Sign in
Sign in
Recover your password.
A password will be e-mailed to you.
ମହିଳା ସୁରକ୍ଷା ଦିଗରେ ଆଉ କେତେ ଦିନ ଚୁପ ରହିବେ ମୁଖ୍ୟମନ୍ତ୍ରୀ?:ବିଜେପି
କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗ
ରାଜ୍ୟରେ ଆଦିବାସୀ ଝିଅ ହୋଇ ଜନ୍ମହେବା ଏବେ ଅଭିଶାପ ପାଲଟିଛି
ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଗିରଫ କରୁ
ଜିଲ୍ଲା ପ୍ରଶାସନ…
ଖୁସି ଖବର : ନଭେମ୍ବର ବେଳକୁ ପ୍ରସ୍ତୁତ ହୋଇଯିବ କୋଭିଡ ଟୀକା
ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଶ୍ରୀ ପୁନାୱାଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କୋଭିଡ ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଭାରତରେ ଉତ୍ତମ ଫଳାଫଳ ଦେବା ଦେଖିବାକୁ ମିଳିଛି | ପରବର୍ତ୍ତୀ ପର୍ଯ୍ୟ ପରୀକ୍ଷଣ ଅଗଷ୍ଟ ମାସରେ…
ଭୁବନେଶ୍ୱରରେ ଆଉ ଦୁଇଟି କୋଭିଡି ହସ୍ପିଟାଲ
ସୃଷ୍ଟି ହେବ ଆଉ ୨୭୬ ବେଡ଼, ୪୫ ଆଇସିୟୁ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ICU ସହିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ନୀଳାଚଳ ଡାକ୍ତରଖାନାରେ ୧୫ଟି ICU ସହିତ ୧୨୬ ଶଯ୍ୟା ବିଶିଷ୍ଟ କୋଭିଡ୍…
ଓଡ଼ିଶାରେ କରୋନା ବିସ୍ଫୋରଣ : ୨୮ ଜିଲ୍ଲାରୁ ୧୦୭୮କରୋନା ପଜିଟିଭ
ଗଂଜାମ ୩୭୧, ଖୋରଧା ୧୨୧ ଓ ରାୟଗଡା ୯୬
ଆଜି କରୋନା ମୃତ୍ୟୁ ୫, ମୋଟ ପହଁଚିଲା ୧୦୮
ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି କରୋନା | ବିସ୍ଫୋରଣ କରିଛି କରୋନା ଭୁତାଣୁ | ଆଜି ରାଜ୍ୟରେ ୨୮…
ଆଜି ବି କରୋନା ଆକ୍ରାନ୍ତ ସଂଖ୍ୟା ୩୭ ହଜାର ଉପରେ
୨୪ ଘଣ୍ଟା ଭିତରେ ୬୪୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ଏଜେନ୍ସି) : ଆଜି ବି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଛି ୩୭ ହଜାର | ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଜୟୀ ସାରା ଦେଶରେ ଗତକାଲି ୩୭,୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ବି ୩୭,୭୨୪…
ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ନେଲା ଅଭିନବ ପଦକ୍ଷେପ
ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ରହିଥିବା ଡ୍ରପ ଆଉଟ ହାର ହ୍ରାସ କରିବା ପାଇଁ ପ୍ରୋତ୍ସାହନ ଓ ଉଚ୍ଚଶିକ୍ଷା ପାଇଁ ବୃତ୍ତି
ପ୍ରତିବର୍ଷ ଖର୍ଚ ହେବ ୨୨ କୋଟି, ଉପକୃତ ହେବେ ୫୦୦୦୦ ଛାତ୍ରଛାତ୍ରୀ
ଏହି ସୁବିଧାରେ ସାମିଲ ଦେବା ପାଇଁ ଅଗଷ୍ଟ ୧୪ ତାରିଖ ଭିତରେ ନାମ ପଞ୍ଜିକରଣ…
ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରୀକ ଭାବେ ଅଧିକ ସୁଦୃଢ ହୋଇପାରିବେ:କୈଳାସ ଚୌଧୁରୀ
ଭିଡିଓ କନଫରେନ୍ସରେ କୃଷକ ଉତ୍ପାଦନ ସଂଘ କର୍ମଶାଳାକୁ ସମ୍ଭୋଧିତ କଲେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ
ଭୁବନେଶ୍ୱର/ ଶାସକ ପ୍ରଶାସକ :କୃଷକ ଉତ୍ପାଦକ ସଂଘ ହେଉଛି(ଏଫ.ପି.ଓ)ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନାର ଏକ ଯୁଗାନ୍ତକାରୀ ତଥା ଲାଭଦାୟକ ସଂସ୍ଥାଭାବେ ପ୍ରତୀୟମାନ ।…
ନୂଆ ଏସପିଙ୍କୁ ସ୍ୱାଗତ କରିବା ସହ ସ୍ମାରକପତ୍ର ଦେଲା ଛାତ୍ର ବିଜେଡି
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ: ସୁନ୍ଦରଗଡ ଜିଲ୍ଲାର ନୂଆ ଏସପି ଭାବେ ଦାୟୀତ୍ବ ନେଇଛନ୍ତି ଆଇପିଏସ ସାଗରିକା ନାଥ। ସୁନ୍ଦରଗଡ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏସପି ସାଗରିକା ନାଥଙ୍କୁ ସ୍ବାଗତ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ନୂତନ କରି ତିଆରି ହୋଇଥିବା ବସଷ୍ଟାଣ୍ଟ ଠାରେ ଏକ…
ଘରୋଇ-ସରକାରୀ ଅଂଶୀଦାରୀରେ ଚାଲିବ ଟ୍ରେନ, 16ଜଣ ଭାବୀ ଆବେଦନକାରୀ
ଘରୋଇ ଟ୍ରେନ ପ୍ରକଳ୍ପ ଉପରେ ପ୍ରାକ୍ ଆବେଦନ ସମ୍ମିଳନୀ
• ଏହି ଉଦ୍ୟମ ନୂଆ ଟେକ୍ନୋଲଜି ଆଣିବ, ରାଜସ୍ୱ ବଢାଇବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ
• ଏବେ ଘରୋଇ ଉଦ୍ୟମରେ ଚାଲିଥିବା ଟ୍ରେନ ସହ ଆଉ 151ଟି ସାମିଲ ହେବ
• ଭାବୀ ଆଦେନକାରୀଙ୍କ ବିଭିନ୍ନ ପ୍ରଶ୍ନ ଉପରେ ଆଲୋଚନା କରି ରେଳବାଇ…
“ପଶ୍ଚିମ ଓଡିଶା ପାଇଁ ବୈମାତୃକ ମନୋଭାବ”
କରୋନା ରୋଗୀଙ୍କ ଚିକିତ୍ସା ଓ ପରିଚାଳନାରେ ପଶ୍ଚିମ ଓଡିଶାକୁ ଅବହେଳା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଦାବୀ ପତ୍ର ଦେଲା ବିଜେପି
ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍ ପରିଚାଳନାରୁ ନିବୃତ ରହୁଛନ୍ତି
ବୁର୍ଲା ମେଡିକାଲ୍…