Sign in
Sign in
Recover your password.
A password will be e-mailed to you.
ଏକଲ ଗ୍ରାମୋତ୍ଥାନ ଫାଉଣ୍ଡେସନ ଦ୍ଵାରା ଫଳଚାରା ବଣ୍ଟନ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ାସ୍ଥିତ ସିରିଆପାଲିର ଏକଲବ୍ୟ ଗ୍ରାମୋତ୍ଥାନ ରିସୋର୍ସ ସେଣ୍ଟରରେ ଗତକାଲି ଗ୍ରାମବାସୀଙ୍କୁ ଫଳଚାରା ବଣ୍ଟନ କରିଥିଲେ। କୋଭିଡ-19 ର ସମସ୍ତ ଗାଇଡଲାଇନକୁ ପାଳନ କରି ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସଂସ୍ଥାର…
ସାତଦିନ ମଧ୍ୟରେ ଆଦାୟ ହେଲା ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଜୋରିମାନା।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଲକଡାଉନ ସମୟରେ ବିଭିନ୍ନ କଟକଣାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଲୋକଙ୍କଠାରୁ ଜୋରିମାନା ହାସଲ କରିଥିବାର ଏକ ବିଜ୍ଞପ୍ତି ଝାରସୁଗୁଡ଼ା ପୋଲିସ ଆଜି ଜାରି କରିଛନ୍ତି।
ଗତ ୧୪/୦୮/ ୨୦୨୦ ରୁ ୨୧/୦୮/ ୨୦୨୦ ପର୍ଯ୍ୟନ୍ତ ସାତ ଦିନ ମଧ୍ୟରେ ବିଭିନ୍ନ ନିୟମ ଉଲ୍ଲଘଂନ…
କୋହଳ ହେଲା ସଟଡାଉନ। ନୂଆଁଖାଇ ନିମନ୍ତେ ଖୋଲା ରହିବ ବଜାର।
ଝାରସୁଗୁଡ଼ା :(ସୁଭାଷ ସହାରେ) ନୂଆଁଖାଇକୁ ନେଇ ଶେଷରେ ସାପ୍ତାହିକ ସଟଡାଉନରେ ରିହାତି ଦେଲେ ସରକାର। ନୂଆଁଖାଇ ନିମନ୍ତେ କୋଭିଡ କଟକଣାକୁ ସାମାନ୍ୟ କୋହଳ କରି ୨୩ ଅଗଷ୍ଟ ଦିନ ବଜାର ଦିନ ୧ଟା ପରିବର୍ତ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ମାତ୍ର ଲୋକଙ୍କୁ ଶାରୀରିକ ଦୂରତା, ମାସ୍କ…
କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ।
ଝାରସୁଗୁଡ଼ା :(ସୁଭାଷ ସହାରେ)-କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ (କିସ୍) ତରଫରୁ ଆଜି ଝାରସୁଗୁଡ଼ାର ବଢ଼େଇମୁଣ୍ଡା (ରଙ୍ଗିଆପଡ଼ା) ଠାରେ ତୃତୀୟ ପର୍ଯ୍ୟାୟର ଶୁଖିଲା ଖାଦ୍ୟ ଓ ସମାପ୍ତିସୂଚକ ମୂଲ୍ୟାୟନ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା। ଲଗାଣ ବର୍ଷା ସତ୍ତ୍ବେ ଲଖନପୁର ଓ…
ରକ୍ତଭଣ୍ଡାର କର୍ମଚାରୀ ସଂଘର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସ୍ମାରକପତ୍ର
ଝାରସୁଗୁଡ଼ା :(ସୁଭାଷ ସହାରେ) -ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ଆହ୍ବାନରେ ଆଜି ଝାରସୁଗୁଡ଼ା ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସଂଘ ଅନୁସାରେ ଯେ ଗତ…
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍ଘାଟିତ
http://www.youtube.com/watch?v=CO2dqCKJjSU
ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ICU ପାଇଁ ଶିଳାନ୍ୟାସ
ଜୀବନ ସହିତ ଜୀବିକାକୁ ଗୁରୁତ୍ବ ଦିଆଯାଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(ଶାସକ ପ୍ରଶାସକ): କୋଭିଡ ଯୁଦ୍ଧରେ ଜୀବନ ପାଇଁ…
ଛାତ୍ରଛାତ୍ରୀମାନେ ସମୟର ସଦୁପଯୋଗ କରନ୍ତୁ : ଡ. ଅରୁଣ
ଭର୍ଚୁଆଲ୍ ବୈଠକ ମାଧ୍ୟମରେ ମେଧା ସମ୍ମାନ ୨୦୨୦ ଆୟୋଜିତ
ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ନେଇଛନ୍ତି ଅନେକଗୁଡ଼ିଏ ପଦକ୍ଷେପ
ପଢାବହି ସହ ଦୁନିଆ ବିଷୟରେ ଜାଣିବା ପାଇଁ ଅନ୍ୟ ବହି ପଢିବାକୁ ମନ୍ତ୍ରୀ ଦେଲେ ପରାମର୍ଶ
ଛାତ୍ରଛାତ୍ରୀମାନେ ନିଜ …
ବାଇକ୍ କୁ ପିଟିଲା ବାଇକ ;ଦୁଇ ବାଇକ୍ ଚାଳକ ଗୁରୁତର
ବାରିପଦା (Dillip Mohanty) -ବାଇକ୍ କୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକ ଗୁରୁତର । ଗଣେଶ ପୂଜା ପାଇଁ ରାଇରଙ୍ଗପୁର ସହର ଚଳଚଳ ଚଞ୍ଚଳ ହୋଇଥିବା ସମୟରେ
ଶୁକ୍ରବାର ପୂର୍ବାହ୍ନ ୧୦.୩୦ ପାଖାପାଖି ରାଇରଙ୍ଗପୁର ବଜାର ନିଶାମଣି ଲଜ୍ ପାଖରେ ମୁଖ୍ୟ ରାସ୍ତାରେ ପୁରୁଣା ପାଣି…
ଓପିଏସସି ସଦସ୍ୟ ନିଯୁକ୍ତ ହେଲେ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ସୁଧାଂଶୁ ଶେଖର ରଥ
ଭୁବନେଶ୍ୱର ( ଶାସକ ପ୍ରଶାସକ ): ଓଡିଶା ଲୋକ ସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଭୂତି ଭୂଷଣ ପଟ୍ଟନାୟକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧାଂଶୁ ଶେଖର ରଥ |
ଅବସରପ୍ରାପ୍ତ ଆଇଏଏସ ବିଭୂତି ଭୂଷଣ ପଟ୍ଟନାୟକ…
ସେଲ୍ଫି ନେଇଗଲା ଦୁଇ ବହୁମୂଲ୍ୟ ଜୀବନ
ବରଗଡ :- ଗତ କାଲି ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ କପିଳଧାର ରେ ସେଲ୍ଫି ନେଉଥିବା ଦୁଇ ଯୁବକ ଙ୍କର ଗୋଡ଼ ଖସିଯିବାରୁ ପ୍ରାୟ ଅଢେଇସହ ଫୁଟ ତଳକୁ ଖସି ପଡିବାରୁ ମୃତ୍ୟୁ ହୋଇ ଯାଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ପୋଲିସ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଆକାଶ ପାଣିଗ୍ରାହୀ ଓ…