ଚୋରି କରିଥିବା ୫ ଜଣ କୁ ଗିରଫ କଲା ବଡ଼ମାଲ ପୋଲିସ ।

ଝାରସୁଗୁଡ଼ା :(ସୁଭାଷ ସହାରେ):ଝାରସୁଗୁଡ଼ା ବଡ଼ମାଲ ଅଞ୍ଚଳ ରେ ୨୧ ତାରିଖ ଗଣେଶ ସାହୁଙ୍କ ଭଡା ଘରୁ ଜିନିଷ ପତ୍ର ଚୋରି ହୋଇଥିବାର ଅଭିଯୋଗ  ବଡ଼ମାଲ ଥାନାରେ କରିବା ପରେ ବଡ଼ମାଲ ପୋଲିସ ଏକ ମାମଲା ୧୪୬/୨୦୨୦ ରୁଜୁ କରି ଚଢ଼ାଉ କରି ୫ ଜଣକୁ ଗିରଫ କରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି ।…

ଯୁବତୀଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ମଙ୍ଗଲବଜାର ସ୍ଥିତ ପୁରୁଣା ଜିଲ୍ଲା ସଦର ଡାକ୍ତର ଖାନାରେ ଗତ ୧୫ ତାରିଖ ରାତିରେ ମଙ୍ଗଳ ବଜାର ରୋଡ଼ର ଫରହତ ଯାହାନ(୨୭) ନାମକ ଜଣେ  ବିବାହିତ ଯୁବତୀଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପୁରୁଣା ମଙ୍ଗଲବଜାର ଚିକିତ୍ସାଳୟରେ ନିଆଯାଇଥିଲା…

ଟଙ୍କଧର ହେଲେ ସମ୍ବଲପୁର ଜିଲ୍ଲା ବିଜେପି ପ୍ରଭାରୀ 

ସ୍ୱାଗତ କଲେ ଜିଲ୍ଲା ସଭାପତି ଗିରିଶ ପଟେଲ ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡିଶା ପ୍ରଦେଶ ବିଜେପି ର ୩୬ ଗୋଟି ସାଙ୍ଗଠନିକ ଜିଲ୍ଲା ର ପ୍ରଭାରୀ ଙ୍କ ନିଯୁକ୍ତି କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ସମ୍ବଲପୁର…

ସମ୍ବଲପୁର ଜିଲ୍ଲାରେ ୫ ଟି ସ୍ଥାନରେ ଖୋଲିଲା କରୋନା ସ୍ବାବ ନମୁନା ସଂଗ୍ରହ କେନ୍ଦ୍ର

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ଆଜି ଠାରୁ ସମ୍ବଲପୁର ଜ଼ିଲ୍ଲାରେ ୫ ଟି ସ୍ଥାନ ରେ କରୋନା ସ୍ୱାବ ନମୁନା ସଂଗ୍ରହ  କେନ୍ଦ୍ର ଖୋଲା ଯାଇଥିବା ଜ଼ିଲ୍ଲାପାଳ ଶୁଭମ ସକ୍ସ ସେନା ସୂଚନା ଦେଇଛନ୍ତି l ଆଜି ଠାରୁ ସମ୍ବଲପୁର ମହାନଗର ନିଗମ ର ୫ ଟି ସ୍ଥାନ ଯଥା ବୁଢାରଜା ଉଚ୍ଚ ବିଦ୍ୟାଳୟ,…

କୋଭିଡ଼ ମୁକାବିଲା ପାଇଁ ପ୍ରତ୍ୟେକ ପଂଚାୟତରେ ଫାର୍ମାସିଷ୍ଟ ଓ ନର୍ସମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତକରନ୍ତୁ…

 ଭୁବନେଶ୍ୱର : ଜୁଲାଇ ୧୪ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ନମ୍ବର:-୧୬୭୦୫ ଜରିଆରେ ରାଜ୍ୟ ସରକାର ସାରା ରାଜ୍ୟରେ ସାତ ହଜାର ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ଼ ମୁକାବିଲା ପାଇଁ ପ୍ରତ୍ୟେକ ପଂଚାୟତରେ ନିଯୁକ୍ତି ପ୍ରଦାନ…

ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗ ଦେହାନ୍ତ

ସୁନ୍ଦରଗଡ଼ / ହୋରାଚାନ୍ଦ ଦେହୁରୀଆ : - ଜ଼ିଲ୍ଲା  ଓକିଲ ସଂଘ ସୁନ୍ଦରଗଡ଼ର ବରିଷ୍ଠ ସଦସ୍ୟ ତଥା ରଘୁନାଥପାଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ଆଜି ଅପରାହ୍ନ ୧ ଘଟିକା ସମୟରେ  ତାଙ୍କ ସୁନ୍ଦରଗଡ଼ ମହେଶଡ଼ିହି  ସ୍ଥିତ  ବାସଭବନରେ ପରଲୋକ ହୋଇଯାଇଛି । ସେ୫ ଅକ୍ଟୋବର…

ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଲେଖାଏଁ

କୋଭିଡ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପଶ୍ଚିମ ଓଡିଶା ପାଇଁ ରାଉରେକେଲା IGHରେ ହେବ ପ୍ଲାଜ୍‌ମା ବ୍ୟାଙ୍କ ରାଉରକେଲାରେ କୋଭିଡ କେୟାର  ସେଣ୍ଟର ଶଯ୍ୟା ସଂଖ୍ୟା ୧୭୦୦କୁ ବୃଦ୍ଧି ହେବ ଭୁବନେଶ୍ୱର/ଶାସକ ପ୍ରଶାସକ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ…

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୪୪୦  ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୪୫୭  ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୩୭୪୯  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି  ଖୋର୍ଦ୍ଧା  ଜିଲାରୁ ୮୩  ଜଣ | ସେହିପରି ୬୮ଜଣ  ଗଂଜାମରୁ, ୪୯ଜଣ ବାଲେଶ୍ୱରରୁ, ୪୦ଜଣ ମାଲକାନଗିରିରୁ,…

 ସେବାୟତ ଓ କର୍ମଚାରୀଙ୍କ ପାଇଁ ଖୋଲିବ କୋଭିଡ କେୟାର ହୋମ ଓ ସେଣ୍ଟର : ଡ଼ କୁମାର 

http://www.youtube.com/watch?v=8cSftcWKRHo ବୈଠକ ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଚଳିତ ବର୍ଷର ରଥକୁ କରାଯିବ ସଂରକ୍ଷଣ, କରାଯାଉଛି ତର୍ଜ୍ଜମା  ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ସ୍ୱତନ୍ତ୍ର ବ୍ୟବସ୍ଥା କରି  ସଂରକ୍ଷିତ ହେବ ତିନି ରଥ  ହେଲେ ବିଧି ରକ୍ଷା ପାଇଁ…

ରଙ୍ଗବତୀ ପାଇଁ ବଦଳି ଗଲା ନାଁ !

ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ରାଜ୍ୟ ସରକାରଙ୍କ ସମ୍ମାନ ଭୁବନେଶ୍ୱର( ଶାସକ ପ୍ରଶାସକ) : ଲୋକପ୍ରିୟ ଲୋକଗୀତ "ରଙ୍ଗବତୀ" ଗୀତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୋଟିଏ ରାଜସ୍ବ ଗ୍ରାମର ନାଏକମୁ ପରିବର୍ତ୍ତନ କରୀଛନ୍ତି | ସେହି ଗାଁ ଟି ହେଲା ସମ୍ବଲପୁର ଜିଲ୍ଲା ବାମରା…