Sign in
Sign in
Recover your password.
A password will be e-mailed to you.
ଗରିବ ବୋଲି ବୋଧେ ନାହିଁ ବଂଚିବାର ଅଧିକାର !!!!
ଅଭାବୀ ସମୀରଙ୍କ ଗୁହାରି ଟିକେ ଶୁଣନ୍ତେନି ସରକାର !
ଅର୍ଥ ସାଧିଛି ବାଧକ: ଚିକିତ୍ସା ଅଭାବରୁ ଜୀବନ ସହ କରୁଛନ୍ତି ସଂଗ୍ରାମ
ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲ ଗ୍ରାମର ଦାନୀ ସୁନାଙ୍କ ବଡ ପୁଅ ସମିର ସୁନା । ବୟସ ୨୮ ବର୍ଷ…
ସିବିଡିଏ ତଥା ଏନଏଏଫସିସି ଯୋଜନାରେ ଦୁର୍ନିତି ଅଭିଯୋଗ
ରାଜ୍ୟ ସରକାର ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନୂଆପଡା. (ଅମିତ ପୁରୋହିତ) ; ନୂଆପଡା ଜିଲ୍ଲାରେ ଚାଷୀଙ୍କ ପାଇଁ ଉଦିଷ୍ଟ ସିିବିଡିଏ ତଥା ଏନଏଫସିସି ଯୋଜନାରେ ଦୁର୍ନିତି ଅଭିଯୋଗ ଆଣି ଜୟ କିଶାନ ସଂଗ୍ରାମ ପରିଷଦ ନୂଆପଡା ଓ ଗରିବସେନା ତରଫରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ…
ଦେବେନ୍ଦ୍ରନାଥ ମହାରଣା ହେଲେ ହିନ୍ଦ୍ ସେନାର ପ୍ରଦେଶ ଅଧ୍ୟକ୍ଷ
ନୂଆପଡା (ଅମିତ ପୁରୋହିତ) ; ରାଷ୍ଟ୍ରସେବା ଓ ଜନସେବାକୁ ନିଜର ମୁଖ୍ୟ ଧର୍ମ ମାନୁଥିବା ଅଖିଳ ଭାରତୀୟ ସମାଜ ସେବୀ ସଂଗଠନ ହିନ୍ଦ୍ ସେନାରେ ଦେବେନ୍ଦ୍ରନାଥ ମହାରଣା ପ୍ରଦେଶ ଅଧ୍ୟକ୍ଷ ଭାବରେ ଯୋଗ ଦେଇଛନ୍ତି । ଏହା ସେ ଏକ ଆହୁତ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ…
ପାଟିଲ ସିନା ମୁଖ୍ୟସ୍ରୋତକୁ ଆଣିଥିଲେ, ଏବେ ଆକାକୁ ହାତ ଧରି ବାଟ କାଢି ନେବ କିଏ !!!
ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଉଦ୍ଧାର ୧୧ ଶିଶୁ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ଭରଦ୍ୱାଜ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ମୟୂରଭଞ୍ଜ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରାଇବା ସହ…
ଆଜି ୨୯ ଜିଲ୍ଲାରୁ ୨୫୮୯, ବାହାରୁ ଆକ୍ରାନ୍ତ ହଜାରେରୁ ଉର୍ଧ୍ଵ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୫୮୯ ଜଣ କରୋନା ପଜିଟିଭ | ଆଜି ବି ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ | ଆଜି ରାଜ୍ୟରେ ୨୫୮୯ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ…
ଚିର ନିଦ୍ରାରେ ଦରଦୀ ବନ୍ଧୁ ଖ୍ରୀଷ୍ଟିଆୟ ମିଶନାରୀ ଆଚାର୍ଯ୍ୟ ବ୍ରାଉନ ନାୟକ
ଆମେରିକା ସ୍ଥିତ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗକଲେ ଖ୍ରୀଷ୍ଟିୟାନ ଟେଲିଭିଜନ ପ୍ରଚାରକ, ପାଳକ ଏବଂ ମିଶନାରୀ ଆଚାର୍ଯ୍ୟ ବ୍ରାଉନ ନାୟକ
ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ: ଚିର ନିଦ୍ରାରେ ଦରଦୀ ବନ୍ଧୁ ଆଚାର୍ଯ୍ୟ ବ୍ରାଉନ ନାୟକ I ସେ ଥିଲେ ଏକା ଧାରାରେ ଜଣେ ଶିକ୍ଷକ, ଖ୍ରୀଷ୍ଟିଆନ…
କରୋନା ମହାମାରୀରେ ଲୋକଙ୍କ ପାଖରେ ସବୁ ବେଳେ କରୋନା ଯୋଦ୍ଧା ସୁମିତ
ବରଗଡ :-କରୋନା ମହାମାରୀ ଯେତେବେଳେ ତାହାର କାୟା ବିସ୍ତାର କରିବା ଆରମ୍ଭ କରିଥିଲା, ସେତିକି ବେଳେ ଓଡ଼ିଶାରେ ପୋଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଥିଲେ | ସତର୍କତା ଓ ସଚେତନତା ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା | ପାଇକମାଲ ଅଂଚଳରେ କରୋନା ମୁକାବିଲା ପାଇଁ ବି ଥାନାରେ…
ଚବିଶି ଘଂଟାରେ ୬୪,୫୩୧ ଆକ୍ରାନ୍ତ, ଯାଇଛି ୧୦୯୨ ଜୀବନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୪,୫୩୧ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧୦୯୨ ଜଣଙ୍କ ମୃତ୍ୟୁ ହୋଇଛି | ଆଉ ସୁସ୍ଥ ହୋଇଛନ୍ତି ୬୦,୦୯୧ ଜଣ | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୭,୬୭,୨୭୪ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୬…
ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ
ଲୋଇସିଂହା : ଲୋଇସିଂହା ବିଧାୟକ ଡ.ମୁକେଶ ମହାଳିଙ୍ଗଙ୍କ ଦ୍ଵାରା ବୁଢ଼ୀପଦର ଗ୍ରାମ ପଂଚାୟତରେ ଚାରା ରୋପଣ କାରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ହାଇସ୍କୁଲ ପରିସର, ଖେଳ ପଡିଆ ତଥା ଗୁହୁରୀ ବନ୍ଧ ନିକଟରେ ପ୍ରାୟ ଦୁଇଶହ ଚାରା ରୋପଣ କରାଯାଇଥିଲା ।…
ଲୋୟର ସୁକତେଲ ବୁଡି ଅଂଚଲରେ ସରକାରୀ ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦାବି
ବଲାଙ୍ଗୀର(ଶାସକ ପ୍ରଶାସକ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୋୟର ସୁକତେଲ ବୁଡି ଅଂଚଲରେ ସରକାରୀ ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ପଧାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ଅନୁରୋଧ କରିଥିବା ଜଣାଯାଇଛି । ସୂଚନା…