ଆସନ୍ତାକାଲିଠାରୁ ୧୦ ଦିନ ସମ୍ବଲପୁର ଜିଲ୍ଲା ସଟ୍ ଡାଉନ୍ 

http://www.youtube.com/watch?v=myyC140I6TU ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): କରୋନା ସଂକ୍ରମଣ ରୋକିବାକୁ ଆସନ୍ତାକାଲି ୨୨ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ୧୦ ଦିନ ପାଇଁ ସଟ୍ ଡାଉନ ରହିବ ବୋଲି ଜିଲ୍ଲାପାଳ ଶୁଭମ୍ ସକ୍ସସେନା ଆଜି  ଘୋଷଣା କରିଛନ୍ତି । ସେ କହିିଛନ୍ତି,୧୦ ଦିନିଆ ସଟ୍…

କୋଭିଡ୍‌ ପରିସ୍ଥିତି ସତ୍ତ୍ୱେ ହେବ ସିଭିଲ ସର୍ଭିସ ସାକ୍ଷାତକାର !

ପରୀକ୍ଷା ଆୟୋଜନ କରାଇବା ପାଇଁ ୟୁପିଏସ୍‌ସିର ଉଦ୍ୟମ ନୂଆଦିଲ୍ଲୀ (ଏସପିବି ): କରୋନା ମହାମାରୀ ସତ୍ତ୍ୱେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) 2019 ବର୍ଷ ପାଇଁ ଅନୁଷ୍ଠିତ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ବା…

ଲୋକ ଭୁଲ କଲେ ଦଣ୍ଡ ଦିଆ ଯାଉ, ହେଲେ ପୋଲିସର ଇଏ କି ଅଭାଦ୍ରାମୀ (Pls See the video how police slaps )

 ଭିଡିଓ ଭାଇରାଲ ହେବା  ପରେ ତଦନ୍ତ ନିର୍ଦ୍ଦେଶ  ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ାର ଦୁଇଜଣ ପୋଲିସ କର୍ମଚାରୀ ଜଣେ ଯୁବକଙ୍କୁ ନିର୍ଘାତ ମାଡ ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ।…

ଆଜି ବିଏମସି ଅଂଚଳରେ ହୋଇଛି କମ ସଂକ୍ରମଣ : ଲୋକାଲ କଣ୍ଟାକ୍ଟ ମାତ୍ର ୫ ଜଣ  

ଭୁବନେଶ୍ୱର ( ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିପୁର୍ଣ ଖବର | ଚିହ୍ନଟ ହୋଇଛନ୍ତି ମାତ୍ର ୨୧ ଜଣ | ସବୁଠୁ ବଡ ଖୁସି ହେଉଛି ଯେ ଆଜି କମ ହୋଇଛି ସ୍ଥାନୀୟ ସଂକ୍ରମଣ | କବାରେଣ୍ଟାଇନ ସେଣ୍ଟରରୁ ୧୬ ଜଣ ଚିହ୍ନଟ ଯୋଇଥିବା ବେଳେ ବାହାରୁ…

ଅଞ୍ଚଳ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ।

ପଦ୍ମପୁର- ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ  ଶ୍ରୀ  ଲଲିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇ ଥିଲା। ପଦ୍ମପୁର ରେଞ୍ଜର ଶ୍ରୀ ପ୍ରମୋଦ ସାହୁ ମୁଖ୍ୟ  ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ ରେଡକ୍ରସ୍…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ପଦ୍ମପୁର / ଶାସକ ପ୍ରଶାସକ :  ବର୍ତ୍ତମାନ ସାରା ବିଶ୍ବ ରେ କରୋନା ର ଭୟାବହାତ ବଢ଼ିବାରେ ଲାଗୁଥିବା ବେଳେ ଭାରତରେ ମଧ୍ୟ ବର୍ତ୍ତମାନ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଘଡି ସନ୍ଧି ମୁହୂର୍ତ୍ତରେ ଲାକଡାଉନ ଖୋଲିଥିଲେ ହେଁ କିଛିଟା କଟକଣା ଜନସାଧାରଣଙ୍କ ହିତ ସାଧନ…

ବ୍ୟାଙ୍କ ଅଫ ବରୋଦା ର ୧୧୩ତମ ପ୍ରତିଷ୍ଠା ଦିବସ

ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ସହର ରେ ଥିବା ବ୍ୟାଙ୍କ ଅଫ ବରୋଦାର ୧୧୩ତମ ପ୍ରତିଷ୍ଠାଦିବସ ସ୍ଥାନୀୟ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛିା କରୋନା କଟକଣା ଯୋଗୁଁ ସମସ୍ତେ ମାକ୍ସ ପରିଧାନ ସହ ସାମାଜିକ ଦୂରତ୍ୱ ରଖି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ…

ଚୋରା ବ୍ରାଉନସୁଗାର ବ୍ୟବସାୟୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଲେ କ୍ରାଇମବ୍ରାଞ୍ଚ ଏସଟିଏଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୧୯ ସକାଳ ସମୟରେ ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର କୁଚେଇ-ବାରିପଦା ରାସ୍ତାରେ ପ୍ରାୟ ସାଢେ଼ ୩ କୋଟିରୁ ଅଧିକ ମୂଲ୍ୟର ୩.୨୮୫କି.ଗ୍ରାମ ଓଜନର ମାରାତ୍ମକ ଚୋରା ବ୍ରାଉନସୁଗାର ଜବତ କରିବା ସହିତ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା…

କ୍ରିକେଟ ଖେଳି ଗଣିଲେ ୧୨ ହଜାର ତଣ୍ଡ 

ବୁଗୁଡ଼ା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ପୋଲସରା ଥାନା ଅନ୍ତର୍ଗତ ବେଲ ଗାଁ ପଡ଼ିଆରେ ରବିବାର ଦିନ କ୍ରିକେଟ ମ୍ୟାଚ ଖେଳି ଲକ୍ ଡାଉନ୍ ଆଇନ ଉଲଙ୍ଘନ କରି ୨୪ ଜଣ ଖେଳାଳି ୧୨ ହଜାର ଟଙ୍କା ଜରିମାନା ଦେଇଥବା ଜଣା ପଡ଼ିଛି। ବେଲ ଗାଁ, ଡିମିରିଆ ପ୍ରଭୃତି ଗ୍ରାମର ୨୪ ଜଣ ଯୁବକ ବେଲ ଗାଁ…

ସ୍ୱାଧୀନତା ସଂଗ୍ରାମୀ  ଦେବାନନ୍ଦ ଗୁପ୍ତାଙ୍କୁ ଭେଟିଲେ ରେଙ୍ଗାଲି ବିଧାୟକ ଏବଂ ଜ଼ିଲ୍ଲା ପରିଷଦ ସଭାପତି 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା (୯୪) ଙ୍କ ସମେତ ରାଜ୍ୟ ର  ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ରେ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।    ଏହି ପରିପେକ୍ଷୀରେ ଆଜି …