ଯୁକ୍ତ ୨ ବାଣିଜ୍ୟ: ଜିଲ୍ଲାରେ ଶୀର୍ଷ ସ୍ଥାନରେ ଦୁଇ ଝିଅ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ବହଳଦା ଧୀରଜ ଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଲିଜ଼ା ଅଗ୍ରୱାଲ ୬୦୦ ମାର୍କରୁ  ୫୪୮ ନମ୍ବର ରଖି ଜିଲାରେ ଟପର ହୋଇଥିବା ବେଳେ  ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ…

l ଗୋଲିଆ ଗଣ୍ଡଗୋଳ ମାମଲା, ପୁଣି ୫ ଗିରଫ

ବୁଗୁଡା / ଡ଼ଃ କୁମୁଦଚନ୍ଦ୍ର  ବେହେରା : ଗତ ଅଗଷ୍ଟ ୧୪ ତାରିଖରେ ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗୁଳିକାଣ୍ଡ ଘଟି ଦୁଇଜଣ ଆହତ ହୋଇ କଟକ ଓ ବ୍ରହ୍ମପୁରରେ ଚିକିତ୍ସା ହେଉଛନ୍ତି। ଏହି ମାମଲାରେ ଅଗଷ୍ଟ ୧୭ ତାରିଖରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଥିବା ବେଳେ ୧୮ ତାରି ଖରେ ପୁଣି ୬…

ପାରଳାରେ  “୧୮୨ ତମ ବିଶ୍ୱ ଫୋଟଗ୍ରାଫି” ଦିବସ ପାଳିତ

ପାରଳାଖେମୁଣ୍ଡି /।ବାଳକୃଷ୍ଣ ପାଣିଗ୍ରାହୀ :  ଅନ୍ତର୍ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ ବିଶିଷ୍ଠ ଫଟୋଗ୍ରାଫର  ଡ଼ାଗୁଏରଙ୍କ ୧୮୨ ତମ  ଜନ୍ମବାର୍ଷିକୀ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି  ଠାରେ ଫଟୋଗ୍ରାଫର ସଂଘ ପକ୍ଷରୁ “୧୮୨ ତମ ବିଶ୍ୱ ଫୋଟଗ୍ରାଫି” ଦିବସ ପାଳିତ ହୋଇଯାଇଛି । …

ଓଡ଼ିଶା ଖେଳାଳିଙ୍କ ବିଶ୍ବସ୍ତରୀୟ ପ୍ରଦର୍ଶନ

ଝାରସୁଗୁଡ଼ା :(ସୁଭାଷ ସହାରେ) : ଗତ ତା:15/08/2020 ରୁ 17/08/2020 ପର୍ଯ୍ୟନ୍ତ ଚାଲିଥିବା ଇଣ୍ଡୋନେସିଆ ପେଞ୍ଚାକ ସିଲାଟ ଭର୍ଚୁଆଲ ଟୁର୍ନାମେଣ୍ଟରେ ଓଡ଼ିଶାର ଖେଳାଳିମାନେ କୃତିତ୍ୱ ଅର୍ଜନ କରିଛନ୍ତି। ଏଥିରେ ୧୧ ଟି ଦେଶରୁ ୪୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଅଂଶଗ୍ରହଣ…

ନାବାଳକ ଯୌନ ନିର୍ଯାତନା ଘଟଣାରେ ଗିରଫ ହେଲେ ଶିକ୍ଷା ସଂସ୍ଥାନର ସଂସ୍ଥାପକ ।

http://www.youtube.com/watch?v=m-GbO614dJ8 ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାସ୍ଥିତ ଏକ ଶିକ୍ଷାନୁଷ୍ଠାନ ତଥା ଫେଥ୍ ଆଉଟରିଚ୍ ନାମକ ସଂସ୍ଥାର ସଂସ୍ଥାପକ ଏକ ନାବାଳକ ଯୌନ ନିର୍ଯାତନା ଘଟଣାରେ ଗିରଫ ହୋଇଛନ୍ତି l ତାଙ୍କର ନାମ ଜନ ପି ବ୍ରିଜ ବୋଲି ପୁଲିସ ସୂତ୍ରରୁ ଜଣା…

ଆଦିବାସୀ ମାନଙ୍କ ବିଭିନ୍ନ ଦାଵୀକୁ ନେଇ ସମ୍ମିଳିତ ଆଦିବାସୀ ସମାଜ ଓ ଗୋଣ୍ଡୱାନା ସମାଜଦ୍ବାରା ସ୍ମାରକପତ୍ର ପ୍ରଦାନ

ଝାରସୁଗୁଡ଼ା :(ସୁଭାଷ ସହାରେ) ; ଗତକାଲି ଅଖିଳ ଭାରତୀୟ ଗୋଣ୍ଡୱାନା ସମାଜ ଓ ସମ୍ମିଳିତ ଆଦିବାସୀ ସମାଜ ମିଳିତ ଭାବରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଶ୍ୱ ଆଦିବାସୀ ଦିବସ ପାଳନ କରିଥିଲେ। ରାଜ୍ୟର ୨୦ଟି ଜିଲ୍ଲାରୁ ବହୁ ତୁଙ୍ଗ ଆଦିବାସୀ ନେତା ଯୋଗଦାନ କରି ବିଶ୍ବ ଆଦିବାସୀ ଦିବସ ବାବଦରେ…

ସ୍ବାସ୍ଥ୍ୟ ବିଭାଗର କର୍ମୀ ଦୁର୍ଘଟଣା ଗ୍ରସ୍ତ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି

 ମ. ରାମପୁରରୁ ଜଗତ ରାମ ସାହୁ :କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଅରସ୍କୁପା ଗ୍ରାମର ରାସ୍ତା ପାର୍ଶ୍ବରେ ଏକ ବୋଲେରୋ ଗାଡ଼ି ଦୁର୍ଘଟଣା ଗ୍ରସ୍ତ। ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୧୦ ଟା ସମୟରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଛି କର୍ମଚାରୀ ମୋହନଙ୍ଗିରି କୁ…

ରାମ ମାଧବ, ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ମଣିପୁର କଂଗ୍ରେସର ୫ ପୂର୍ବତନ ବିଧାୟକ 

ଭୁବନେଶ୍ବର(ଶାସକ ପ୍ରଶାସକ) - ମଣିପୁର କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ୫ ଜଣ ପୂର୍ବତନ ବିଧାୟକ ଆଜି ବିଜେପିରେ ଯୋଗଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ରାମ ମାଧବ ଏବଂ ମଣିପୁର…

ଗନ୍ଧମାର୍ଦ୍ଦନକୁ ଇକୋ ସେନସିଟିଭ ଜୋନ ଘୋଷଣା ଦାବି 

ପଦ୍ମପୁର :ଗନ୍ଧମାର୍ଦ୍ଦନ ପର୍ବତକୁ ଇକୋ ସେନସିଟିଭ ଜୋନ ଘୋଷଣା କରିବା ପାଇଁ ବରଗଡ଼ ଜିଲ୍ଲା ନୃସିଂହନାଥ ସ୍ଥିତ ଗାନ୍ଧୀ ପୀଠ ଠାରେ ଅନୁଷ୍ଠିତ ଗନ୍ଧମାର୍ଦ୍ଦନ ସୁରକ୍ଷା  ଯୁବ ପରିଷଦ ର ୩୬ତମ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ଠାରେ ଦାବି କରା ଯାଇଛି । ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ…

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ପଜିଟିଭ

ଭୁବନେଶ୍ୱର : ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଯୁବ ନେତ୍ରୀ ଶ୍ରୀମୟୀ ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ନିଜେ ଏ ବିଷୟ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି | ତାଙ୍କ ସହ ଗତ କିଛି ଦିନ ଭିତରେ ମିଶିଥିବା ବ୍ୟକ୍ତିବିଶେଷ ନିଜ ସ୍ୱାସ୍ଥ୍ୟ ପରୀକ୍ଷା…