ଆଜି ସବୁ  ଜିଲ୍ଲାରୁ ମିଶେଇକି ୨୬୯୮ /୧୦ , ବାହାରୁ ୧୦୨୩

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ରାଜ୍ୟରେ ୩୦  ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୬୯୮   ଜଣ କରୋନା ପଜିଟିଭ |  ଆଜି ରାଜ୍ୟରେ ୨୬୯୮ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭୧୮   ପହଂଚିଛି  | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୫   ଜଣ…

ଦେଶରେ କରୋନା  ୬୮,୮୯୮/୯୮୩

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୮,୮୯୮  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୮୩  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୯,୦୫,୮୨୪  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୯୨,୦୨୮   ଜଣ |  ଏ ଯାବତ ଦେଶରେ ୨୧,୫୮,୯୪୭   …

ସର୍ବାଧିକ ନମୁନା ପରୀକ୍ଷା କରୁଥିବା ରାଜ୍ୟ ତାଲିକାରେ ଓଡିଶା ଦ୍ଵିତୀୟ ସ୍ଥାନରେ 

ଜାତୀୟ ହାର ଠାରୁ ଊର୍ଧ୍ୱରେ ଓଡ଼ିଶାର ନମୁନା ପରୀକ୍ଷା ହାର  ଭୁବନେଶ୍ୱର : ଦେଶରେ କୋଭିଡି ନମୁନା ପରୀକ୍ଷା କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିଥିବା ବେଳେ ଓଡିଶା ଜାତୀୟ ହାର ଠାରୁ ବେଶ ଆଗରେ ରହି ସର୍ବାଧିକ ନମୁନା ପରୀକ୍ଷା କରୁଥିବା ରାଜ୍ୟ ତାଲିକାର ଦ୍ଵିତୀୟ ସ୍ଥାନରେ ରହିବାରେ ସକ୍ଷମ…

ବିଘ୍ନରେ ବିଘ୍ନ ବିନାଶକଙ୍କ ପୂଜାର୍ଚନା 

କରୋନା କଟକଣା ପାଇଁ ଉତ୍ସାହ ନାହିଁ, ଫିକା ଫିକା ସବୁ  ବାରିପଦା(ଦିଲ୍ଲୀପ ମହାନ୍ତି): ଦିନକ ପରେ ଗଣେଶ ପୂଜା। ଏତେବେଳକୁ ସମଗ୍ର ମୟୂରଭଞ୍ଜ ଜିଲ୍ଲା ପାର୍ବଣର ଆଦ୍ୟ ପର୍ବରେ ପୁଲକିତ ହୋଇପଡ଼ିବା କଥା। ଜିଲ୍ଲା ସଦରମହକୁମା ବାରିପଦାରେ ଅଗ୍ରଗଣ୍ୟ ଗଜାନନଙ୍କୁ ଭକ୍ତିର ସହିତ ଧୂମଧାମରେ ଆବାହନ…

ଛତାମଖନା ଠାରେ ଯୁଧିଷ୍ଠିର ମିଶ୍ରଙ୍କ ଜୟନ୍ତୀ ପାଳିତ

Bolangir/ Niroj Mishra : ପୁଇଁତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମ ରେ ନରସିଂହ ସେନା ଗ୍ରାମ୍ୟ ପରିଚାଳନା କମିଟି ଦ୍ୱାରା ସାମାଜିକ ଦୂରତା ଓ ସରକାରୀ କୋଭିଡ଼ ଗାଇଡ଼ ଲାଇନ କୁ ମାନି ସ୍ୱାଧୀନତା ସଂଗ୍ରାମୀ,ସମ୍ବିଧାନ ପ୍ରଣୟନ ସଭା ର ସଭ୍ୟ,ଶିକ୍ଷା ସଂଗଠକ,ଆଇନଜୀବୀ ସ୍ବର୍ଗତ ଯୁଧିଷ୍ଠିର…

ଜିଲ୍ଲା କଂଗ୍ରେସ ଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

  ବଲାଙ୍ଗିର(ନିରୋଜ ମିଶ୍ର)- ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ  ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଆଇସିସି ସଦସ୍ୟ…

ନରସିଂହଙ୍କ ହସ୍ତକ୍ଷେପ, ମୃତକ ପରିବାରଙ୍କ ପାଇଁ ଆସିଲା୨ଲକ୍ଷ ସହାୟତା ରାଶି

ପାଇଖାନା ଛାତପଡି ଛାତ୍ର ମୃତ୍ୟୁ ଘଟଣା  ବଲାଙ୍ଗିର(ନିରୋଜ ମିଶ୍ର )- ଗତ ବର୍ଷ ନଭେମ୍ବର ୯ ତାରିଖ ଦିନ ସ୍ଥାନୀୟ ଟିକ୍ରାପଡା ସ୍ଥିତ ୟୁଜିଏମ୍ଇ ସ୍କୁଲର ପାଇଖାନା ଛାତ ପଡି ସବିତା ଖର୍ସେଲଙ୍କ ପୁଅ ଅତିଶ ଖର୍ସେଲଙ୍କ ଅଭାବନୀୟ ମୃତ୍ୟୁ ଘଟିଥିଲା । ସେ ସମୟରେ ଏହି ଘଟଣା ସାରା ସହରରେ ଶିକ୍ଷା…

ରାସାୟନିକ ସାର ଅଭାବ, ଚାଷୀ ହତାଶ

ବୁଗୁଡ଼ା /  ଡ଼. କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଅଞ୍ଚଳରେ ରାସାୟନିକ ସାର ବିଶେଷ କରି ୟୁରିଆ ସାରର ଅଭାବ ଯୋଗୁଁ ଚାଷୀ ହତାଶ ହେଉଥିବା ଦେଖାଦେଇଛି।ସମବାୟ ସମିତିକୁ ଗୋଟିଏ ଲେଖାଁଏ ଗାଡି ସାରା ଆସିଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ହୋଇଥିବା ଯୋଗୁଁ ଚାଷୀ ମାନେ ସାର ଡିଲର…

କିମ୍‍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍‍ ଉଦ୍‍ଘାଟିତ

ଭୁବନେଶ୍ୱର,(ଶାସକ ପ୍ରଶାସକ) : କିମ୍‍ସରେ ୪୦ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଇସିୟୁ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କିମ୍‍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିମ୍‍ସ ମେଡିକାଲ୍‍ କଲେଜର ଅଧ୍ୟକ୍ଷ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ରୁଚି ଦେଶ ଗୌରବ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ  ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା  ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ରୁଚି ଦେଶ ଗୌରବ’ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଗ୍ରଣୀ ଶିଳ୍ପ ଉଦ୍ୟୋଗ…