Sign in
Sign in
Recover your password.
A password will be e-mailed to you.
ସୁଶାନ୍ତ କୁମାର ବାରିକ ହେଲେ ରାଜ୍ୟ ସମବାୟ ନିବନ୍ଧକ
ଭୁବନେଶ୍ୱର (ଶାସକ ପ୍ରଶାସକ) ଏସସି ଏସଟି ଓ ଏମବିସିଡବ୍କ୍ୟୁ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ବରିଷ୍ଠ ଆଇଏଏସ ଅଫିସର ସୁଶାନ୍ତ କୁମାର ବାରିକ ହେଲେ ରାଜ୍ୟ ସମବାୟ ନିବନ୍ଧକ | ତାଙ୍କୁ ରାଜ୍ୟ ସରକାର ଆଜି ଏହି ନୂତନ ନୁଯୁକ୍ତି ପ୍ରଦାନ କରିଛନ୍ତି | ଆଜି ଏହି ମର୍ମରେ ସାଧାରଣ ପ୍ରଶାସନ…
ଲୋକେ ମାକ୍ସ ପିନ୍ଧିବାକୁ ନାରାଜ, ମାନୁନାହାନ୍ତି କଟକଣା
ବରଗଡ :- ବରଗଡ଼ ଜିଲ୍ଲାରେ କୋରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ଏଠାରେ ସୂଚନାଯୋଗ୍ୟ ଯେ ଆଜି ପର୍ଯନ୍ତ ଏହି ମହାମାରୀ ର କୋଣସି ଟୀକା କିମ୍ବା ଔଷଧ ବଜାରକୁ ଆସିନାହିଁ । ତେଣୁ ସରକାର , ସ୍ବେଚ୍ଛାସେବୀ ଅନୁଷ୍ଠାନ , ବିଶିଷ୍ଟ ବ୍ୟକ୍ତି ବିଶେଷ , ଲୋକଙ୍କର ଙ୍କର ସୁରକ୍ଷା…
କ୍ୟାବିନେଟର ଐତିହାସିକ ନିଷ୍ପତି ହେବ ନୂଆ ଭାରତ ଭବିଷ୍ୟତର ଗେମ୍-ଚେଞ୍ଜର : ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
• ଏନଆରଏ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
• ଏନ୍ଆର୍ଏ ଗଠନ ଚାକିରି ଆଶାୟୀ ଓ ଆର୍ଥôକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ
• ଆଖୁର ଏଫ୍ଆରପି ବୃଦ୍ଧି ଦ୍ୱାରା ୧ କୋଟିରୁ…
କୋଟି କୋଟି ଭକ୍ତଙ୍କର ଆସ୍ଥା ଏବଂ ଭାବନାକୁ କୁଠାରଘାତ କରୁଛନ୍ତି ରାଜ୍ୟସରକାର: ପୃଥ୍ୱୀରାଜ
ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟସରକାରଙ୍କ ନିଷ୍ପତି ଚୂଡାନ୍ତ ବୋଲି ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେବା ପ୍ରସଙ୍ଗ
ମନ୍ଦିର ଖୋଲିବା ନେଇ ଏକ ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତୁ ମୁଖ୍ୟମନ୍ତ୍ରୀ
ରାଜ୍ୟସରକାର ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଛୋଟ ବଡ ମନ୍ଦିର…
ପାଇକମାଲ ରେ ଖୁବଶୀଘ୍ର JMFC କୋର୍ଟ
ବରଗଡ :- ପାଇକମାଲ ଅଂଚଳ ବାସୀ ଙ୍କର ବହୁ ପ୍ରତୀକ୍ଷିତ ଦାବି , ଆଂଚଳରେ ଏକ JMFC କୋର୍ଟ ସ୍ଥାପନ କରାଯିବା , ଅତି ଶୀଘ୍ର ପୁରାଣ ହେବାର ଆଶା ଜାଗ୍ରତ ହୋଇଛି । ଗତ କିଛି ଦିନ ତଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ଆଦେଶ ଓ ଅନୁମୋଦନ କ୍ରମେ ଏହି କୋର୍ଟ ସ୍ଥାପନ ପାଇଁ ବର୍ତ୍ତମାନ ପ୍ରଶାସନିକ…
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର,(ଶାସକ ପ୍ରଶାସକ) : ବୁଧବାର ସକାଳେ ଉତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତର-ପଶ୍ଚିମ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ଉପକୂଳ ଏବଂ ଉତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି…
ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିଶନ’ : ରାଜ୍ୟର ଜଳ ସଂକଟକୁ ଦୂର କରିବା ପାଇଁ କାର୍ଯ୍ୟରତ ମୋଦି ସରକାର –…
• ରାଜ୍ୟର ଗ୍ରାମାଂଚଳର ସବୁ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଁଚାଇବା ଲକ୍ଷ୍ୟ
• ତଥ୍ୟନୁସାରେ ଓଡିଶାର ଗ୍ରାମାଞ୍ଚଳର ୮୧.୨୫ ଲକ୍ଷ ଘରୁ ମାତ୍ର ୪ ପ୍ରତିଶତରୁ କମ୍ ପରିବାର ପାଇପ୍ ଯୋଗେ ଜଳ ପାଉଛନ୍ତି
• ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଳ ସୁରକ୍ଷାକୁ ସୁଦୃଢ କରୁଛନ୍ତି ମୋଦି…
ଆଜି ପୁରା ଉଆଁସ, କରୋନା ପାଇଁ ଉତ୍ସାହ କମିଛି
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଆଜି ଭାଦ୍ରବ ଅମାବାସ୍ୟା । ଆଜି ଦିନକୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ର ବିଭିନ୍ନ ଗ୍ରାମ ଗୁଡିକରେ ପୁରା ଉଆଁସ ଭାବରେ ପାଳନ କରିଥାଆନ୍ତି । ବାଳକମାନେ ଚକ ଲଗା ମାଟି ଓ କାଠ ନିର୍ମିତ ଘୋଡା ହାତୀ ଦଉଡିରେ ଟାଣି ଗାଆଁ…
ଗତବର୍ଷ ତୁଳନାରେ ଦେଶରେ କୃଷିଜାତ ସାମଗ୍ରୀର ରପ୍ତାନୀ 23.24 ପ୍ରତିଶତ ବୃଦ୍ଧି
• କୃଷି ବିପଣନ ପାଇଁ କୃଷି ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ କାର୍ଯ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ, ରପ୍ତାନୀ ବୃଦ୍ଧି ସହ ଯୋଜନାରେ ଆମଦାନୀ ସାମଗ୍ରୀର ବିକଳ୍ପ ଉପରେ ପ୍ରାଧାନ୍ୟ
• କୃଷି ମନ୍ତ୍ରଣାଳୟ ଆଦେଶ କ୍ରମେ କୃଷି ଓ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ…
ଆଜିଠୁ ସ୍ବଦେଶୀ ଟୀକାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ
ନୂଆଦିଲ୍ଲୀ : ଦେଶରେ କରୋନା ଭୁତାଣୁ ଆତଙ୍କ ଲାଗି ତାଜିଥିବା ବେଳେ ଲୋକଙ୍କ ପାଇଁ ଆପାତତଃ ଏକ ଖୁସି ଖବର । ଆଜିଠାରୁ ଦେଶରେ ପ୍ରଥମ ସ୍ୱଦେଶୀ କରୋନା ଟିକାର ତୃତୀୟ ଏବଂ ଶେଷ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେଉଛି ।
ବର୍ତ୍ତମାନ ଦେଶରେ ତିନୋଟି କରୋନା ଟିକା ପ୍ରସ୍ତୁତି ପ୍ରକ୍ରିୟା ଜାରିରହିଛି…