ଯନ୍ତ୍ରଣାରେ ଛଟପଟ ପାଂଚଟି ଜୀବନ : ଦୟା କରିବେ କି ସହୃଦ ଆଉ ପ୍ରଶାସନ !

ହାଟଡିହି(ଶାସକ ପ୍ରଶାସକ) : ମା ତିନିବର୍ଷ ହେଲା ଆଖି ବୁଜି ଦେଇଥିଲେ  | ଆଉ ବାପା କାମ କରିବାକୁ କଲିକତା ଯାଇଥିଲେ ଯେ ଏଯାଏ ଫେରିନାହାନ୍ତି | ଆଵୌ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପାଂଚ ଛୁଆ ଅକଥନୀୟ ଯନ୍ତ୍ରଣା ଭିତରେ | ସବୁ ଆଶା ଆଉ ସ୍ବପ୍ନ ହଜିଯାଇଛି | ଏବେ ବଂଚିବା ବି…

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୮୬୪  ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୮୬୪ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୬୭୯୨  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ୪୩୨  ଜଣ ଗଂଜାମ ଜିଲ୍ଲାରୁ | ସେହିପରି ୧୩୭ଜଣ ରାୟଗଡା, ୩୧ଜଣ ବରଗଡ, ୨୮ଜଣ ଖୋର୍ଦ୍ଧା, ୨୬ଜଣ ଲେଖାଏ କଟକ ଓ…

କାରଗିଲ ଦିବସ ଅବସରରେ ବୃକ୍ଷରୋପଣ 

ସମ୍ବଲପୁର-କୁଚିଣ୍ଡା,(ରମାକାନ୍ତ ବିଶ୍ବାଳ ): କୁଚିଣ୍ଡା  ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ କୋଭିଡ ମହାମାରୀ ସମସ୍ୟା ଭିତରେ ମଧ୍ୟ ଜୀବନ କୁ ସାମାନ୍ୟ କରିବା ପାଇଁ  ରଚନାତ୍ମକ କାର୍ଯ୍ୟକ୍ରମ ଜାରୀରହିଛି l ଆଜି କାରଗିଲ ଦିବସ ପାଳନ ଅବସର ରେ ଅଧ୍ୟକ୍ଷ ତଥା…

ପୁଣି ୧୭ ଜଣ ନୂଆ କରୋନା ପଜିଟିଭ ଚି଼ହ୍ନଟ, ଜ଼ିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪  

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )  ସମ୍ବଲପୁର  ଜିଲ୍ଲାରେ  କରୋନା ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଜାରୀ ହୋଇଛି ସଟ୍ ଡାଉନ୍ l ଆଜି ୧୦ ଦିନିଆଁ ସଟ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଥମ ଦିନ ପୁଣି ଜ଼ିଲ୍ଲା ରେ ୧୭ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଚି଼ହ୍ନଟ ୧୭ ଜଣ ଙ୍କ…

ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର ଙ୍କ ଦେହାନ୍ତ ରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶୋକ ପ୍ରକାଶ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାର ଙ୍କ ଦେହାନ୍ତ ରେ  ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l ଶ୍ରୀ କୁମାର ଜଣେ ଗାନ୍ଧୀ ବାଦୀ ନେତା ଥିଲେ l…

 ଚାଷୀଭାଇ ମାନେ ଟଙ୍କାଟିଏ ବି ଫେରାନ୍ତୁନି : ପ୍ରଦୀପ୍ତ ନାଏକ

କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ଚାଷୀଙ୍କୁ ନୋଟିସ ପଠାଯିବା ପ୍ରସଙ୍ଗ  ଯେଉଁ ଅଧିକାରୀମାନେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଛିଥିଲେ ସେମାନଙ୍କଠୁ  ଆଦାୟ ହେଉ ଟଙ୍କା   ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟସରକାର …

ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୧୬୩  କରୋନା | 

ଦେଖନ୍ତୁ ୫୯  ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!! ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୬୩   କରୋନା ପଜିଟିଭ | ସେଥି ମଧ୍ୟରୁ ୧୦୪   ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୯  ଜଣ ସାଧାରଣ ଅଂଚଳରୁ | ଫଳରେ…

  ଭରଚୁଆଲ ପଦ୍ଧତିରେ ବିଦାୟକାଳୀନ ଔପଚାରିକତା  

କୋଭିଡ଼ ସୁରକ୍ଷା ଦିଗରେ ଆଉ ଏକ ସତର୍କତାମୂଳକ ପଦକ୍ଷେପ  ନୂଆଦିଲ୍ଲୀ(ଶାସକ ପ୍ରଶାସକ) :  ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓ ସେମାନଙ୍କର  ଅବଦାନକୁ ସମ୍ମାନ ଜଣାଇବା ପାଇଁ  କାରଖାନା ଓ ଉତ୍ପାଦନ ୟୁନିଟ ସହିତ ମଣ୍ଡଳସ୍ତରରୁ ଆରମ୍ଭ କରି  ରେଳ ବୋର୍ଡ…

ଭାରତର ପ୍ରଥମ ଗାନ୍ଧୀ ମନ୍ଦିରର ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାରଙ୍କ ମଠପାଲି,ଭତରା  ସ୍ଥିତ ବାସ ଭବନରେ ଆଜି ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲ। ଶ୍ରୀ କୁମାର ଭାରତୀୟ ଜାତୀୟ…

କୋରୋନା କଟକଣା ଥିବା ସମୟରେ ଜୁଆ !

ଜୁଆ ଆଡ୍ଡା ଉପରେ ଚଢ଼ାଉ : ତିନି ବାଇକ , ଚାରି ମୋବାଇଲ ସମେତ ଦଶ ହଜାର ଦୁଇଶହ ଚାଳିଶ ଟଙ୍କା ଜବତ  ପାଇକମାଲ :- କୋରୋନା କଟକଣା ଥିବା ସମୟରେ ଅନେକ ସ୍ଥାନରେ ଅନେକ ପ୍ରକାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଦେଶୀ ଚୋରାମଦ କାରବାର ହେଉ କି ଜୁଆ ହେଉ , ବେଧଡକ ଭାବରେ ଚାଲିଛି…