Sign in
Sign in
Recover your password.
A password will be e-mailed to you.
ଆଜି ରାଜ୍ୟରେ ୬୪୭/୬
ପ୍ରାଣ ହରାଇଲେ ୬ ଜଣ , ଶହେ ଟପିଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୪୭ କରୋନା ପଜିଟିଭ ରାଜ୍ୟର ୨୩ ରୀ ଜିଲ୍ଲାରୁ | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନରୁ ୪୩୧ଜଣ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୨୧୬ ଜଣ | ଫଳରେ ମୋଟ…
ଆଜି କରୋନା ଆକ୍ରାନ୍ତ ୩୭ ହଜାର ଉପରେ
ନୂଆଦିଲ୍ଲୀ (ଏଜେନ୍ସି) ଆଜି ସାରା ଦେଶରେ ୩୭,୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୭,୧୪୮ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୫୮୭ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ…
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ
ଭୋପାଲ( ଏଜେନ୍ସି) : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି | ଆସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଶ୍ରୀ ଟଣ୍ଡନଙ୍କ ମଙ୍ଗଳବାର (ଜୁଲାଇ 21) ରେ ଦେହାନ୍ତ ହୋଇଛି। ଏ ବିଷୟ ଲାଲଜୀ ଟଣ୍ଡନଙ୍କ ପୁଅ ଆଶୁତୋଷ ଟଣ୍ଡନ…
ଅଫେରା ରାଇଜରେ ମହାନାୟକ : ଶୋକାଭିଭୂତ ଓଡିଆ, ନିସ୍ତବ୍ଧ କଳା ଦୁନିଆ
ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ) : ନାଁ ଯେମିତି ବାପା ମା ଦେଇଥିଲେ, ସୁଯୋଗ୍ୟ ସନ୍ତାନ ଭାବେ ସାର୍ଥକତା ପ୍ରତିପାଦିତ କରିଥିଲେ କୋଟି ହୃଦୟର ମହାନାୟକ ବିଜୟ ମହାନ୍ତି | ନା ଥିଲା ବିଜୟ , ହେଲେ ସେ ଥିଲେ ଓଡ଼ିଆ କଲା ଜଗତର ଦିଗବିଜୟୀ ବାଦଶାହ | କେହେବେଳେ ଖାଲ ନାୟକ, କେତେବେଳେ ନାୟକ,…
” କରୋନା ମୁକାବିଲା କଡାକଡି କରାଯିବ, ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ରହିବ ତୀକ୍ଷ୍ଣ ନଜର”
ଦାୟୀତ୍ୱ ନେଲେ ନୂଆ ଏସପି , ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଲୋଡିଲେ ସଭିଙ୍କ ସହଯୋଗ
ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ :କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପୂର୍ବତନ ଜିଲ୍ଲା ଆରକ୍ଷୀ …
ବନବିଭାଗ ଓ କାଳୀମନ୍ଦିର ସମିତି ମିଳିତ ଉଦ୍ୟମରେ ଚାରା ଗଛ ବଣ୍ଟନ
ଝାରସୁଗୁଡା/ ସୁବାଷ ସାହାରେ : ଝାରସୁଗୁଡା ସ୍ଥିତ କାଳୀମନ୍ଦିର ରେ ଆଜି ୭୧ ତମ ବନମହୋତ୍ସଵ ଅବସରରେ ଛୋଟ ଚାରା ଗଛ ବଣ୍ଟନ କରାଯାଇଥିଲା ।କାଳୀମନ୍ଦିର ପରିସରରେ ଅଁଳା ଗଛ କୁ ନିଜେ ଡିଏଫଓ ଏଲ .କେ ପାତ୍ର ଲଗେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଗୋଟିଏ ଗଛ କୁ ୧ ଟଙ୍କା ମାତ୍ର ଦେଇ…
ସୋହେଲା ବ୍ଲକରେ ପ୍ରଥମ କରୋନା ରୋଗୀ ଚିହ୍ନଟ
ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମରେ ଆଜି ବ୍ଲକର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତ୍ରିପୁରାରେ କାମ କରୁଥିବା ଜଣେ ସୁରକ୍ଷା କର୍ମୀ । ସେ ୬ ତାରିଖ ଦିନ ଫ୍ଲାଇଟରେ ଅଗରତାଲାରୁ କୋଲକତା ଓ କୋଲକତାରୁ…
ମିଛ ଚର୍ଚ୍ଚା ସତ ହେଇଗଲା : ସମସ୍ତଙ୍କ ଆଖିପତା ଓଦା କରି ଫେରିଗଲେ ଅଭିନୟ ବାଦଶାହ
ସମଗ୍ର ଓଡ଼ିଆ କଳାଜଗତ ସ୍ତବ୍ଧ, ଆଖି ବୁଜିଦେଲେ ସମସ୍ତଙ୍କ ବିଜୟ ମହାନ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ) : ସମସ୍ତେ ମିଛରେ ଗୋଟାଏ ଚର୍ଚ୍ଚା କରିଥିଲେ ସେ ଚାଲିଗଲେ ବୋଲି | ସମସ୍ତେ ଭାବିଲେ ଏଭଳି ମିଛ ପ୍ରଚାର ତାଙ୍କ ଆୟୁଷକୁ ବଢ଼ାଇ ଦେଲା | ହେଲେ ସେମିତି କିଛି ହେଲାନି | ମିଛ ଚର୍ଚ୍ଚା…
କ୍ଵାରେଣ୍ଟାଇନ ସେଣ୍ଟରରେ ମୃତ୍ୟୁ ବରଣ କଲେ ମହିଳା।
ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲିସ୍ଥିତ କ୍ବାରେନ୍ଟାଇନ୍ କେନ୍ଦ୍ରରେ ଏକ ୭୦ ବର୍ଷ ବୟସ୍କା ମହିଳାଙ୍କ କିଛି ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିବା ଝାରସୁଗୁଡ଼ା ସିଡିଏମଓ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଗତ ୧୨ ଜୁଲାଇରୁ…
ମହିଳା ଓ ଯୁବକଙ୍କ ମୃତ ଦେହ ଠାବ।
ଝାରସୁଗୁଡ଼ା /(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବେଲପାହାଡ଼ ଓ ଗୁମାଡେରା ମଝିରେ ରେଳ ଧାରଣାରୁ ମିଳିଥିବା ଏହି ମୃତଦେହଗୁଡ଼ିକ ଜଣେ ମହିଳା ଓ ଜଣେ ଯୁବକଙ୍କ ବୋଲି ସୂଚନା ମିଳିଛି। ଏହି ଦୁଇ ମୃତଦେହକୁ ଜବତ କରିବା ପରେ ରେଲୱେ…