Sign in
Sign in
Recover your password.
A password will be e-mailed to you.
ଶିଶୁକୁ ମାଡ ମାରିଲେ ଡାକ୍ତର, ଅଭିଯୋଗ କଲେ ଶିଶୁ ର ମା।
ଟିଟିଲାଗଡ (ଗୌରବ ଦରଜୀ)-ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ଅମାନବିକତା ରେ ଚିକିତ୍ସାଧୀନ ଜଣେ ନିଷ୍ପାପ ଶିଶୁଙ୍କୁ ଚାପୁଡ଼ା ମାରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମଗ୍ର ଟିଟିଲିଗଡ ଅଞ୍ଚଳରେ…
ଟାଟା ପାୱାର କେବଳ ଓଡିଶାର ବିଦ୍ୟୁତ ଗ୍ରାହକଙ୍କୁ ପଠାଉନି ଭୁଲ ବିଲ !
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାରେ ସେସୁର ଦାୟିତ୍ୱ ନେଇଥିବା ଟାଟା ପାୱାର ଅନେକ ଗ୍ରାହକଙ୍କୁ ଭୁଲ ଭାଲ ବିଲ ବା ଅଧିକ ଟଙ୍କାର ବିଲ ପଠାଇଥିବା ଅଭିଯୋଗ ଆସିଛି | ଏଇ ନିକଟରେ ସୁନ୍ଦରପଦାର ଜଣେ ଗ୍ରାହକ ଆଣିଥିଲେ ଅଭିଯୋଗ ଯୋଉଥିରେ ତାଙ୍କ ବିଲ ପରିମାଣ ପ୍ରାୟ ୧୦୦ ଗୁଣ ଅଧିକ ଆସିଛି |…
ପୂର୍ବତନ ଗଜପତି ଏଡ଼ିଏମଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲା ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ
ବାରିପଦା(ଦିଲ୍ଲୀପ ମହାନ୍ତି )- ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତଃ କରୁଣାକର ରାଇକାଙ୍କ ବିୟୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ଶାଖା ପକ୍ଷରୁ ସଙ୍ଘର ସଭାପତି ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା…
ଆଗାମୀ କିଛି ସପ୍ତାହ ମଧ୍ୟରେ 10 ଲକ୍ଷ ନମୁନା ପରୀକ୍ଷା ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
କୋଲକାତା, ମୁମ୍ବାଇ ଓ ନୋଏଡାରେ ଉଚ୍ଚକ୍ଷମତା ସମ୍ପନ୍ନ କୋଭିଡ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
• ଭାରତରେ ବର୍ତ୍ତମାନ 11,000ରୁ ଅଧିକ କୋଭିଡ ଚିକିତ୍ସା କେନ୍ଦ୍ର ଏବଂ 11 ଲକ୍ଷ ଆଇସୋଲେସନ ଶଯ୍ୟା ରହିଛି
• ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ସହିତ ଗ୍ରାମାଂଚଳରେ…
ରାଜ୍ୟରେ କରୋନା ୧୨୧୫/ ୭
ଗଂଜାମ ୩୩୨ ଜଣ, ଖୋର୍ଦ୍ଧା, ୩୧୨ ଜଣ, ଗଜପତି ୮୯ ଓ କେନ୍ଦୁଝର ୭୭
ଆଜି କରୋନାରେ ୭ ଜଣଙ୍କ ହୋଇଛି ଦେହାନ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ୧୨୧୫ ଜଣ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୪୬୨…
ସାରାଦେଶରେ ଆଜି ୪୭,୭୦୪ କୋଭିଡ ପଜିଟିଭ, ଯାଇଛି ୬୫୪ ଜୀବନ
ଲଗାତାର ଦ୍ଵିତୀୟ ଦିନ ପାଇଁ ହୋଇଛି ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା
ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୪୭,୭୦୪ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣଙ୍କ ମୃତ୍ୟୁ ହୋଇଛି | ଲଗାତାର ଦ୍ଵିତୀୟ ଦିନ ପାଇଁ ଦେଶରେ ୫ଲକ୍ଷରୁ ଅଧିକ କୋଭିଡ ନମୁନା…
ରମେଶଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଳଭଦ୍ର : ସଂସଦ କରୁଛନ୍ତି କୋବିଦ ନିୟମର ଖୋଲା ଉଲ୍ଲଂଘନ
ଗରିବଙ୍କ ଜୀବନ ସହିତ ଖେଳି ଶାସକ ଦଳ ସାଂସଦ/ବିଧାୟକମାନେ ବାହାଦୂରି ମାରୁଛନ୍ତି:ବିଜେପି
ଭୁବନେଶ୍ୱର(ଶାସକ ପ୍ରଶାସକ) :କରୋନାର ଭୟାବହତା ସମଗ୍ର ବିଶ୍ୱକୁ ଥରହର କରୁଥିବା ସମୟରେ ଓ ଏହାକୁ ରୋକିବା ପାଇଁ ଚାରିଆଡେ ଲକଡାଉନ, ସଟଡାଉନ ପରି ବିକଳ୍ପ ବ୍ୟବସ୍ଥା କରାଯାଉଛି । କରୋନା ମହାମାରୀ…
ଅପରାଧୀଙ୍କୁ ଅପରାଧ କରିବାକୁ ପୂରା ସ୍ୱାଧୀନତା ଦେଉଛନ୍ତି ରାଜ୍ୟସରକାର:ମହିଳାମୋର୍ଚ୍ଚା
କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ଆତ୍ମହତ୍ୟା ରିପୋର୍ଟ ଦର୍ଶାଇବା ପ୍ରସଙ୍ଗ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଜେଡି ଶାସନରେ ଆଦିବାସୀ ମହିଳା ହୋଇ ଜନ୍ମହେବା ଅଭିଶାପ ପାଲଟିଛି । ଏଠି ଶାସକ ଦଳ ନେତାଙ୍କ ଇଙ୍ଗିତରେ…
ଗଜପତି ଜିଲ୍ଲାରେ କେବଳ କୋଭିଡ୍ ପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଟି ଆମ୍ବୁଲାନ୍ସର ଶୁଭାରମ୍ଭ
http://www.youtube.com/watch?v=6kIXwrLSv30
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋରନା ପଜିଟିଭ୍ ରୋଗୀର ଆବଶ୍ୟକତାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଗୋଟି ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି। ଏହା ଜିଲ୍ଲାର…
ରାଜକୁମାର ଶର୍ମା ହେଲେ ଏପିସି, ସୁରେନ୍ଦ୍ର କୁମାରଙ୍କୁ ଖଣି ଇସ୍ପାତ
ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଛୋଟିଆ ତଥା ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି |୧୯୮୭ ବ୍ୟାଚ୍ ଆଇଏଏସ୍ ଅଫିସର ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅବସ୍ଥାପିତ କରିଛନ୍ତି । ସେହିପରି ଶ୍ରମ ତଥା କର୍ମଚାର ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଅନୁ…