ବଲାଗିଂର ସଦର ବ୍ଲକ ବଡତେଲେନପାଲି ଗାଁ ରେ ଅଘଟଣ : ୩ ମୃତ ।

ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ବଜ୍ରାଘାତରେ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଗାଁ ର ଚବିନ ଧରୁଆଙ୍କ ଚାଷ ଜମିରେ ଧାନଗଛ ପହ୍ଲାରୁଆ କାମ ଚାଲିଥିଲା । ପ୍ରାୟ ୧୮ ଜଣ ମହିଳା ଓ ପୁରୁଷ କାମରେ ନିୟୋଜିତ ଥିଲେ । ହଠାତ ବଜ୍ରାଘାତ ହେବାରୁ ଜଣେ ମହିଳା ଚାଷ…

ଆଜି ସୁସ୍ଥ ହେଲେ ୬୮୭ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସୁସ୍ଥ ହୋଇଛନ୍ତି ଘରକୁ ଫେରିଛନ୍ତି ୬୮୭ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮୦୬୦ରେ ପହଂଚିଛି | ଆଜି ସର୍ବାଧିକ ୩୦୭ଜଣ ଗଂଜାମରୁ ସୁସ୍ଥ ହୋଇଥିବା ବେଳେ ୫୯ଜଣ ଜଗତସିଂହପୁର, ୫୨ଜଣ  ଭଦ୍ରକ, ୩୫ଜଣ ନୟାଗଡ, ୩୦ଜଣ ଝାରସୁଗୁଡା, ୨୫ଜଣ ଯାଜପୁରରୁ, ୨୪ଜଣ…

ସପ୍ତାହର ପ୍ରଥମ ୩ ଦିନ ଲକ୍ ଡାଉନ୍ ଏବଂ ପରବର୍ତ୍ତୀ ୪ ଦିନ ସଟ୍ ଡାଉନ୍  : ଜିଲ୍ଲାପାଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ପୌରାଞ୍ଚଳ , ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ ତଥା କିଛି ପଞ୍ଚାୟତ ମାନଙ୍କରେ କରୋନା ପଜିଟିଭ୍ ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଏହି ଅଞ୍ଚଳରେ contact tracing , ଜ୍ଵର…

 ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା…

ଅଣ-କୋଭିଡ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ବର(ଶାସକ ପ୍ରଶାସକ)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ…

  ରାଜ୍ୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ କେହି ବି  ବଞ୍ଚିତ ହେବେ ନାହିଁ – ମୁଖ୍ୟମନ୍ତ୍ରୀ

କୋଭିଡ ମୁକାବିଲାରେ ଆଉ ପାଦେ ଆଗକୁ : ମୃତ୍ୟୁ ଆଶଙ୍କା ଉପରେ ଅଙ୍କୁଶ ଲଗାଇବାକୁ ପ୍ରଚେଷ୍ଟା  କ୍ୟାପିଟାଲ ହସ୍‌ପିଟାଲରେ ରାଜ୍ୟର ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ   ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ଲାଜମାଦାତାଙ୍କ ପାଇଁ ପଞ୍ଜିକରଣ ପୋର୍ଟାଲ ହେଲା ଲୋକାର୍ପିତ …

କରୋନା ମୁକାବିଲା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନିଅନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି

ରାଜଧାନୀରେ କରୋନା ପରିସ୍ଥିତି ଗୁରୁତର ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି  ଭୁବନେଶ୍ୱର :ଚଳିତ ମାସ ୨୭ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଂଚିଥିବା ସରକାରୀ ଭାବରେ ସ୍ପଷ୍ଟ କରାଯାଇଛି  ।…

ଆଜି ବିଏମସି ଅଂଚଳରୁ ୨୧୫ ଜଣ କରୋନା ପଜିଟିଭ

ସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କେଉଁ କେଉଁ ଅଂଚଳରୁ ଦେଖନ୍ତୁ  ଭୁବନେଶ୍ୱର( ଶାସକ ପ୍ରଶାସକ)  ଆଜି ଭୁବନେଶ୍ୱରରୁ ୨୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୬୫ ଜଣ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ବେଲେ ୧୫୫ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ…

କରୋନା ମୁକାବିଲା ପାଇଁ ପୋୖର ପରିଷଦ ସିରିୟସ ଥିବା ପରି ଲାଗୁନି 

 ଗୁଣୁପୁର ରୁ ସିଦ୍ଧାର୍ଥ ଦାଶ- ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରେ କରୋନା ଥମିବାର ନାଁ ନେଉନାହିଁ ବରଂ ଅହେତୁକ ଭାବେ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ରାୟଗଡା ଜିଲ୍ଲାପାଳଙ୍କ  ବାରମ୍ବାର ଅନୁରୋଧ ପରେ ବି ଲକ୍ ଡାଉନ ଓ ସଟ୍ ଡାଉନ୍ ରୁ କୋୖଣସି ସୁଫଳ ମିଳୁନଥିବା ବେଳେ…

ବିଡିଓ-କଂଟ୍ରାକ୍ଟର-ବିଜେଡି ବୁଝାମଣା , ମନରେଗା ହୋଇଛି ବାଟବଣା :ବିଜେପି

ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗ      ଲୋକଙ୍କୁ ମିଳୁନି ମନରେଗା କାମର ସୁଫଳ, ଦୁର୍ନୀତି ଦିଶୁଛି ଜଳଜଳ        ଜେସିବି ଓ ଟ୍ରାକ୍ଟର କରୁଛନ୍ତି ରାତିଅଧିଆ କାମ      ହିତାଧିକାରୀ ଭାବେ ଦର୍ଶାଯାଇଛି ମୃତ ବ୍ୟକ୍ତି, ସରକାରୀ ଚାକିରିଆ, ପ୍ରବାସୀ ଓ…

ରାମ ଜନ୍ମ ଭୂମିରେ ଆତଙ୍କବାଦୀ ଆକ୍ରମଣ ଯୋଜନା : ଗୁଇନ୍ଦା ସଂସ୍ଥା 

ନୂଆଦିଲ୍ଲୀ (ଏଜେନ୍ସି) : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଅଗଷ୍ଟ ୫  ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମ ଭୂମିରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି ବୋଲି ମଙ୍ଗଳବାର (ଜୁଲାଇ 28) ରେ ଗୁଇନ୍ଦା ସଂସ୍ଥା ସୂତ୍ରରୁ ପ୍ରକାଶ। ଗୁପ୍ତଚର ଏଜେନ୍ସି ର ସୂତ୍ରରୁ ମିଳିଥିବା…