ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି : ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସ୍ଥାନୀୟ ସେଚ୍ଚସଦନଠାରେ ଜଳସମ୍ପଦ ବିଭାଗ ଦ୍ୱାରା ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି, ଡ୍ରେନେଜ୍ କାର୍ଯ୍ୟ, ସମ୍ବେଦନଶୀଳ ଅଞ୍ଚଳରେ ବନ୍ୟା ପ୍ରତିରୋଧକ ବନ୍ଧ ଓ ନଦୀବନ୍ଧର…

କୁଡ଼ାପଡ଼ାର ଯୁବକମାନଙ୍କ ଦ୍ୱାରା ପ୍ରଶଂସନୀୟ କାର୍ଯ୍ୟ 

ଝାରବନ୍ଧ  :- ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ମୁଖ୍ୟାଳୟ ସ୍ଥିତ  କୁଡ଼ାପଡ଼ାର ଯୁବକମାନଙ୍କ ଦ୍ୱାରା କୁଡ଼ାପଡ଼ା ଅଙ୍ଗନବାଡି ସାମ୍ନାର ଅଳିଆ ଆବର୍ଜନା ସଫା କରି, ଚାରି ଟ୍ରିପ ମୋରମ ଆଣି ସମତୁଲ  କରି, ସେଠାରେ ଥିବା ନଳକୂପର ଚାରିପାର୍ଶ୍ଵ ସଫାସୁତୁରା କରି ସିମେଣ୍ଟ କଂକ୍ରିଟ କରିଛନ୍ତି ଏବଂ…

 ରାସ୍ତା ପାଇଁ ଲୋକେ ହନ୍ତସନ୍ତ , ରାସ୍ତା ତିଆରି ନ ହେଲେ ରାଜ ରାସ୍ତା କୁ ଓଲ୍ହାଇବେ ଗଣ୍ଡାପଡାବାସୀ 

ଗୋଲାମୁଣ୍ଡାରୁ ନହୁସ ବାଗ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅଧୀନରେ  ଥିବା ବଡଚେରଗାଁ  ପଞ୍ଚାୟତ ସ୍ଥିତ କର୍ଲା ଗ୍ରାମର ଗଣ୍ଡାପଡାରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା | ଜାନୁଆରୀ ମାସରେ ମାଟି କାମ ଆରମ୍ଭ ହେଇ ଥିଲା ଓ କାମ ବି ଶେଷ ହେଇ ଯାଇ ଥିଲା ,କିନ୍ତୁ ବର୍ଷା ଦିନ…

ଯୋଗ୍ୟ ହିତାଧିକାରୀ ମାନଙ୍କୁ ମିଳୁନାହିଁ ସରକାରୀ ସୁବିଧା

 ବରଗଡ :- ବିଧବା ଭତ୍ତା , ବାର୍ଦ୍ଧକ୍ୟ ଭତ୍ତା , ବିକଳାଙ୍ଗ ଭତ୍ତା କୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ । ସ୍ୱାଭାବିକ ଭାବରେ କହିବାକୁ ଗଲେ ଏହିପରି ବହୁ ହିତାଧିକାରୀ ଅଛନ୍ତି ଯେଉଁମାନେ ସରକାର ଙ୍କର ଦ୍ୱାରା ନିର୍ଧାରିତ ସମସ୍ତ ମାନଦଣ୍ଡରେ ଯୋଗ୍ୟ ଥାଇ ମଧ୍ୟ ସରକାରୀ ସୁବିଧାରୁ ବର୍ଷ ବର୍ଷ…

କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟଙ୍କୁ ନୋଟିସ କରିବା ଦୁର୍ଭାଗ୍ୟଜନକ -ଜୟଦେବ ଜେନା

ଭୁବନେଶ୍ୱର (ଶାସକ ପ୍ରଶାସକ) :  ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ କରିବା ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା  କହିଛନ୍ତି । http://www.youtube.com/watch?v=q8cH_Egc2LQ ଶ୍ରୀ ଜେନା କହିଛନ୍ତି ଯେ ସେମାନେ…

ନିଶାପାଇଁ ନିଶାଡୀ ପିଉଛନ୍ତି କଫ ସିରପ, ରାସ୍ତାକଡ଼ରେ ଅବାଧ ନକଲି ମଦ ବିକ୍ରି

ରାସ୍ତାପାର୍ଶ୍ଵରୁ ମଦ ଦୋକାନ ସ୍ଥାନାନ୍ତର ଦାବି ଝାରବନ୍ଧ-ମନୋହାର ଦାଶ : ବର୍ତ୍ତମାନ ସମଗ୍ର ବିଶ୍ୱ ରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଥିବା ବେଳେ ଏହା କୁ ରୋକିବା ପାଇଁ ପ୍ରସାଶନ ପକ୍ଷ ରୁ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲକଡାଉନ ଓ ସଟଡାଉନ କରା…

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ର ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର(ଶାସକ ପ୍ରଶାସକ) -କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ  ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ପ୍ରଦେଶ…

ସମ ହସ୍ପିଟାଲରେ ଆରମ୍ଭ ହେଲା କରୋନା ଟୀକାର ମାନବ ପରୀକ୍ଷଣ

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନଷ୍ଟିଚ୍ୟୁଟ  ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହୋଇଛି |ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ…

ଆଲବମ କୁଇନ ଦୀପା ସାହୁ ଆଉ ନାହାନ୍ତି

ଭୁବନେଶ୍ୱର : ବିଗତ ଦିନର ଆଲବମ କୁଇନ ଦୀପା ସାହୁ ଆଉ ନାହାନ୍ତି | କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ସେ ଆଖି ବୁଜି ଦେଇଛନ୍ତି ଦୀପା | କର୍କଟ ରୋଗରେ ପୀଡିତ ଥିବା ଦିପା ମାସେ ହେଲା ସିରିଆସ ଥିଲେ |  ଶେଷ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…

ସମ୍ ହସପିଟାଲର  ସଫଳତା : ୫୦ ଦିନର ଚିକିତ୍ସା ପରେ ନୂଆ ଜୀବନ ନେଇ ଘରକୁ ଫେରିଲେ ମହିଳା 

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ପୋଡି ହୋଇଯାଇଥିଲା ଶରୀରର ୭୦% ଅଂଶ  ଭୁବନେଶ୍ୱର,: ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍…