Sign in
Sign in
Recover your password.
A password will be e-mailed to you.
ସଂଘର୍ଷ : ଷୋଳ ବନାମ ଷାଠିଏ ପରିବାର
ସରକାରୀ ଜମିକୁ କେନ୍ଦ୍ରକରି ରଗଡ଼ିମଡ଼ାରେ ଗୋଷ୍ଠୀ ବିବାଦ
ମାଡ ଭୟରେ ଓଡ଼ଗାଁ ବସଷ୍ଟାଣ୍ଡରେ ଆଶ୍ରୟ ନେଇଛନ୍ତି କିଛି ଲୋକ
ପୋଲିସ ପ୍ରଶାସନ ହସ୍ତକ୍ଷେପ କରି ଶାନ୍ତି ଫେରେଇ ଆଣିବାକୁ ଅନୁରୋଧ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା…
ଓଡ଼ଗାଁ ଥାନା ପ୍ରବେଶ ପଥରେ ଲାଗିଲା ବିଶୋଧନକାରୀ ଯନ୍ତ୍ର
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶଥାନା ପ୍ରବେଶ ପଥରେ ଆଜି ବିଶୋଧନକାରୀ ଯନ୍ତ୍ର ଲାଗିଲା । ଓଡ଼ଗାଁ ଏନଏସି ଏବଂ ବ୍ଲକର ଅଂଚଳରୁ ଥାନାକୁ ଆସୁଥିବା ସାଧାରଣ ଲୋକ ଉକ୍ତ ଯନ୍ତ୍ରକୁ ଅତିକ୍ରମ କରି ଥାନା ମଧ୍ୟକୁ ପ୍ରବେଶ କରିବେ । ଏହାକୁ ଅତିକ୍ରମ କରିବା ବେଳେ ସେଠାରେ…
ଆଜି ପ୍ରକାଶ ପାଇବ ମାଟ୍ରିକ ଫଳ ।
ରାଜ୍ୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ ଆଜି ସକାଳ ୯ଟାରେ । ଭିଡିଓ କନ୍ଫରେନ୍ସିଂ ଜରିଆରେ ଫଳ ପ୍ରକାଶ ପାଇବାକୁ ଟିଯିବା ବେଳେ ଦିନ ୧୧ ଟା ୩୦ରେ ୱେବ୍ସାଇଟ୍ରେ ଏହା ଉପଲବ୍ଧ ହେବ । ବୋର୍ଡ ପକ୍ଷରୁ ଜାରି ୱେବ୍ସାଇଟ୍ ଓ…
ଜୟ ନାରାୟଣ ଓ ନାଉରୀଙ୍କ ନାଁରେ ମାମଲା ରୁଜୁ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ ଟାଉନ ଥାନାରେ ମାମଲା ରୁଜ୍ଜୁ ହୋଇଛି। ଉଭୟ ବିଧାୟକଙ୍କ ସମେତ ୧୦ ଜଣ ସମର୍ଥକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଏତଲାରେ କୋଭିଡ ମାର୍ଗଦର୍ଶିକା ଉଲ୍ଲଂଘନ ସହ ପୋଲିସ…
ବିଜେଡି କର୍ମୀ କୃଷ୍ଣଚନ୍ଦ୍ର ଙ୍କ ଜଣ୍ଡିସ ନେଲା ଜୀବନ, କେବେ ଚେଇଁବ ପ୍ରଶାସନ !
କେବେ ସୁଦ୍ଧା ବଦଳିବ ପୁରୁଣା ପାଣି ପାଇପ ବଦଳ କାମ
ସହରରେ ଅନେକ ଅଂଚଳରେ ପୁରୁଣା ପାଇପ ଫାଟି ମିଶୁଛି ଦୂଷିତ ଜଳ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ସହରରେ ପୁଣି ଫେରିଛି କାମଳ ବା ଜଣ୍ଡିସ l ୨୦୧୪ ମସିହାରେ ଏହି ମହାମାରୀ କବଳରେ ସହର ର ଶତାଧିକ ଲୋକଙ୍କ ଜୀବନ ଯାଇଥିଲା l…
ସୋସିଆଲ ୱେଲଫେୟର୍ ଅର୍ଗାନାଇଯେସନ୍ ପକ୍ଷରୁ ନବନିଯୁକ୍ତ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା
ଧର୍ମଗଡ / ସୁଶାନ୍ତ ରାଉତ: ସୋସିଆଲ ୱେଲଫେୟର୍ ଅର୍ଗାନାଇଯେସନ୍ ଧର୍ମଗଡ଼ କଳାହାଣ୍ଡି ପରିବାର ତରଫରୁ ଧର୍ମଗଡ ଥାନା ନୂତନ ଆଇଆଇସି ଭାବେ ଯୋଗ ଦେଇଥିବା ଶ୍ରୀ ଚନ୍ଦ୍ରଶେଖର ଶବରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଗଠନ ର ସଦସ୍ୟ ରମେଶ ଦୁର୍ଗା, ରୋହିତ…
ଓଡିଶାକୁ କେନ୍ଦ୍ରର ୫୧୨୨ କୋଟି ଜିଏସଟି ସହାୟତା ରାଶି ପ୍ରଦାନ : କରୋନାରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ…
• ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ
• ବିଗତ ୩ ବର୍ଷ ଧରି ଓଡ଼ିଶାକୁ ଜିଏସଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି
• ଓଡିଶାରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟ ଅର୍ଥନୀତିକୁ ଗତି ଦେବ
• ଓଡ଼ିଶା ସର୍ବଦା ମୋଦି ସରକାରଙ୍କ…
କେତେ ଦିନ ଯାଏ ନିଜ ପିଠି ନିଜେ ଥାପୁଡାଇବ ବିଜେଡି :ବିଜେପି
ଖବରକାଗଜରେ ମନରେଗା ଦୁର୍ନୀତି ସଂପର୍କିତ ଖବର ବୋଧେ ଶାସକ ଦଳର ମୁଖପାତ୍ର ପଢୁନାହାଁନ୍ତି
ନିର୍ଦ୍ଧିଷ୍ଟ ପ୍ରଶ୍ନର ଉତର ନଦେଇ ଶାସକ ଦଳର ମୁଖପାତ୍ର ନିଜର ଅପାରଗତା ଲୁଚାଇବାକୁ ଯାଇ ବିଭିନ୍ନ ଆଳ ଦେଖାଇ ରାଜନୀତି ନକରିବା ପାଇଁ କହିବା ଦୁର୍ଭାଗ୍ୟଜନକ
ଯଦି ସତସାହାସ ଅଛି ତେବେ…
କରୋନା ପରିଚାଳନାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି ରାଜ୍ୟସରକାର:ବିଜେପି
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପ୍ରସଙ୍ଗ
ରାଜ୍ୟସରକାରଙ୍କ ମୁଖପାତ୍ର ଏବଂ ସଚିବ ମାନେ ବିଭ୍ରାନ୍ତିକର ତଥ୍ୟ ରଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି
କୋରନାକୁ ରୋକିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିନାହାଁନ୍ତି ରାଜ୍ୟସରକାର
ମୋଦି ସରକାର କରୋନାକୁ…
ମହଗାଁରେ ପୁଣ୍ୟ ଉତ୍କଳ ଶାଖା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଟିଟିଲାଗଡ (ଗୌରବ ଦରଜୀ)- ବୃକ୍ଷ ହିଁ ଜୀବନ। ବୃକ୍ଷ ନ ହେଲେ ଆଜିକାର ସଂସାର ରେ ବଞ୍ଚି ରହିବା ଅସମ୍ଭବ ପ୍ରାୟ। ଗଛ ଗୁଡ଼ିକ କାଟି ବନ ଅରଣ୍ୟ ସଫା କରିଦେବା ଯୋଗୁଁ ଅନେକ ବନ୍ୟ ପଶୁପକ୍ଷୀ ଇତସ୍ତତଃ ହୋଇ ଗାଁ ଓ ସହର ମୁଖ ହେଉଛନ୍ତି। ସେଥିପାଇଁ ଭାରତ ସରକାରଙ୍କ ଦ୍ବାରା ବନୀକରଣ ଓ ପୁନଃ ବନୀକରଣ…