Sign in
Sign in
Recover your password.
A password will be e-mailed to you.
ସରକାର ନିଦାବିଷ୍ଣୁକୁ ଦାୟିତ୍ବହୀନ ଠିକାଦାର , ବାହ୍ୟ ଜଗତରୁ ବିଛିନ୍ନ ହେଲା ୪୫ ପରିବାର ।
ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ନିର୍ମାଣକାରୀ ଠିକାସଂସ୍ଥାଙ୍କ ମେରୀ ରାୟ ନୀତି
ବାରିପଦା(ଦିଲ୍ଲୀପ ମହାନ୍ତି )- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ଦୁଇଦିନ ହେବ ଲାଗି ରହିଛି ଲଗାଣ ବର୍ଷା। ଫଳରେ ଜିଲ୍ଲାରେ ଥିବା ଅନେକ…
ପାରଳାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ସ୍ୱର୍ଗତ ରାଜୀବ…
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ୭୭ତମ ଜନ୍ମଦିବସ ପାଳିତ
ଝାରସୁଗୁଡ଼ା :(ସୁଭାଷ ସହାରେ) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ ଅବସରରେ ଆଜି ଦେଶର କୋଣ ଅନୁକୋଣ ତାଙ୍କୁ ସ୍ମରଣ କରୁଛି। କଂଗ୍ରେସ ଦଳ ଦେଶର ସମସ୍ତ ସ୍ଥାନରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛି। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ…
ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କର୍ମଚାରୀମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଂଟନ
ବଲାଙ୍ଗୀର(ନିରୋଜ ମିଶ୍ର) ନୂଆଁଖାଇକୁ ଦୃଷ୍ଟିରେ ରଖି ଜିଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କର୍ମଚାରୀମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଂଟନ କରାଯାଇଥିଲା । ଲକ୍ ଡାଉନ୍ ଆରମ୍ଭ ହେବା ପରେ ଜିଲାରେ ବସ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ୫ ଶହରୁ ଉଦ୍ଧ୍ୱର୍ କର୍ମଚାରୀ ଏବଂ…
ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ସେବା ଶୀଘ୍ର
ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସିଧା ବିମାନ ସେବା ଅକ୍ଟୋବର ସୁଦ୍ଧା ଆରମ୍ଭ ହେବାକୁ ଯାଉଛି। ସୂଚନାନୁସାରେ, ବେସରକାରୀ ବିମାନ ଚଳାଚଳ ସଂସ୍ଥା ସ୍ପାଇସ ଜେଟ ଆସନ୍ତା ୨୫ ଅକ୍ଟୋବରରୁ ଝାରସୁଗୁଡ଼ା -ମୁମ୍ବାଇ ଓ…
ଝାରସୁଗୁଡ଼ା ବିମାନ ବନ୍ଦରରେ ଏଣ୍ଟି-ହାଇଜ୍ୟାକିଙ୍ଗ ମକ ଡ୍ରିଲ ଅନୁଷ୍ଠିତ!
ଝାରସୁଗୁଡା : (ସୁଭାଷ ସହାରେ) -ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଗୁରୁବାର ଏଣ୍ଟି-ହାଇଜ୍ୟାକିଙ୍ଗ ମକ୍ ଡ୍ରିଲ ଏକ୍ସସାଇଜ ଅନୁଷ୍ଠିତ ହୋଇଛି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି , ମୂଖ୍ୟ ସୁରକ୍ଷା…
ଓଡ଼ିଶାର ସଂସ୍କୃତି ଓ ଓଡ଼ିଶାର ଉନ୍ନତି ପାଇଁ କାମ କରିବି :ମୁସ୍କାନ ଖାତୁନ
ଝାରସୁଗୁଡ଼ା :(ସୁଭାଷ ସହାରେ) -ଯୁକ୍ତ ଦୁଇ କମର୍ସ ବିଭାଗରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଶୀର୍ଷରେ ରହିଛନ୍ତି ମୁସ୍କାନ ଖାତୁନ। ଜଣେ ପେଣ୍ଟର ଭାବରେ ଜୀବିକା ନିର୍ବାହ କରୁଥିବା ମହମ୍ମଦ ନାସିର ଓ ଅଫସାନା ବେଗମଙ୍କ କନ୍ୟା ମୁସ୍କାନ ୪୭୦ ନମ୍ବର ଅର୍ଥାତ୍ ୭୮.୩୩…
ନିଜସ୍ୱ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ରାଜ୍ୟ ସରକାର ଦେଲେଣି ୨୬୬ କୋଟି ଟଙ୍କା : ମନ୍ତ୍ରୀ
"ନିର୍ମାଣ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଟଙ୍କାଏ ବି ଦେଇନାହାନ୍ତି "
ବରଗଡ :- କରୋନା ସମୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ନିଜସ୍ୱ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଯୋଗାଇ ଦେଇଛନ୍ତି ସହାୟତା | ଯୁଦ୍ଧକାଳୀନ ଭିତ୍ତିରେ…
ଏମିତି ମଜଭୁତିଆ କାମ, ଟିକେ ବର୍ଷା ପଡୁ ପଡୁ ଶୋଇପଡ଼ିଲା
ଦୋଷ ଲୁଚେଇବାକୁ ଠିକାଦାରଙ୍କ ଆକ୍ରାନ୍ତିଆ ଅପଚେଷ୍ଟା
ପଦ୍ମପୁର(ଶାସକ ପ୍ରଶାସକ) - କୋଟି କୋଟି ଟଙ୍କା ବ୍ୟୟରେ ପିଡବ୍ଲୁଡି ବିଭାଗ ଦ୍ଵାରା ପାଇକମାଲ ଅଞ୍ଚଳରେ ପୋଲ ଓ ଡ୍ରେନ ନିର୍ମାଣ ହେଉଛି । ହେଲେ ଯନ୍ତ୍ରୀ ମାନେ ଠିକ ଭାବରେ ତଦାରଖ କରୁନଥିବାରୁ ଠିକାଦାର ମାନେ ମଧଇଛ୍ଛା ଅତି ନିମ୍ନମାନର…
ଲଗାଣ ବର୍ଷା ରେ ଭାଙ୍ଗିଲା ଘର
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ; ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ କୁକୁଡାବାହାଳୀ ପଞ୍ଚାୟତ କାଙ୍କଣପଡା ଗ୍ରାମର ବିଜୟ ସ୍ୱାଇଁ ଙ୍କ ଘର ଗତ କାଲି ଲଗାଣ ବର୍ଷା ରେ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି। ବିଜୟ ସ୍ୱାଇଁ ଜଣେ ଗରିବ ପରିବାର ହୋଇ ଥିବାରୁ…