ହୃଦୟରୁ ଶୁଭକାମନା 

ଆମର ସମସ୍ତ ପାଠକ ପାଠିକା, ଜିଲ୍ଲା, ଉପଖଣ୍ଡ, ବ୍ଲକ ତଥା ପ୍ରବାସୀ ପ୍ରତିନିଧି ଓ ଅଗଣିତ ଶୁଭେଛୁଙ୍କୁ ପବିତ୍ର ଗଣେଶ ପୂଜା ଅବସରରେ ହାର୍ଦ୍ଦିକ ଶୁଭକାମନା | ବିଘ୍ନ ବିନାଶକ ସମସ୍ତଙ୍କ ବିଘ୍ନ ମୋଚନ କରନ୍ତୁ | "ଶାସକ ପ୍ରଶାସକ" ଓ "କଳିଙ୍ଗ ଭଏସ" ପରିବାର ପ୍ରତି ଏମିତି ଭଲ ପାଇବା ରହିଥାଉ ଆଉ…

 ୯ ପ୍ରାଣହାନୀ ସହ ଆଜି ୨୯ ଜିଲ୍ଲାରୁ ମିଶେଇକି ୨୮୧୯ 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ରାଜ୍ୟରେ ୩୦  ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୮୧୯ ଜଣ କରୋନା ପଜିଟିଭ |  ଆଜି ରାଜ୍ୟରେ ୨୮୧୯ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୫୩୭ ପହଂଚିଛି  | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧  ଜଣ କ୍ଵାରେଣ୍ଟାଇନରୁ…

ଜିଲ୍ଲା ଟପ୍ପର ମୀନାକ୍ଷୀଙ୍କୁ ଭେଟି ସହାୟତାର ହାତ ବଢ଼ାଇଲେ କୁଇ ସାଂସ୍କୃତିକ ପରିଷଦ 

ପ୍ରଦାନ କଲେ  ୧,୧୦,୧୦୧ ଟଙ୍କାର ସହାୟତା  ସ୍ବପ୍ନ ସାକାର ଦିଗରେ ଭବିଷ୍ୟତରେ ଆବଶ୍ୟକ ସ୍ଥଳେ ସହଯୋଗ କରାଯିବ : ପ୍ରତାପ      ଘୁ ଉଦୟଗିରି (ଶାସକ ପ୍ରଶାସକ) : ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଟପର ହୋଇଥିବା ଗରୀବ ଆଦିବାସୀ ଝିଅ ମୀନାକ୍ଷୀ ମଲିକଙ୍କୁ ଉଚ୍ଚ…

ଦେଶରେ କରୋନା  ୬୯,୮୭୮ /୯୪୫,  ନମୁନା ପରୀକ୍ଷା ଅତିକ୍ରମ କଲା ଦଶ ଲକ୍ଷ ମାଇଲ ଖୁଣ୍ଟ 

  ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୧୦ ଲକ୍ଷରୁ ଉର୍ଧ୍ଵ କୋଭିଡି ନମୁନା ପରୀକ୍ଷା କରି ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା ହୋଇଥିବା ବେଳେ  ୬୯,୮୭୮ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୪୫  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା …

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ :ମାସ‌େ ପରେ ଅପହର୍ତ୍ତାଙ୍କ କବଳରୁ ମୁକ୍ତହେଲେ ପିଡ଼ୀତା 

ଘଟଣାର ରଫାଦଫା କରିବାକୁ ପିଡ଼ୀତାଙ୍କ ପରିବାରକୁ ଧମକ ନ୍ୟାୟ ପାଇଁ ଏସ୍ପି’ଙ୍କ ଦ୍ବାରସ୍ଥ ହେଲେ ପରିବାର ପିଡ଼ୀତାଙ୍କ ଡାକ୍ତରୀମାଇନା ପରେ ହେବ ବୟାନ ରେକର୍ଡ ବାରିପଦା,(ଦିଲ୍ଲୀପ ମହାନ୍ତି ) : ଅପହରଣ ଏବଂ ପରେ ଶାରିରୀକ ନିର୍ଯାତନା। ମାସାଧିକାଳ ନାନା ଯନ୍ତ୍ରଣା ସହିବା…

ଚିନ୍ତା ରେ ମୂର୍ତ୍ତି କାରିଗର , ବୁଡିଗଲା ବେପାର।

ଝାରସୁଗୁଡ଼ା :(ସୁଭାଷ ସହାରେ)-କରୋନା ମାଡ଼ରେ ଜର୍ଜରିତ ମୂର୍ତ୍ତି ବଜାର ,  ଚିନ୍ତାରେ ମୂର୍ତ୍ତି କାରିଗର ।  କଣ କରିବେ ବାଟ ଦିଶୁନି କାରିଗରଙ୍କୁ । ସାହୁକାରଠୁ ସୁଧରେ ଟଙ୍କା ଆଣି  ତିଆରି କରିଥିଲେ ଗଣେଶ ମୂର୍ତ୍ତି । ଆଶା ଥିଲା ଦୁଇ ପଇସା ରୋଜଗାର କରି ପରିବାର ପୋଷିବେ। ହେଲେ  କରଜରେ…

ଓକିଲଙ୍କୁ କୋରୋନା! ସିଲ୍ ହେଲା ଝାରସୁଗୁଡ଼ା ଜିଲ୍ଲା କୋର୍ଟ ପରିସର।

ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା କୋର୍ଟରେ ଜଣେ ମହିଳା ଓକିଲ କୋରୋନା ସଂକ୍ରମିତଙ୍କ ଥିବା ଜଣା ପଡ଼ିବା ପରେ କୋର୍ଟ ପରିସରକୁ ୭୨ ଘଣ୍ଟା ପାଇଁ ସିଲ୍ କରି ଦିଆଯାଇଛି।  ସୂଚନାନୁସାରେ,ଓକିଲ ଜଣକ ଦିପୁପଡା଼ ନିଷିଦ୍ଧାଞ୍ଚଳର ବାସିନ୍ଦା ଅଟନ୍ତି। ଏହି ଜନବସତିର ଜଣେ ବ୍ୟକ୍ତି…

ଦିନିକିଆ ସୁସ୍ଥତା ହାରରେ ଭାରତର ଆଉ ଏକ ରେକର୍ଡ

●  24 ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ 62,282 ରୋଗୀ ● ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ଓ ଆରୋଗ୍ୟ ହାର ବୃଦ୍ଧି ନୂଆଦିଲ୍ଲୀ(ଶାସକ ପ୍ରଶାସକ):  ଗତ 24 ଘଣ୍ଟା ମଧ୍ୟରେ ଦେଶରେ 62,282 ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥତା କ୍ଷେତ୍ରରେ ଭାରତର ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି । ଅଧିକରୁ ଅଧିକ…

ଲୋୟର ସୁକ୍‌ତେଲ୍‌ ପ୍ରକଳ୍ପ :  ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଳିକେଶଙ୍କ ନିବେଦନ 

ବଲାଙ୍ଗୀର(ନିରୋଜ ମିଶ୍ର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଲୋୟର ସୁକ୍‌ତେଲ୍‌ ପ୍ରକଳ୍ପରେ ଦିଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ବିଜେଡ଼ି ଯୁବନେତା ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ସୂଚାନଯୋଗ୍ୟ ଯେ, ବାଲାଙ୍ଗିରର ଲୋୟର…

ମାଥିଲି ଗୁଳିକାଣ୍ଡ ଦିବସ

ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡ଼ାକରାରେ ସାମିଲ ହୋଇଥିଲେ ସହିଦ ଲକ୍ଷ୍ମଣ ନାୟକ। କଳେବଳେ କୌଶଳେ କେମିତି ଇଂରେଜମାନଙ୍କ ଠାରୁ ଦେଶ ସ୍ୱାଧୀନ ହେବ ସେଥିପାଇଁ ଦିନ ରାତି ଲୋକମାନଙ୍କ ପାଖରେ ପହଞ୍ଚି ଗାନ୍ଧୀଙ୍କ ବାର୍ତା ପହଞ୍ଚାଉଥିଲେ ଏବଂ ଲୋକଙ୍କୁ ଏକଜୁଟ କରୁଥିଲେ। ୧୯୪୨ ମସିହା…