Sign in
Sign in
Recover your password.
A password will be e-mailed to you.
ଲକଡାଉନ ହେଲା ଲଇକେରା ପଞ୍ଚାୟତର ଲଇକେରା ଗ୍ରାମ।
ଝାରସୁଗୁଡ଼ା :(ସୁଭାଷ ସହାରେ) : କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଲଇକେରାକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ବିବୃତିରେ ସରପଞ୍ଚ ଶ୍ରୀ ସୁଶୀଲ କୁମାର କିସାନ ଉଲ୍ଲେଖ କରିଛନ୍ତି ଯେ ସାଧାରଣ ଜନତାଙ୍କ ଧନଜୀବନର ନିରାପତ୍ତା ଓ ସୁରକ୍ଷାକୁ…
ଶିବଶକ୍ତି ଯୁବା ସଂଘ ଗଠିତ
ପଦ୍ମପୁର ,(ଶାସକ ପ୍ରଶାସକ) : ପଦ୍ମପୁର ସବ ଡିଭିଜନ ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମରେ ଯୁବ ଗୋଷ୍ଠି ଏକ ହୋଇ ଶିବଶକ୍ତି ଯୁବା ସଂଘ ଗଠନ କରିଛନ୍ତି । ଉଦଘାଟନ ଦିବସରେ ଝାରବନ୍ଧର ଯୁବ ସମାଜସେବୀ ମିଳନ ପାଣ୍ତେ ଯୋଗଦାନ କରି ଯୁବ ସଂଘ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ।…
ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ୩ ଦିନ ପାଇଁ ବନ୍ଦ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ଆଉ ତିନି ପାଇଁ ବନ୍ଦ ରହିବ। ଚିକିତ୍ସାଳୟର କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓପିଡି ତିନିଦିନ ବନ୍ଦ…
ଜଗଦଲପୁର ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଚେକିଙ୍ଗ
ଝାରବନ୍ଧ-ମନୋହର ଦାଶ / ବରଗଡ ଜିଲ୍ଲା ରେ ବଢି ଚାଲିଥିବା କରୋନା ସଂକ୍ରମଣ ରୋକିବା ପାଇଁ ଜଗଦଲପୁର ପୋଲିସ ପକ୍ଷରୁ କଟକଣା ଆହୁରି କଡାକଡି କରିଛି ।ବାହାରେ ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିବା ଦୋକାନ ଆଗରେ ହେଉଥିବା ଭିଡ଼ କମାଇବା ଉପରେ ପୋଲିସ ପକ୍ଷ ରୁ ପଦକ୍ଷେପ ନିଆଯାଇଛି ।
ଜଗଦଲପୁର…
ପୂର୍ବ ଭାରତକୁ ଇସ୍ପାତର ପେଣ୍ଠସ୍ଥଳି କରିବା ପାଇଁ ରୋଡମ୍ୟାପ୍ – ଧର୍ମେନ୍ଦ୍ର ପ୍ରଧାନ
ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ) – ପୂର୍ବ ଭାରତକୁ ଇସ୍ପାତ୍ର ପେଣ୍ଠସ୍ଥଳି କରିବା ପାଇଁ ଭବିଷ୍ୟତର ରୋଡମ୍ୟାପ୍ ଉପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତି ସୁବ୍ରମଣିଅନଙ୍କ ସହ ଆଲୋଚନା…
ଆଗାମୀ ଦିନରେ କରୋନା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପଡିବ – ଧର୍ମେନ୍ଦ୍ର ପ୍ରଧାନ
କରୋନା ସଚେତନତା ଦିଗରେ ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର
• ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ପଡିବ
• କରୋନା ସଚେତନତା ବାର୍ତା ସବୁଠୁ ତଳ ସ୍ତରରେ ପହଁଚୁ
• ଭୟଭୀତ ନହୋଇ କରୋନାର ମୁକାବିଲା କରିବା ଜରୁରୀ
ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – କରୋନା ସଚେତନତା…
ଦ୍ୱୈତନଗରୀର ବସ୍ତି ଉପରେ ଅଧିକ ଫୋକସ : ଖୋର୍ଦ୍ଧା-କଟକ ଜିଲ୍ଲା ପାଇଁ ୩୦ କୋଟି
http://www.youtube.com/watch?v=lq4K5GJZym8
ଖୋର୍ଦ୍ଧା-କଟକ ଜିଲ୍ଲା କୋଭିଡ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଡାକ୍ତରଙ୍କ ଅବସର ବୟସ ୬୨ ରୁ ୬୫ କୁ ବୃଦ୍ଧି
ଭୁବନେଶ୍ବର-କଟକ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲାକୁ ୩୦…
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମଧ୍ୟ ୫ ମାସ ପାଇଁ ମାଗଣା ଚାଉଳ ଓ ଡାଲି ପାଇବେ
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ସଂକ୍ରମଣ ଏବଂ ତଦ୍ଜନିତ ଲକ୍ଡାଉନ ଓ ସଟ୍ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ…
ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଚ୍ୟୁତ ସାମନ୍ତ
ବାଙ୍ଗାଲୋର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା
ଭୁବନେଶ୍ୱର(ଶାସକ ପ୍ରଶାସକ): ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। …
ଜ଼ିଲ୍ଲାରେ ଦ୍ବି ଶତକ ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ପୁଣି ୨ କରୋନା ଯୋଦ୍ଧା ସମେତ ୧୦ ଜଣ ନୂଆ
ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ରୁ ପୁଣି ନୂଆ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୦ ଜଣଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ରହିଛନ୍ତି l ଚି଼ହ୍ନଟ…