ବାଲ୍ୟ ବିବାହ ମୁକ୍ତ ଗାଁ ଖଇରମାଲରେ ରକ୍ତଦାନ ଶିବିର ଆୟୋଜନ

0 1

 ବିରମହରାଜପୁର/ବିନୋଦ ପାଣ୍ଡେ : ବିରମହରାଜପୁର ବ୍ଳକ ଅନ୍ତର୍ଗତ କେଂଝରିଆପଲି ପଂଚ।ୟତ ର ଖଇରମାଲ ଅଙ୍ଗନବାଡି ସମିତି ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ଶିବିର ରେ civid କଟକଣା ହେତୁ ଜଣେ ମହିଳା ରକ୍ତଦାତା ଅଙ୍ଗନବାଡି କର୍ମୀ ରଶ୍ମିତା ପଧାନ ଙ୍କ ସମେତ ସମୁଦାୟ 16 ଜଣ ରକ୍ତଦାନ କରିଥିଲେ ।ମୁଖ୍ୟ ଅତିଥି ଭାବରେ ବିରମହରାଜପୁର ର ବ୍ଲକ ଉନ୍ନୟନ ଅତିଥି ମୋତିଲାଲ ସୁଲିଆ dswo ଅନ୍ତେସା କେରକେଟ।,cdpo ଜୋସ୍ନାରାନୀ ପଣ୍ଡା, ସରପଞ୍ଚ ସନ୍ତୋଷ ପଧାନ ,ଓଡ଼ିଶା ରକ୍ତଦାତା ସଙ୍ଘ ସଦସ୍ୟ ମନୋଜ ପଣ୍ଡା ,ସମାଜ ସେବୀ ପ୍ରଦୀପ ପଧାନ ,ଯାଦବ ପଧାନ ,ଅଞ୍ଜନ ପଧାନ ,ରାକେଶ ପଧାନ, ଚନ୍ଦ୍ରକାନ୍ତି ବଗର୍ତ୍ତି ,ପ୍ରଭାସିନୀ ପଧାନ ,ଯୋଗେଶ୍ୱରୀ ପାଣ୍ଡିଆ ,ଦୀନବନ୍ଧୁ ପଣ୍ଡିଆ ,ପ୍ରାଣବନ୍ଧୁ ପାଣ୍ଡିଆ ,ରିଲୁ ପାତ୍ର ,ଉମେଶ ଡ।ଙ୍ଗ,ଗୋୖରୀ ଶଙ୍କର ପୁଝ।ରୀ ପ୍ରମୁଖ ସହଯୋଗ କରିଥିଲେ।ସୁବର୍ଣପୁର ରକ୍ତ ଭଣ୍ଡାର ର dr ବିଶ୍ୱନାଥ ରଥ ,ଟିଟୁ ଭୋଇ ,ଜଗତ ଦାରୁଅନ ,ସୁନୀଲ ମହାନ୍ତି ,ୟୁଦିସ୍ତିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.