଯାନବାହାନ ଡ଼କ୍ୟୁମେଣ୍ଟ ବୈଧତା ଅବଧି ବଢ଼ାଇଲେ ପରିବହନ କର୍ତ୍ତୃପକ୍ଷ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଲକ ଡାଉନ ଓ ସଟ ଡାଉନ କାରଣରୁ ବସ ଚଳାଚଳ ଗୁରୁତର ବ୍ୟାହତ ହୋଇଥିବା କାରଣରୁ ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ, ମେ ଓ ଜୁନରେ ସମ୍ପୂର୍ଣ୍ଣ ଟ୍ୟାକ୍ସ ଛାଡ଼ କରିଥିବା ବେଳେ ଏବେ ବି…
ଡିଜିଟାଲ ହେଲା ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ
କାର୍ଯ୍ୟକ୍ଷମ ହେଲା ଡିଜିଟାଲ ଏକ୍ସରେ, ଚକ୍ଷୁ ବିଭାଗ ହେଲା ସମ୍ପୂର୍ଣ୍ଣ ଡିଜିଟାଲ
ବରଗଡ :- ଧୀରେ ଧୀରେ ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତ୍ୟେକ ଅନୁଷ୍ଠାନ ଓ ସଂସ୍ଥା ଡିଜିଟାଲ ହେବାକୁ ବସିଲାଣି । ଏହି କ୍ରମରେ ଆଜି ଜିଲ୍ଲା ର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ…
ଲୋକଙ୍କ ପାଇଁ ଯୋଉ ନିୟମ ଆମ ପୁଲିସ ବାବୁଙ୍କ ପାଇଁ ସେଇଆ ତ !!
ପୋଲିସ କର୍ମଚାରୀ ସହ ଖେଳ ଖେଳି ନିୟମ ଉଲ୍ଲଂଘନ କଲେ ତଣ୍ଡ ଗଣିବେ ତ ?
ଝାରସୁଗୁଡ଼ା/ ସୁବାଷ ସାହାରେ : ଝାରସୁଗୁଡ଼ାରେ ଶନିବାର ଓ ରବିବାର ସଟଡାଉନ ଘୋଷଣା ହେଇଥିବା ବେଳେ କାଲି ବିଟିଏମ୍ ପଡ଼ିଆରେ ଯେଉଁ ଜାଗାରେ ଗତ ଦିନ ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଥିଲା । ଆଜି ସେହି…
ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪ ଶ୍ରମିକ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ନୂଆପଡା ରାସ୍ତାରେ ମିଠାପଲି ନିକଟସ୍ଥ ବିକ୍ରମନଗର ମନଭଙ୍ଗ ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ଚାରିଟା ସମୟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହେଇ ଓଲଟି ପଡିବାରୁ ଟ୍ରାକ୍ଟରରେ ବସିଥିବା ଚାରି ଜଣ ଶ୍ରମିକ ଅଳ୍ପକେ ବର୍ତ୍ତୀ ଯାଇଥିଲେ ।…
ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ବିୟୋଗରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍. ଉଦୟଗିରି ନିବାସୀ ଜୈନିକ ସାଂସ୍କୃତିକ ବ୍ୟକ୍ତିତ୍ୱ ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ଆଜି ସକାଳେ ହଠାତ୍ ହୃଦଘାତରେ ପରଲୋକ ହୋଇଯାଇଛି। ସେ ବ୍ରହ୍ମପୁର ବିସିସି ବ୍ୟାଙ୍କର ବରିଷ୍ଠ କିରାଣୀ ଭାବେ ଅବସର ନେଇ ଗଜପତି ଜିଲ୍ଲାରେ…